ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଇ.ଏମ୍. କୁଦ୍ଦୁସି ଗିରଫ

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଇ.ଏମ୍. କୁଦ୍ଦୁସିଙ୍କୁ ଆଜି ସିବିଆଇ ଗିରଫ କରିଛି। କୁଦ୍ଦୁସିଙ୍କୁ ଦିଲ୍ଲୀ ଗ୍ରେଟର କୈଳାସ ସ୍ଥିତ ତାଙ୍କ ଏନ୍/୭ ଘରୁ ଗିରଫ ଗିରଫ କରିଛି ସିବିଆଇ।  ଜଷ୍ଟିସ କୁଦ୍ଦୁସିଙ୍କ ସହ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ସେମାନେ ହେଲେ ବିପି ଯାଦବ, ପଳାସ, ବିଶ୍ୱନାଥ ଅଗ୍ରୱାଲ ଓ ରାମଦେବ ସାରସ୍ୱତ। ଉତ୍ତରପ୍ରଦେଶର ଏକ ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ଆଜି […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 04:43 PM IST

Sports

Latest News

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଇ.ଏମ୍. କୁଦ୍ଦୁସିଙ୍କୁ ଆଜି ସିବିଆଇ ଗିରଫ କରିଛି। କୁଦ୍ଦୁସିଙ୍କୁ ଦିଲ୍ଲୀ ଗ୍ରେଟର କୈଳାସ ସ୍ଥିତ ତାଙ୍କ ଏନ୍/୭ ଘରୁ ଗିରଫ ଗିରଫ କରିଛି ସିବିଆଇ।  ଜଷ୍ଟିସ କୁଦ୍ଦୁସିଙ୍କ ସହ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ସେମାନେ ହେଲେ ବିପି ଯାଦବ, ପଳାସ, ବିଶ୍ୱନାଥ ଅଗ୍ରୱାଲ ଓ ରାମଦେବ ସାରସ୍ୱତ।

ଉତ୍ତରପ୍ରଦେଶର ଏକ ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ଆଜି ଅପରାହ୍ନରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ।  ଜଷ୍ଟିସ କୁଦ୍ଦୁସିଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନ ସହ ୯ଟି ସ୍ଥାନରେ ଗତକାଲି ସିବିଆଇ ପକ୍ଷରୁ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ବେଳେ ସିବିଆଇ ପ୍ରାୟ ୯୨ ଲକ୍ଷ ଟଙ୍କା ଜବତ କରିଛି। ଲକ୍ଷ୍ମୌ ସ୍ଥିତ ଏକ ମେଡିକାଲ କଲେଜରେ ନାମଲେଖା ଉପରେ ଏମ୍‌ସିଆଇ ନିଷେଧାଦେଶ ଜାରି କରିଥିଲା ପରେ କଲେଜ ପକ୍ଷରୁ ଏହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ମାମଲାରେ କଲେଜ ପକ୍ଷରେ ରାୟ ଯିବା ନେଇ ଏକ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା  ସିବିଆଇ ଏତଲାରେ ଉଲ୍ଲେଖ  କରିଛି। ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ବିଶ୍ୱନାଥ ଅଗ୍ରୱାଲ୍ ଓଡ଼ିଶାର ବୋଲି ଜଣାପଡ଼ିଛି।

ବିଶ୍ୱନାଥଙ୍କ ଭୁବନେଶ୍ୱରର କାନନ ବିହାରରେ ଘର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story