ଇସିଙ୍କ ‘ଷ୍ଟାର ପ୍ରଚାରକ’ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ କମଲନାଥ

ନୂଆଦିଲ୍ଲୀ: ବାରମ୍ବାର ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ କଂଗ୍ରେସର ଷ୍ଟାର ପ୍ରଚାର ତାଲିକାରୁ ବାଦ୍‌ ପଡ଼ିଥିବା କମଲନାଥ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କମଲନାଥଙ୍କୁ ଗତକାଲି ନିର୍ବାଚନ କମିଶନ ଷ୍ଟାର ପ୍ରଚାରକ ତାଲିବାକୁ ବିଦା କରିଥିଲେ। ହେଲେ ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେବା ପୂର୍ବ କମଲନାଥ କହିଥିଲେ ଯେ “ଷ୍ଟାର ପ୍ରଚାରକ କୌଣସି ପୋଷ୍ଟ କିମ୍ବା ମାନ୍ୟତା ନୁହେଁ। ମୁଁ ଇସିଙ୍କ ନିର୍ଦ୍ଦେଶ ଉପରେ ଏବେ କିଛି କହିବି ନାହିଁ। […]

h

h

Hemant Lenka
  • Published: Saturday, 31 October 2020
  • Updated: 31 October 2020, 05:33 PM IST

Sports

Latest News

ନୂଆଦିଲ୍ଲୀ: ବାରମ୍ବାର ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ କଂଗ୍ରେସର ଷ୍ଟାର ପ୍ରଚାର ତାଲିକାରୁ ବାଦ୍‌ ପଡ଼ିଥିବା କମଲନାଥ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କମଲନାଥଙ୍କୁ ଗତକାଲି ନିର୍ବାଚନ କମିଶନ ଷ୍ଟାର ପ୍ରଚାରକ ତାଲିବାକୁ ବିଦା କରିଥିଲେ। ହେଲେ ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେବା ପୂର୍ବ କମଲନାଥ କହିଥିଲେ ଯେ “ଷ୍ଟାର ପ୍ରଚାରକ କୌଣସି ପୋଷ୍ଟ କିମ୍ବା ମାନ୍ୟତା ନୁହେଁ। ମୁଁ ଇସିଙ୍କ ନିର୍ଦ୍ଦେଶ ଉପରେ ଏବେ କିଛି କହିବି ନାହିଁ। ମୁଁ ନଭେମ୍ବର ୧୦ ପରେ ପ୍ରତିକ୍ରିୟା ଦେବି।”

ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଆଇନଜୀବୀ ବିବେକ ଟଙ୍ଖା କହିଛନ୍ତି, ଏକାଧିକ ଗ୍ରାଉଣ୍ଡକୁ ଆଧାର କରି କମଲନାଥ ଇସିଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଏବେ ସୁପ୍ରିମକୋର୍ଟରେ ଏହାର ଜରୁରୀ ଶୁଣାଣି ପାଇଁ ଆବେଦନ କରାଯିବ।

କମଲନାଥ ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନ ପାଇଁ ପ୍ରଚାର କରୁଥିଲେ। ଏହି ସମୟରେ ସେ ବାରମ୍ବାର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ଗତକାଲି ନିର୍ବାଚନ କମିଶନ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଇଥିଲେ।

ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ଇସି ତାଙ୍କୁ ନୋଟିସ କରିଥିଲେ। ହେଲେ ସେ ଦେଇଥିବା ଉତ୍ତରରେ ଇସି ସନ୍ତୁଷ୍ଟ ନ ହେବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story