ବାବ୍ରୀ ମସଜିଦ୍‌ ଭଙ୍ଗା ଘଟଣାର ଶୁଣାଣି କରୁଥିବା ବିଚାରପତି ସୁରକ୍ଷା ଲୋଡ଼ିଲେ

ନୂଆଦିଲ୍ଲୀ: ବାବ୍ରୀ ମସଜିଦ୍‌ ଭଙ୍ଗା ଯିବା ମାମଲାର ଶୁଣାଣି କରୁଥିବା ଟ୍ରାଏଲ କୋର୍ଟର ବିଚାରପତି ଆଜି ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ବିଚାରପତି ଜଷ୍ଟିସ୍‌ ସୁରେନ୍ଦ୍ର କୁମାର ଯାଦବ ଏଭଳି ଆବେଦନ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୁପ୍ରିମକୋର୍ଟ ମାମଲାକୁ ଗୁରୁତ୍ୱର ସହ ନେବା ସହ ଦୁଇ ସପ୍ତାହ ମଧ୍ୟରେ ଉତ୍ତର ପ୍ରଦେଶ ସରକାରଙ୍କୁ ଏ ସମ୍ପର୍କରେ ନିଜ ମତାମତ ରଖିବାକୁ […]

b

b

Hemant Lenka
  • Published: Friday, 23 August 2019
  • Updated: 23 August 2019, 05:11 PM IST

Sports

Latest News

ନୂଆଦିଲ୍ଲୀ: ବାବ୍ରୀ ମସଜିଦ୍‌ ଭଙ୍ଗା ଯିବା ମାମଲାର ଶୁଣାଣି କରୁଥିବା ଟ୍ରାଏଲ କୋର୍ଟର ବିଚାରପତି ଆଜି ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ବିଚାରପତି ଜଷ୍ଟିସ୍‌ ସୁରେନ୍ଦ୍ର କୁମାର ଯାଦବ ଏଭଳି ଆବେଦନ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୁପ୍ରିମକୋର୍ଟ ମାମଲାକୁ ଗୁରୁତ୍ୱର ସହ ନେବା ସହ ଦୁଇ ସପ୍ତାହ ମଧ୍ୟରେ ଉତ୍ତର ପ୍ରଦେଶ ସରକାରଙ୍କୁ ଏ ସମ୍ପର୍କରେ ନିଜ ମତାମତ ରଖିବାକୁ କହିଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଆରଏଫ୍‌ ନରିମନ ଓ ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଆବେଦନର ଶୁଣାଣି କରି କହିଛନ୍ତି, ଧାର୍ମିକ ଦୃଷ୍ଠିକୋଣରୁ ଅଯୋଧ୍ୟା ମାମଲାର ଗୁରୁତ୍ୱ ରହିଛି। ତେଣୁ ଏହାର ଶୁଣାଣି କରୁଥିବା ବିଚାରପତିଙ୍କ ସୁରକ୍ଷା ମାଗିବାର ଅଧିକାର ରହିଛି। ଅଯୋଧ୍ୟାରେ ବାବ୍ରୀ ମସଜିଦ୍‌ ଭଙ୍ଗା ଘଟଣାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୨୦୧୭ରେ ସ୍ୱତନ୍ତ୍ର ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କୁ ନିଯୁକ୍ତ କରି ଏହି ମାମଲାର ଶୁଣାଣି ୨ ବର୍ଷ ମଧ୍ୟରେ ଶେଷ କରିବାକୁ କହିଥିଲେ। ବିଚାରପତି ସୁରେନ୍ଦ୍ର ସେପ୍ଟେମ୍ବର ୩୦ରେ ଅବସର ନେବାର ଥିଲା।

ହେଲେ ମାମଲାର ରାୟ ପ୍ରକାଶ ଯାଏ ତାଙ୍କ କାର୍ଯ୍ୟକାଳକୁ ସୁପ୍ରିମକୋର୍ଟ ବୃଦ୍ଧି କରିଛନ୍ତି। ଏହି ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ବିଜେପି ଭେଟରାନ ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ ଓ ଅନ୍ୟ ୧୦ ଜଣ ନେତାଙ୍କ ନାଁ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story