ଗୁନାରୁ ହାରିଲେ ଜ୍ୟୋତିର ଆଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ୟତମ  ଚର୍ଚ୍ଚିତ ନେତା ତଥା ଯୁବ ତାରକା ଜ୍ୟୋତିର ଆଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶ ଗୁନା ଆସନରୁ ପରାସ୍ତ ହୋଇଛନ୍ତି। ଏହି ଆସନରୁ ସିନ୍ଧିଆ ୨୦୦୨ ମସିହାରୁ ଜିତି ଆସୁଥିଲେ। ୨୦୧୪ରେ କଂଗ୍ରେସ ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନରୁ ମାତ୍ର ୨ଟିରେ ଜିତିଥିଲା। ଏହି ଦୁଇଟି ଆସନ ମଧ୍ୟରେ ଗୁନା ରହିଥିଲା। ହେଲେ ୨୦୧୯ରେ ସବୁ କିଛି ଓଲଟପାଲଟ ହୋଇଯାଇଛି। ଏହି ଆସନରେ ବିଜେପି କେପି ଯାଦବଙ୍କୁ ପ୍ରାର୍ଥୀ କରିଥିଲା। ସେ ଜ୍ୟୋତିର ଆଦିତ୍ୟ ସିନ୍ଧିଆଙ୍କୁ […]

uid

uid

Hemant Lenka
  • Published: Thursday, 23 May 2019
  • Updated: 23 May 2019, 08:04 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ଅନ୍ୟତମ  ଚର୍ଚ୍ଚିତ ନେତା ତଥା ଯୁବ ତାରକା ଜ୍ୟୋତିର ଆଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶ ଗୁନା ଆସନରୁ ପରାସ୍ତ ହୋଇଛନ୍ତି। ଏହି ଆସନରୁ ସିନ୍ଧିଆ ୨୦୦୨ ମସିହାରୁ ଜିତି ଆସୁଥିଲେ। ୨୦୧୪ରେ କଂଗ୍ରେସ ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନରୁ ମାତ୍ର ୨ଟିରେ ଜିତିଥିଲା। ଏହି ଦୁଇଟି ଆସନ ମଧ୍ୟରେ ଗୁନା ରହିଥିଲା। ହେଲେ ୨୦୧୯ରେ ସବୁ କିଛି ଓଲଟପାଲଟ ହୋଇଯାଇଛି।

ଏହି ଆସନରେ ବିଜେପି କେପି ଯାଦବଙ୍କୁ ପ୍ରାର୍ଥୀ କରିଥିଲା। ସେ ଜ୍ୟୋତିର ଆଦିତ୍ୟ ସିନ୍ଧିଆଙ୍କୁ ୧ ଲକ୍ଷ ୨୨ ହଜାର ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଜ୍ୟୋତିର ଆଦିତ୍ୟଙ୍କ ପୂର୍ବରୁ ଏହି ଆସନ ତାଙ୍କ ବାପା ମାଧବ ରାଓ ଓ ଜେଜେ ମା’ ବିଜୟ ରାଜେ ସିନ୍ଧିଆଙ୍କ ଦଖଲରେ ରହିଥିଲା।

କେପି ଯାଦବ ୨୦୧୮ ଯାଏ କଂଗ୍ରେସ ଓ ଜ୍ୟୋତିର ଆଦିତ୍ୟଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ। ହେଲେ ସେ ଟିକେଟ୍‌ ପାଇବାରୁ ବଞ୍ଚିତ ହେବାରୁ ବିଜେପିରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story