ବିଜେପିରେ ମିଶିଲେ ମମତାଙ୍କ ଘନିଷ୍ଠ ସହଯୋଗୀ

ନୂଆଦିଲ୍ଲୀ: କୋଲକାତାର ପୂର୍ବତନ ମେୟର ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଶୋଭନ ଚାଟାର୍ଜୀ ଆଜି ବିଜେପିରେ ମିଶିଛନ୍ତି। ଶୋଭନ ଟିଏମସର ଜଣେ ଟାଣୁଆ ନେତା ଥିଲେ। ଦଳର ସବୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା। ହେଲେ ସେ ମମତାଙ୍କୁ ଶକ୍ତ ଝଟକା ଦେଇ ଆଜି ପଦ୍ମ ଧରିଛନ୍ତି। ପୂର୍ବରୁ ଟିଏମସିର ଅନ୍ୟତମ ବରିଷ୍ଠ ନେତା ମୁକୁଲ ରୟ ବିଜେପିରେ ଯୋଗଦେବା ପରେ ଦଳ ପଶ୍ଚିମବଙ୍ଗରେ ଶକ୍ତିଶାଳୀ ହୋଇଥିଲା। ଏବେ ଶୋଭନଙ୍କ […]

br

br

Hemant Lenka
  • Published: Wednesday, 14 August 2019
  • Updated: 14 August 2019, 06:33 PM IST

Sports

Latest News

ନୂଆଦିଲ୍ଲୀ: କୋଲକାତାର ପୂର୍ବତନ ମେୟର ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଶୋଭନ ଚାଟାର୍ଜୀ ଆଜି ବିଜେପିରେ ମିଶିଛନ୍ତି। ଶୋଭନ ଟିଏମସର ଜଣେ ଟାଣୁଆ ନେତା ଥିଲେ। ଦଳର ସବୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା।

ହେଲେ ସେ ମମତାଙ୍କୁ ଶକ୍ତ ଝଟକା ଦେଇ ଆଜି ପଦ୍ମ ଧରିଛନ୍ତି। ପୂର୍ବରୁ ଟିଏମସିର ଅନ୍ୟତମ ବରିଷ୍ଠ ନେତା ମୁକୁଲ ରୟ ବିଜେପିରେ ଯୋଗଦେବା ପରେ ଦଳ ପଶ୍ଚିମବଙ୍ଗରେ ଶକ୍ତିଶାଳୀ ହୋଇଥିଲା। ଏବେ ଶୋଭନଙ୍କ ଯୋଗଦାନ ବିଜେପିକୁ ଆହୁରି ଶକ୍ତିଶାଳୀ କରିଛି। ଆଜି ମୁକଲ ରୟଙ୍କ ଉପସ୍ଥିତିରେ ଶୋଭନ ପଦ୍ମ ଧରିଛନ୍ତି।

ଏହି ଅବସରରେ ମୁକୁଲ ରୟ କହିଛନ୍ତି, “ଆସନ୍ତାବର୍ଷ ହେବାକୁ ଥିବା କୋଲକାତା କର୍ପୋରେସନ ନିର୍ବାଚନରେ ବିଜେପି ନିଶ୍ଚିତ ବାଜିମାତ କରିବ।”

ଶୋଭନ ଦୁଇଥର କୋଲକାତାର ମେୟର ଭାବେ କାର୍ଯ୍ୟ କରିଛନ୍ତି। ବେହଲା ପୂର୍ବ ବିଧାନସଭାରୁ ସେ ନିର୍ବାଚନ ଜିତିଥିଲେ। ସେ ଗତବର୍ଷ ନଭେମ୍ବରରେ ମେୟର ପଦ ଛାଡ଼ି ମମତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ଆଜି ଶୋଭନ ଏକା ନୁହନ୍ତି, ତାଙ୍କର ସହଯୋଗୀ ବୈଶାଖୀ ବାନାର୍ଜୀ ମଧ୍ୟ ବିଜେପିରେ ମିଶିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story