କାନସାସ୍‌ରେ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ

ୱାସିଂଟନ: ବର୍ଣ୍ଣବୈଷମ୍ୟ ଯୋଗୁଁ ଗତବର୍ଷ କାନସାସ୍ ସିଟିରେ ଭାରତୀୟ ଇଞ୍ଜିନିୟର ଶ୍ରୀନିବାସ କୁଚିଭୋଲ୍‌ତାଙ୍କୁ ହାତ୍ୟା କରାଯାଇଥିଲା। ଏହି ଘଟଣାରେ ଆମେରିକାର ଜଣେ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି। ତାଙ୍କ ନାଁ ଆଡାମ ପ୍ୟୁରିଣ୍ଟୋନ। ଏଇ ବର୍ଷ ମାର୍ଚ ମାସରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଗତକାଲି କୋର୍ଟ ତାଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ୩୨ ବର୍ଷୀୟ କୁଚିଭୋଲ୍‌ତା ଓ ତାଙ୍କର ଜଣେ ବନ୍ଧୁ ଆଲୋକ ମଦାସନୀଙ୍କ ସହିତ ଜଣେ ଦେଖାଣାହାରୀଙ୍କୁ […]

srinivas-kuchibhotla-puri

srinivas-kuchibhotla-puri

Rakesh Mallick
  • Published: Saturday, 05 May 2018
  • Updated: 05 May 2018, 09:35 AM IST

Sports

Latest News

ୱାସିଂଟନ: ବର୍ଣ୍ଣବୈଷମ୍ୟ ଯୋଗୁଁ ଗତବର୍ଷ କାନସାସ୍ ସିଟିରେ ଭାରତୀୟ ଇଞ୍ଜିନିୟର ଶ୍ରୀନିବାସ କୁଚିଭୋଲ୍‌ତାଙ୍କୁ ହାତ୍ୟା କରାଯାଇଥିଲା। ଏହି ଘଟଣାରେ ଆମେରିକାର ଜଣେ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି। ତାଙ୍କ ନାଁ ଆଡାମ ପ୍ୟୁରିଣ୍ଟୋନ। ଏଇ ବର୍ଷ ମାର୍ଚ ମାସରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଗତକାଲି କୋର୍ଟ ତାଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି।

ତାଙ୍କ ବିରୋଧରେ ୩୨ ବର୍ଷୀୟ କୁଚିଭୋଲ୍‌ତା ଓ ତାଙ୍କର ଜଣେ ବନ୍ଧୁ ଆଲୋକ ମଦାସନୀଙ୍କ ସହିତ ଜଣେ ଦେଖାଣାହାରୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ରହିଥିଲା। ଗତବର୍ଷ ଫେବ୍ରୁଆରୀ ୨୨ତାରିଖରେ ପ୍ୟୁରିଣ୍ଟୋନ ହତ୍ୟା କରି ଅଷ୍ଟିନ୍‌ସ ବାରରୁ ଖସି ପଳାଇ ଯାଉଥିବା ବେଳେ ଦେଖଣାହାରୀ ଜଣକ ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ଫଳରେ ପ୍ୟୁରିଣ୍ଟୋନ ତାଙ୍କୁ ମଧ୍ୟ ଗୁଳି କରିଥିଲେ । ସେ ଗୁଳି କରୁଥିବାର ସମୟରେ 'ମୋ ଦେଶରୁ ପଳାଇଯାଅ' ବୋଲି କହୁଥିବାର ସ୍ପଷ୍ଟ ଶୁଣାଯାଇଥିଲା।

କୁଚିଭୋଲ୍‌ତା ହତ୍ୟା ମାମଲାରେ କାନସାସ୍‌ର ଫେଡେରାଲ କୋର୍ଟ ପ୍ୟୁରିଣ୍ଟୋନଙ୍କୁ ଆଜୀବନ କାରଣଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ଅନ୍ୟ ଦୁଇଟି ହତ୍ୟା ମାମଲାରେ ପ୍ୟୁରିଣ୍ଟୋନଙ୍କୁ ୧୬୫ ମାସ କାରାଦଣ୍ଡ ହୋଇଛି। କୋର୍ଟଙ୍କ ଏହି ରାୟକୁ କୁଚିଭୋଲ୍‌ତାଙ୍କ ପତ୍ନୀ ସୁନୟନା ଧୁମାଲ ସ୍ୱାଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story