ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ ୨ ଆତଙ୍କୀ

ଗାନ୍ଧେରବାଲ: ଜମ୍ମୁ-କଶ୍ମୀରର ଗାନ୍ଧେରବାଲ ଜିଲ୍ଲା ଅନ୍ତର୍ଗତ ତୁର୍ଣ୍ଣଖାଲ ଅଞ୍ଚଳରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହାପୂର୍ବରୁ ସେପ୍ଟେମ୍ବର ୨୮ରେ ଏଠାରେ ଜଣେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିଲା। ଗାନ୍ଧେରବାଲର ତୁର୍ଣ୍ଣଖାଲ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସେପ୍ଟେମ୍ବର ୨୮ରେ ସୂଚନା ମିଳିଥିଲା। ଏହାପରେ ସେନା ଓ ସ୍ଥାନୀୟ ପୁଲିସ୍‌ ପକ୍ଷରୁ ସର୍ଚ୍ଚ […]

v

v

Hemant Lenka
  • Published: Tuesday, 01 October 2019
  • Updated: 01 October 2019, 04:21 PM IST

Sports

Latest News

ଗାନ୍ଧେରବାଲ: ଜମ୍ମୁ-କଶ୍ମୀରର ଗାନ୍ଧେରବାଲ ଜିଲ୍ଲା ଅନ୍ତର୍ଗତ ତୁର୍ଣ୍ଣଖାଲ ଅଞ୍ଚଳରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହାପୂର୍ବରୁ ସେପ୍ଟେମ୍ବର ୨୮ରେ ଏଠାରେ ଜଣେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିଲା।

ଗାନ୍ଧେରବାଲର ତୁର୍ଣ୍ଣଖାଲ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସେପ୍ଟେମ୍ବର ୨୮ରେ ସୂଚନା ମିଳିଥିଲା। ଏହାପରେ ସେନା ଓ ସ୍ଥାନୀୟ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।

ଆଉ କିଛି ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳରେ ଲୁଚି ଥିବା ସନ୍ଦେହ କରି ସେବେଠାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ ଜାରି ରହିଥିଲା। ଆଜି ସକାଳେ ଏଠାରେ ଲୁଚିଥିବା ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କର ପୁଣି ମୁହାଁମୁହିଁ ହୋଇଥିଲା।

ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସେନା ପକ୍ଷରୁ କୁହାଯାଇଛି। ମୃତ ଆତଙ୍କବାଦୀଙ୍କ ନିକଟରୁ ଏକେ-୪୭, ବିପୁଳ ପରିମାଣର ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story