ସାନିଟାଇଜର ଦ୍ୱାରା ସାମ୍ବାଦିକ ଓ ତାଙ୍କ ବନ୍ଧୁଙ୍କୁ ଜୀଅନ୍ତା ଜାଳି ଦେଇଥିଲେ ଦୁର୍ବୃତ୍ତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜଣେ ୩୭ ବର୍ଷୀୟ ସାମ୍ବାଦିକ ଓ ତାଙ୍କ ବନ୍ଧୁଙ୍କୁ ଜୀଅନ୍ତା ଜାଳି ହତ୍ୟା କରିବା ଘଟଣା ଉପରୁ ପୁଲିସ୍‌ ପରଦା ହଟାଇଛି। ଘଟଣା ଦିନ ୩ ଜଣ ଯୁବକ ସାମ୍ବାଦିକଙ୍କ ଘରେ ପ୍ରବେଶ କରି ସାନିଟାଇଜର ଦ୍ୱାରା ନିଆଁ ଲଗାଇ ହତ୍ୟା କରିଥିଲେ ବୋଲି ପୁଲିସ୍‌ କହିଛି। ଏହି ଘଟଣାରେ ପୁଲିସ୍‌ ଗାଁ ମୁଖିଆଙ୍କ ପୁଅଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ସାମ୍ବାଦିକ ରାକେଶ ସିଂହ ଓ ତାଙ୍କ ୩୪ ବର୍ଷୀୟ […]

hemant-author-pic

hemant-author-pic

Hemant Lenka
  • Published: Tuesday, 01 December 2020
  • Updated: 01 December 2020, 05:04 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜଣେ ୩୭ ବର୍ଷୀୟ ସାମ୍ବାଦିକ ଓ ତାଙ୍କ ବନ୍ଧୁଙ୍କୁ ଜୀଅନ୍ତା ଜାଳି ହତ୍ୟା କରିବା ଘଟଣା ଉପରୁ ପୁଲିସ୍‌ ପରଦା ହଟାଇଛି। ଘଟଣା ଦିନ ୩ ଜଣ ଯୁବକ ସାମ୍ବାଦିକଙ୍କ ଘରେ ପ୍ରବେଶ କରି ସାନିଟାଇଜର ଦ୍ୱାରା ନିଆଁ ଲଗାଇ ହତ୍ୟା କରିଥିଲେ ବୋଲି ପୁଲିସ୍‌ କହିଛି। ଏହି ଘଟଣାରେ ପୁଲିସ୍‌ ଗାଁ ମୁଖିଆଙ୍କ ପୁଅଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।

ସାମ୍ବାଦିକ ରାକେଶ ସିଂହ ଓ ତାଙ୍କ ୩୪ ବର୍ଷୀୟ ବନ୍ଧୁ ପିଣ୍ଟୁ ସାହୁଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶୁକ୍ରବାର ବଳରାମପୁର ସ୍ଥିତି ଏକ ଘର ଉଦ୍ଧାର କରାଯାଇଥିଲା। ଏହି ଘରଟି ସ୍ଥାନୀୟ ଅଞ୍ଚଳର ଗୋଟିଏ ଖବରକାଗଜ ପାଇଁ କାମ କରୁଥିବା ରାକେଶ ସିଂହଙ୍କର ଥିଲା। ଘଟଣା ପରେ ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ପ୍ରଥମେ ସେଠାରେ ଡାକ୍ତରମାନେ ପିଣ୍ଟୁ ସାହୁଙ୍କୁ ମୃତ ଘୋଷଣା କରିଥିଲେ।

ଏହାର କିଛି ସମୟରେ ରାକେଶ ମଧ୍ୟ ପ୍ରାଣ ହରାଇଥିଲେ। ଆଖି ବୁଜିବା ପୂର୍ବରୁ ରାକେଶ ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ସେ କହିଥିଲେ ଯେ ଗାଁର ମୁଖିଆ ଓ ତାଙ୍କ ପୁଅ କରୁଥିବା ଦୁର୍ନୀତି ସମ୍ପର୍କରେ ସେ ନିୟମିତ ଖବର ପ୍ରସାରଣ କରୁଥିଲେ। ଏହି କାରଣରୁ ଅନେକ ଥର ତାଙ୍କୁ ଧମକ ମଧ୍ୟ ମିଳିଥିଲା।

ଘଟଣାର ୩ ଦିନ ପରେ ବଳରାମପୁର ପୁଲିସ୍‌ ଗାଁ ମୁଖିଆଙ୍କ ପୁଅ ରିଙ୍କୁ ମିଶ୍ର, ଲଳିତ ମିଶ୍ର ଓ ଆକ୍ରମକୁ ଗିରଫ କରିଛି। ପ୍ରଥମେ ଏମାନେ ଆଲକହଲ ଭିତ୍ତିକ ହାତ ସାନିଟାଇଜର ଦ୍ୱାରା ରାକେଶ ଓ ପିଣ୍ଟୁଙ୍କୁ ଅଚେତ କରାଇବାକୁ ଚେଷ୍ଟା କରାଇଥିଲେ। ସେମାନେ ସାମାନ୍ୟ ସଂଜ୍ଞାହୀନ ହୋଇପଡ଼ିବାରୁ ୩ ଜଣ ଯାକ ସେମାନଙ୍କ ଦେହରେ ସାନିଟାଇଜର ଢାଳି ନିଆଁ ଲଗାଇ ଦେଇଥିଲେ। ନିଜର ଅପରାଧକୁ ଲୁଚାଇବା ପାଇଁ ୩ ଯୁବକ ଭରପୂର ଚେଷ୍ଟା କରିଥିଲେ। ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା।

ହେଲେ ପୁଲିସ୍‌ ସବୁ ରହସ୍ୟ ଉପରୁ ପରାଦ ଉଠାଇବାରେ ସହାୟକ ହୋଇଛି। ଏହି ହତ୍ୟାକାଣ୍ଡ ପଛରେ ଦୁଇଟି କାରଣ ରହିଛି। ଗୋଟିଏ ହେଉଛି ରାକେଶଙ୍କ ସାମ୍ବାଦିକତା ଓ ଅନ୍ୟଟି ହେଉଛି ପିଣ୍ଟୁ ସାହୁଙ୍କ ସହ ରିଙ୍କୁ ମିଶ୍ରଙ୍କ ବିବାଦ। ଆର୍ଥିକ ନେଣଦେଣକୁ ନେଇ ପିଣ୍ଟୁ ଓ ରିଙ୍କୁଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା।

ନଭେମ୍ବର ୨୭ରେ ଗୋଟିଏ ବିୟର ବାର୍‌ ନିକଟରେ ଲଳିତ ମିଶ୍ର ଓ ପିଣ୍ଟୁ ସାହୁଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଏହାକୁ କେନ୍ଦ୍ର କରି ସେମାନେ ଏଭଳି କାଣ୍ଡ ଭିଆଇଥିବା ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story