କଙ୍ଗନା ଓ ତାଙ୍କ ଉଭଣୀଙ୍କୁ ଜେରା କରିବ ପୁଲିସ୍‌, ପଠାଇଲା ସମନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗୋଟିଏ ଦେଶଦ୍ରୋହ ମାମଲାରେ ମୁମ୍ବାଇ ପୁଲିସ୍‌ ସେମାନଙ୍କୁ ଜେରା କରିବ। ଏଥିପାଇଁ ଆଜି ମୁମ୍ବାଇ ପୁଲିସ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀଙ୍କୁ ସମନ କରିଛି। ଉଭୟଙ୍କୁ ୨୬ ଓ ୨୭ ତାରିଖରେ ଜେରା କରାଯିବ ବୋଲି ଜଣାପଡ଼ିଛି। ସେମାନଙ୍କୁ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ହାଜର ହେବାକୁ ସମନରେ କୁହାଯାଇଛି। ଶାହିଲ ଆଶରଫ ଅଲୀ ନାମକ ଜଣେ ବ୍ୟକ୍ତି ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟରେ ଏକ ପିଟିସନ […]

fr

fr

Hemant Lenka
  • Published: Wednesday, 21 October 2020
  • Updated: 21 October 2020, 09:04 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗୋଟିଏ ଦେଶଦ୍ରୋହ ମାମଲାରେ ମୁମ୍ବାଇ ପୁଲିସ୍‌ ସେମାନଙ୍କୁ ଜେରା କରିବ। ଏଥିପାଇଁ ଆଜି ମୁମ୍ବାଇ ପୁଲିସ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀଙ୍କୁ ସମନ କରିଛି। ଉଭୟଙ୍କୁ ୨୬ ଓ ୨୭ ତାରିଖରେ ଜେରା କରାଯିବ ବୋଲି ଜଣାପଡ଼ିଛି। ସେମାନଙ୍କୁ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ହାଜର ହେବାକୁ ସମନରେ କୁହାଯାଇଛି।

ଶାହିଲ ଆଶରଫ ଅଲୀ ନାମକ ଜଣେ ବ୍ୟକ୍ତି ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସେ କହିଥିଲେ ଯେ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀ ଯେଉଁଭଳି ଭାବରେ ହିନ୍ଦୁ କଳାକାର ଓ ମୁସଲମାନ କଳାକାରଙ୍କ ବିଷୟରେ ସାକ୍ଷାତକାର ଦେଉଛନ୍ତି ଏବଂ ଟ୍ୱିଟ କରୁଛନ୍ତି, ଏହା ଅନେକ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି।

ସେମାନେ କେବଳ ବଲିଉଡଙ୍କୁ ବଦନାମ କରୁନାହାନ୍ତି ବରଂ ସାଂପ୍ରଦାୟିକ ଭେଦଭାବ ମଧ୍ୟ ସୃଷ୍ଟି କରୁଛନ୍ତି। ଏହି ଆବେଦନକୁ ଗ୍ରହଣ କରି କୋର୍ଟ କହିଥିଲେ ଯେ ଏହି ଅଭିଯୋଗ ଗୁଡ଼ିକରେ ସତ୍ୟତା ଥିବା ଭଳି ମନେ ହେଉଛି। ତେଣୁ ଉଭୟଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯବା ଉଚିତ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ବାନ୍ଦ୍ରା ପୁଲିସ୍‌ ଷ୍ଟେସନରେ ଏଫ୍ଆଇଆର୍ ଦାଏର। ଆଇପିସିର ଧାରା ୧୫୩-ଏ,୨୯୫ ଏ, ୧୨୪ଏ (ଦେଶଦ୍ରୋହ) ଓ ୩୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଶୁଣାଣି ବେଳେ କୋର୍ଟ ଆଗରେ କଙ୍ଗନା କରିଥିବା ବିଭିନ୍ନ ଟ୍ୱିଟ ଓ ଟିଭି ସାକ୍ଷାତକାର ଉପସ୍ଥାପନ କରାଯାଇଥିଲେ। ସେହିପରି ତାଙ୍କ ଉଭଣୀ ହିନ୍ଦୁ ଓ ମୁସଲିମଙ୍କୁ ନେଇ କରିଥିବା ଗୋଟିଏ ଟ୍ୱିଟ ମଧ୍ୟ କୋର୍ଟ ଦେଖିଥିଲେ। ଏହାପରେ ଯାଇ କୋର୍ଟ ମାମଲାରେ ଏଫଆଇଆର ରୁଜୁ କରିବାକୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story