ମୋଦି ମ୍ୟାଜିକ୍‌ ବନାମ ରାହୁଲଙ୍କ ରଣନୀତି: କିଏ ମାରିବ ବାଜିମାତ, କାଲି ଫଳାଫଳ

ବେଙ୍ଗାଲୋର: କାହା ହାତକୁ ଯିବ କର୍ଣ୍ଣାଟକର ଶାସନ ଡୋରୀ? କିଏ ଗଢ଼ିବ ସରକାର? କର୍ଣ୍ଣାଟକ ଜନତାଙ୍କ ଫୈସଲା ଉପରେ ଏବେ ସାରା ଦେଶର ନଜର। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଆସନ୍ତାକାଲି ଭୋଟ୍ ଗଣତି । ବିଭିନ୍ନ ଏକ୍‌ଜିଟ୍ ପୋଲ୍ ସର୍ଭେ ରାଜ୍ୟରେ ଝୁଲା ବିଧାନସଭାର ପୂର୍ବାନୁମାନ କରିଥିବାରୁ ଫଳାଫଳକୁ ନେଇ ଉତ୍କଣ୍ଠା ଲାଗି ରହିଛି। ବେଙ୍ଗଲୋରରେ ୫ଟି ଗଣନା କେନ୍ଦ୍ର ସହ ରାଜ୍ୟର ସମସ୍ତ ୩୮ଟି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ପ୍ରତି […]

gjjj

gjjj

Rakesh Mallick
  • Published: Monday, 14 May 2018
  • Updated: 14 May 2018, 08:44 PM IST

Sports

Latest News

ବେଙ୍ଗାଲୋର: କାହା ହାତକୁ ଯିବ କର୍ଣ୍ଣାଟକର ଶାସନ ଡୋରୀ? କିଏ ଗଢ଼ିବ ସରକାର? କର୍ଣ୍ଣାଟକ ଜନତାଙ୍କ ଫୈସଲା ଉପରେ ଏବେ ସାରା ଦେଶର ନଜର। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଆସନ୍ତାକାଲି ଭୋଟ୍ ଗଣତି । ବିଭିନ୍ନ ଏକ୍‌ଜିଟ୍ ପୋଲ୍ ସର୍ଭେ ରାଜ୍ୟରେ ଝୁଲା ବିଧାନସଭାର ପୂର୍ବାନୁମାନ କରିଥିବାରୁ ଫଳାଫଳକୁ ନେଇ ଉତ୍କଣ୍ଠା ଲାଗି ରହିଛି। ବେଙ୍ଗଲୋରରେ ୫ଟି ଗଣନା କେନ୍ଦ୍ର ସହ ରାଜ୍ୟର ସମସ୍ତ ୩୮ଟି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ପ୍ରତି କେନ୍ଦ୍ରରେ ମୁତୟନ ଅଛନ୍ତି ଶହେ ଜଣ ସୁରକ୍ଷାକର୍ମୀ।

ରାଜ୍ୟରେ ଏଥର ତ୍ରିମୁଖୀ ଲଢ଼େଇ ହେଉଛି।  ୫ ବର୍ଷ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସକୁ କଡ଼ା ଟକ୍କର ଦେଇଛି ବିଜେପି। ତେବେ ନିର୍ବାଚନ ଫଳାଫଳ ପୂର୍ବରୁ ଏକ୍‌ଜିଟ୍ ପୋଲର ରେଜଲ୍ଟ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି।  ଅଧିକାଂଶ ସର୍ଭେ ରିପୋର୍ଟରେ କୌଣସି ବି ଦଳକୁ ସ୍ପଷ୍ଟ ବହୁମତ ମିଳୁନଥିବା ଜଣା ପଡ଼ିବା ପରେ ଫଳାଫଳକୁ ନେଇ ବଢ଼ିଚାଲିଛି ଉତ୍କଣ୍ଠା। ରାଜ୍ୟରେ ଏଥର ୭୨.୪ ପ୍ରତିଶତ ମତଦାନ ହୋଇଛି।  ଯାହାକି ୧୯୫୨ ପରେ ସବୁଠୁ ଅଧିକ।  ସେଥିରେ ପୁଣି ଏଥର ଭୋଟ୍ ଦେଇଛନ୍ତି ୧୫ ଲକ୍ଷ ନୂଆ ଭୋଟର।  ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଲଢିଥିବା ଦୁଇଟି ଆସନରୁ ଚାମୁଣ୍ଡେଶ୍ୱରରେ ୭୬ ପ୍ରତିଶତ ଓ ବାଦାମୀରେ ହୋଇଛି ୭୫ ପ୍ରତିଶତ ମତଦାନ ।

ସେହିପରି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ୍ ୟେଦୁରପ୍ପାଙ୍କ ନିର୍ବାଚନ ମଣ୍ଡଳୀ ସିରିକିପୁରରେ ରେକର୍ଡ ୮୧.୫ ପ୍ରତିଶତ ମତଦାନ ହୋଇଛି।  ତେଣୁ ଭୋଟ୍ ହାରରେ ଏ ବୃଦ୍ଧିର ଫାଇଦା କାହା ସପକ୍ଷକୁ ଯାଇଛି ତାକୁ ନେଇ ବି ଚର୍ଚ୍ଚା ଜୋର୍।ଏପଟେ ଗଣତି ପୂର୍ବରୁ ଫଳାଫଳକୁ ନେଇ ଅଙ୍କ କଷିବାରେ ବ୍ୟସ୍ତ କଂଗ୍ରେସ, ବିଜେପି ଓ ଜେଡିଏସ୍‌।

୨୦୧୩ ବିଧାନସଭା ନିର୍ବାଚନରେ କଂଗ୍ରେସ ନିକଟରେ ଥିଲା ୧୨୨ ଆସନ । ସେହିଭଳି ବିଜେପି ଏବଂ ଜେଡିଏସ୍ ନିକଟରେ ୪୦ ଲେଖାଏଁ ଆସନ ଥିଲା।  ତେବେ କର୍ଣ୍ଣାଟକର ମୋଟ୍ ୨୨୪ ଆସନ ଭିତରୁ ଚଳିତ ଥର ଦୁଇଟିରେ ଭୋଟ୍ ଗ୍ରହଣ ହୋଇନାହିଁ। ତେଣୁ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ଫିଗର ରହିଛି ୧୧୨।  ଆସନ୍ତା କାଲି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।  ଆଉ ଏହାପରେ ସ୍ପଷ୍ଟ ହୋଇଯିବ କାହା ମୁଣ୍ଡରେ ହାତୀ ଢାଳିଛି ସୁନା କଳସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story