କାବୁଲ୍‌ରେ ଅପହୃତା ଭାରତୀୟଙ୍କୁ ଉଦ୍ଧାର କରାଯାଇଛି: ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ଆଫଗାନିସ୍ଥାନର କାବୁଲରେ ପ୍ରାୟ ଦେଢ଼ ମାସ ପୂର୍ବରୁ ଅପହୃତା ହୋଇଥିବା କୋଲକତାର ଜିଡିଥ୍‌ ଡିସୁଜାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।  ଡିସୁଜା ଏବେ ଆମ ସମସ୍ତଙ୍କ ପାଖରେ ଅଛନ୍ତି। ଖୁବଶୀଘ୍ର ସେ କାବୁଲ୍‌ରୁ  ନିଜ ଘରକୁ ଯିବେ। ଶନିବାର ସନ୍ଧ୍ୟା ସୁଦ୍ଧା ଡିସୁଜା ଦିଲ୍ଲୀରେ ପହଞ୍ଚିବେ। ଏହାପରେ ସେ କୋଲକତା ଯିବେ। ଡିସୁଜାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କାର୍ଯ୍ୟକ୍ରମରେ ଆଫଗାନିସ୍ଥାନ ପ୍ରଶାସନର ସାହାଯ୍ୟ ପାଇଁ […]

judith

judith

Rakesh Mallick
  • Published: Saturday, 23 July 2016
  • Updated: 23 July 2016, 02:48 PM IST

Sports

Latest News

ନୂଆଦିଲ୍ଲୀ: ଆଫଗାନିସ୍ଥାନର କାବୁଲରେ ପ୍ରାୟ ଦେଢ଼ ମାସ ପୂର୍ବରୁ ଅପହୃତା ହୋଇଥିବା କୋଲକତାର ଜିଡିଥ୍‌ ଡିସୁଜାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।  ଡିସୁଜା ଏବେ ଆମ ସମସ୍ତଙ୍କ ପାଖରେ ଅଛନ୍ତି। ଖୁବଶୀଘ୍ର ସେ କାବୁଲ୍‌ରୁ  ନିଜ ଘରକୁ ଯିବେ।

ଶନିବାର ସନ୍ଧ୍ୟା ସୁଦ୍ଧା ଡିସୁଜା ଦିଲ୍ଲୀରେ ପହଞ୍ଚିବେ। ଏହାପରେ ସେ କୋଲକତା ଯିବେ। ଡିସୁଜାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କାର୍ଯ୍ୟକ୍ରମରେ ଆଫଗାନିସ୍ଥାନ ପ୍ରଶାସନର ସାହାଯ୍ୟ ପାଇଁ ସୁଷମା ଧନ୍ୟବାଦ ଜଣାଇଛନ୍ତି।

ଗତ ଶୁକ୍ରବାର ଡିସୁଜାଙ୍କ ଭାଇ ସୁଷମାଙ୍କ ସହ ସାକ୍ଷାତ କରି ତାଙ୍କ ଭଉଣୀକୁ ଉଦ୍ଧାର କରିବା ପାଇଁ  ସାହାଯ୍ୟ ଲୋଡିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story