ଧାରା ୩୭୦ ଉଚ୍ଛେଦକୁ ୫ ଦିନ ପରେ ପୂରିବ ବର୍ଷେ, ଶେଷରେ ମୁକୁଳିଲେ ସାଜଦ ଲୋନ

ଶ୍ରୀନଗର: ପିପୁଲ୍ସ କନଫରେନ୍ସ ମୁଖ୍ୟ ସାଜଦ ଲୋନ୍‌ ଶେଷରେ ଗୃହବନ୍ଦୀରୁ ମୁକୁଳିଛନ୍ତି। ଜମ୍ମୁ-କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ଦିନ ଠାରୁ ତାଙ୍କୁ ଅଟକ ରଖାଯାଇଥିଲା। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ। ଶତାଧିକ ରାଜନେତାଙ୍କ ଭଳି ସାଜଦ ଲୋନଙ୍କୁ ମଧ୍ୟ ଅଟକ ରଖାଯାଇଥିଲେ। ତେବେ ଏହାର ବର୍ଷପୂର୍ତ୍ତିର ୫ ଦିନ ପୂର୍ବରୁ ସାଜଦ ଲୋନଙ୍କୁ ଗୃହବନ୍ଦୀରୁ ମୁକ୍ତ କରାଯାଇଛି। ଲୋନ୍‌ କହିଛନ୍ତି, “ବର୍ଷ ପୂରିବାର ୫ ଦିନ ପୂର୍ବରୁ […]

du

du

Hemant Lenka
  • Published: Friday, 31 July 2020
  • Updated: 31 July 2020, 04:58 PM IST

Sports

Latest News

ଶ୍ରୀନଗର: ପିପୁଲ୍ସ କନଫରେନ୍ସ ମୁଖ୍ୟ ସାଜଦ ଲୋନ୍‌ ଶେଷରେ ଗୃହବନ୍ଦୀରୁ ମୁକୁଳିଛନ୍ତି। ଜମ୍ମୁ-କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ଦିନ ଠାରୁ ତାଙ୍କୁ ଅଟକ ରଖାଯାଇଥିଲା। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ। ଶତାଧିକ ରାଜନେତାଙ୍କ ଭଳି ସାଜଦ ଲୋନଙ୍କୁ ମଧ୍ୟ ଅଟକ ରଖାଯାଇଥିଲେ। ତେବେ ଏହାର ବର୍ଷପୂର୍ତ୍ତିର ୫ ଦିନ ପୂର୍ବରୁ ସାଜଦ ଲୋନଙ୍କୁ ଗୃହବନ୍ଦୀରୁ ମୁକ୍ତ କରାଯାଇଛି।

ଲୋନ୍‌ କହିଛନ୍ତି, “ବର୍ଷ ପୂରିବାର ୫ ଦିନ ପୂର୍ବରୁ ମୋତେ ବିଧିବଦ୍ଧ ଭାବେ ମୁକ୍ତ କରାଯାଇଥିବା ସୂଚନା ପାଇଛି। ଅନେକ କିଛି ବଦଳି ଯାଇଛି। ମୋ ପାଇଁ ଜେଲ କିଛି ନୂଆ ଅଭିଜ୍ଞତା ନୁହେଁ। ପୂର୍ବରୁ ଆପଣଙ୍କୁ ଶାରିରୀକ ଭାବେ ନିର୍ଯାତନା ଦିଆଯାଉଥିଲା। ହେଲେ ଏବେ ମାନସିକ ନିର୍ଯାତନା ମିଳୁଛି।”

ପ୍ରଥମ ୬ ମାସ ଯାଏ ଲୋନଙ୍କୁ ସରକାରୀ ଅଟକ କେନ୍ଦ୍ରରେ ବନ୍ଦୀ କରି ରଖାଯାଇଥିଲା। ଏହାପରେ ଫେବୃଆରୀ ୫ରୁ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା। ଲୋନ ଗୃହବନ୍ଦୀରୁ ମୁକୁଳିଥିବାରୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟ୍ୱିଟ କରି ଖୁସି ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story