ରାହୁଲ ଗାନ୍ଧିଙ୍କ ଅସନ୍ତୋଷ ସତ୍ତ୍ୱେ ‘ଆଇଟମ୍‌’ ବୟାନ ପାଇଁ କ୍ଷମା ମାଗିବାକୁ ମନାକଲେ କମଲନାଥ

ଭୋପାଲ: ବିଜେପି ନେତ୍ରୀ ଇମରତି ଦେବୀଙ୍କୁ ‘ଆଇଟମ’ ବୋଲି ସମ୍ବୋଧନ କରିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହାକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେଉଥିଲେ ହେଁ କମଲନାଥ କ୍ଷମା ମାଗିବାକୁ ରୋକଠୋକ ମନା କରିଦେଇଛନ୍ତି। ଏପରି କି ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ କମଲନାଥଙ୍କ ଆଇଟମ୍‌ ବୟାନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ହେଲେ କମଲନାଥ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। କମଲନାଥ ଆଜି କହିଛନ୍ତି, […]

df

df

Hemant Lenka
  • Published: Tuesday, 20 October 2020
  • Updated: 20 October 2020, 06:09 PM IST

Sports

Latest News

ଭୋପାଲ: ବିଜେପି ନେତ୍ରୀ ଇମରତି ଦେବୀଙ୍କୁ ‘ଆଇଟମ’ ବୋଲି ସମ୍ବୋଧନ କରିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହାକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେଉଥିଲେ ହେଁ କମଲନାଥ କ୍ଷମା ମାଗିବାକୁ ରୋକଠୋକ ମନା କରିଦେଇଛନ୍ତି। ଏପରି କି ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ କମଲନାଥଙ୍କ ଆଇଟମ୍‌ ବୟାନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ହେଲେ କମଲନାଥ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।

କମଲନାଥ ଆଜି କହିଛନ୍ତି, ମୁଁ କ’ଣ ପାଇଁ ସେଭଳି ବୟାନ ଦେଇଥିଲି, ସେକଥା ପୂର୍ବରୁ ମଧ୍ୟ ସ୍ପଷ୍ଟ କରି ସାରିଛି। ମୁଁ କାହାକୁ ଅପମାନିତ କରିବା ପାଇଁ ଏଭଳି ବୟାନ ଦେଇ ନଥିଲି। ତେଣୁ କାହିଁକି କ୍ଷମା ମାଗିବି? ଯଦି କେହି ମୋ ବୟାନରେ ଆଘାତ ପାଇଛି, ତା’ହେଲେ ମୁଁ ପୂର୍ବରୁ ହିଁ ଦୁଃଖ ପ୍ରକାଶ କରି ସାରିଛି। ତେଣୁ ଏବେ ଆଉ ଏକ ପ୍ରସଙ୍ଗ କାହିଁକି ଉଠୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ରାହୁଲ ଗାନ୍ଧି ଆଇଟମ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବାରୁ କମଲନାଥ କହିଛନ୍ତି, ଏହା ଉପରେ ମୋର କିଛି କହିବାର ନାହିଁ। ରାହୁଲ ଗାନ୍ଧି ଯାହା କହିଲେ ସେଇଟା ତାଙ୍କ ମତ।

ଆଜି ୱାୟନାଡରେ ରାହୁଲ ଗାନ୍ଧି ଆଇଟମ ବୟାନକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ, କମଲନାଥଜୀ ମୋ ଦଳର। କିନ୍ତୁ ସେ ଯେଉଁଭଳି ଶବ୍ଦ ପ୍ରୟୋଗ କରିଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ। ସେ ଯିଏ ବି ହୁଅନ୍ତୁ, ମୁଁ କେବେ ହେଲେ ଏଭଳି ବୟାନକୁ ଗ୍ରହଣ କରୁନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାହୁଲ କହିଥିଲେ।

ରବିବାର ଏକ ନିର୍ବାଚନ ରାଲିରେ ଭାଷଣ ଦେବା ବେଳେ କମଲନାଥ ଇମରିତ ଦେବୀଙ୍କୁ ଜଣେ ଆଇଟମ୍‌ ବୋଲି କହିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ତାଙ୍କ ନାଁ ମନେ ରଖି ନଥିବାରୁ ଏଭଳି କହିଥିବା କଥା ସ୍ପଷ୍ଟ କରିଥିଲେ। ଏହାକୁ ନେଇ ବିଜେପି କମଲନାଥ ଓ କଂଗ୍ରେସକୁ ଘେରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story