କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ନୋଗାମ ଅଞ୍ଚଳରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷାକର୍ମୀମାନେ ଆଉ ଜଣେ ଆତଙ୍କବାଦୀକୁ ଜୀବନ୍ତ ଧରିବାରେ ସଫଳ ହୋଇଛନ୍ତି। ସୀମା ପାର ହୋଇ କିଛି ଆତଙ୍କବାଦୀ ନୋଗାମ ଅଞ୍ଚଳରେ ଲୁଚି ଥିବା ନେଇ କୌଣସି ସୂତ୍ରରୁ ସୁରକ୍ଷାକର୍ମୀମାନେ ସୂଚନା ପାଇଥିଲେ । ଏହା ପରେ ସେମାନେ ଉକ୍ତ ଅଞ୍ଚଳକୁ ସିଲ୍ କରି ଅପରେସନ୍ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ […]

kashmir

kashmir

Rakesh Mallick
  • Published: Tuesday, 26 July 2016
  • Updated: 26 July 2016, 03:48 PM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ନୋଗାମ ଅଞ୍ଚଳରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷାକର୍ମୀମାନେ ଆଉ ଜଣେ ଆତଙ୍କବାଦୀକୁ ଜୀବନ୍ତ ଧରିବାରେ ସଫଳ ହୋଇଛନ୍ତି।

ସୀମା ପାର ହୋଇ କିଛି ଆତଙ୍କବାଦୀ ନୋଗାମ ଅଞ୍ଚଳରେ ଲୁଚି ଥିବା ନେଇ କୌଣସି ସୂତ୍ରରୁ ସୁରକ୍ଷାକର୍ମୀମାନେ ସୂଚନା ପାଇଥିଲେ । ଏହା ପରେ ସେମାନେ ଉକ୍ତ ଅଞ୍ଚଳକୁ ସିଲ୍ କରି ଅପରେସନ୍ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଛନ୍ତି।

ଏହି ଘଟଣାପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ଆତଙ୍କବାଦୀମାନେ ଦେଶ ଭିତରକୁ ପଶିଆସିଥିବା ନେଇ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି,“ସୁରକ୍ଷାକର୍ମୀମାନେ ପାକିସ୍ତାନ ଆତଙ୍କବାଦୀଙ୍କୁ  ଜୀବନ୍ତ ଧରିବାରେ  ସଫଳ ହୋଇଛନ୍ତି। ଯାହାଦ୍ୱାରା  ଆତଙ୍କବାଦୀଙ୍କ ବିଷୟରେ ଜାଣିବାକୁ ସୁବିଧା ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story