ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା, ସରକାର ଦେଲେ ୧୦ ଲକ୍ଷ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପୁଣିଥରେ ଜଣେ ସାମ୍ବାଦିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ବଲ୍ଲିଆ ଜିଲ୍ଲାରେ ୩ ଜଣ ଯୁବକ ଟିଭି ସାମ୍ବାଦିକ ରତନ ସିଂହଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜମି ଜମା ବିବାଦରୁ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ କହିଛି। ଏଥିସହ ଘଟଣାରେ ସାମିଲ ଥିବା ୩ ଜଣଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକ ପ୍ରକାଶ କରିବା ସହ ସାମ୍ବାଦିକଙ୍କ ପରିବାର ପାଇଁ ୧୦ ଲକ୍ଷ […]

n

n

Hemant Lenka
  • Published: Tuesday, 25 August 2020
  • Updated: 25 August 2020, 05:35 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପୁଣିଥରେ ଜଣେ ସାମ୍ବାଦିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ବଲ୍ଲିଆ ଜିଲ୍ଲାରେ ୩ ଜଣ ଯୁବକ ଟିଭି ସାମ୍ବାଦିକ ରତନ ସିଂହଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜମି ଜମା ବିବାଦରୁ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ କହିଛି। ଏଥିସହ ଘଟଣାରେ ସାମିଲ ଥିବା ୩ ଜଣଙ୍କୁ ଗିରଫ କରିଛି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକ ପ୍ରକାଶ କରିବା ସହ ସାମ୍ବାଦିକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।

ସୋମବାର ରାତି ପ୍ରାୟ ୯ଟା ବେଳେ ରତନ ସିଂହଙ୍କୁ ତାଙ୍କ ଘର ପାଖରେ ହିଁ ଗୁଳି କରାଯାଇଥିଲା। ସେ ଗୋଟିଏ ଘରୋଇ ଟିଭି ଚ୍ୟାନେଲ ପାଇଁ ସାମ୍ବାଦିକତା କରୁଥିଲେ। ୪୨ ବର୍ଷୀୟ ରତନ ସିଂହ ଘର ପାଖରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଗୁଳି କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ପୁଲିସ୍‌ କହିଛି, ରତନ ସିଂହ ଜିଲ୍ଲାର ସହରାଞ୍ଚଳରେ ରହୁଥିଲେ। ତେବେ ତାଙ୍କ ଗାଁରେ ଗୋଟିଏ ଜମିକୁ ନେଇ ଅଭିଯୁକ୍ତଙ୍କ ସହ ତାଙ୍କର ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା। ସୋମବାର ରତନ ସିଂହ ଗାଁକୁ ଯାଇଥିବା ବେଳେ ପୁଣିଥରେ ତିକ୍ତତା ସୃଷ୍ଟି ହୋଇଥିଲା। ଅଭିଯୁକ୍ତମାନେ ତାଙ୍କର ପିଛା କରି ସହରରେ ଥିବା ତାଙ୍କ ଘର ପାଖରେ ଗୁଳି କରିଥିଲେ। ଗାଁରେ ଥିବା ରତନ ସିଂହଙ୍କ ଜମି ପାଖରେ ଅଭିଯୁକ୍ତମାନେ ପାଚେରି ତିଆରି କରିଥିବାରୁ ଏହାକୁ ନେଇ ବିବାଦ ଲାଗି ରହିଥିଲା। ଘଟଣା ପରେ ପୁଲିସ ଗୁଳି କାଣ୍ଡରେ ସାମିଲ ଥିବା ୩ ଜଣଙ୍କୁ ଗିରଫ କରିଛି।

ଗତ ମାସରେ ଗାଜିଆବାଦରେ ଜଣେ ସାମ୍ବାଦିକଙ୍କୁ ତାଙ୍କର ଦୁଇ ଝିଅଙ୍କ ସାମ୍ନାରେ ଦୁର୍ବୃତ୍ତମାନେ ମାଡ଼ ମାରିବା ସହ ହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story