ମୋଦିଙ୍କ ବିଜୟକୁ ପକୋଡ଼ା ଛାଣି ମନାଇଲେ କଙ୍ଗନା

ନୂଆଦିଲ୍ଲୀ: ଅନେକ ବଲିଉଡ୍‌ କଳାକାରଙ୍କ ଭଳି କଙ୍ଗନା ରାଣାୱତ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ବିଶାଳ ବିଜୟ ପାଇଁ ଉତ୍ସବ ମନାଇଛନ୍ତି। ମୋଦିଙ୍କ ବିଜୟ ଖବର ପାଇବା ପରେ କଙ୍ଗନା ଘରଲୋକଙ୍କୁ ନିଜ ହାତରେ ରାନ୍ଧି ଖାଇବାକୁ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ପ୍ରଥମେ ନିଜ ଘରେ ପକୋଡ଼ା ଛାଣି ସମସ୍ତଙ୍କୁ ଖାଇବାକୁ ଦେଇଥିଲେ। ସେ ପକୋଡ଼ା ଛାଣିବା ବେଳର ଏକାଧିକ ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ […]

r

r

Hemant Lenka
  • Published: Friday, 24 May 2019
  • Updated: 24 May 2019, 04:30 PM IST

Sports

Latest News

ନୂଆଦିଲ୍ଲୀ: ଅନେକ ବଲିଉଡ୍‌ କଳାକାରଙ୍କ ଭଳି କଙ୍ଗନା ରାଣାୱତ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ବିଶାଳ ବିଜୟ ପାଇଁ ଉତ୍ସବ ମନାଇଛନ୍ତି। ମୋଦିଙ୍କ ବିଜୟ ଖବର ପାଇବା ପରେ କଙ୍ଗନା ଘରଲୋକଙ୍କୁ ନିଜ ହାତରେ ରାନ୍ଧି ଖାଇବାକୁ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ପ୍ରଥମେ ନିଜ ଘରେ ପକୋଡ଼ା ଛାଣି ସମସ୍ତଙ୍କୁ ଖାଇବାକୁ ଦେଇଥିଲେ।

ସେ ପକୋଡ଼ା ଛାଣିବା ବେଳର ଏକାଧିକ ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ କଙ୍ଗନା ପକୋଡ଼ା ଛାଣିବା ସହ ଘର ଲୋକଙ୍କ ସହ ମିଶି ଏହାକୁ ଖାଉଥିବାର ଦେଖିବାକୁ ମିଳିଛି। ରଙ୍ଗୋଲି ଚାଣ୍ଡେଲ ନାମକ କଙ୍ଗନାଙ୍କ ଜଣେ ବନ୍ଧୁ ଏହି ଫଟୋକୁ ସୋଶାଲ ମିଡ଼ିଆରେ ଛାଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story