ସରିଲା କର୍ଣ୍ଣାଟକ ମହାସମର, ଜାଣନ୍ତୁ ବିଜୟ ନେଇ କାହା ଗଣିତ କେମିତି

ବେଙ୍ଗାଲୋର: ହାଇପ୍ରୋଫାଇଲ କର୍ଣ୍ଣାଟକ ବିଧାନସଭା ନିର୍ବାଚନ  ପାଇଁ ଆଜି ସରିଛି ମତଦାନ। ଆଜି ରାଜ୍ୟରେ କଡ଼ା ଟକ୍କର ମଧ୍ୟରେ ଶେଷ ହୋଇଛି ଭୋଟିଂ। ଇଭିଏମ୍‌ରେ ସିଲ୍ ହୋଇଛି ୨ ହଜାର ୬୫୪ ପ୍ରାର୍ଥୀଙ୍କ ଭାଗ୍ୟ।  ରାଜ୍ୟରେ ମୋଟ ୨୨୪ ଆସନରୁ ୨୨୨ ଆସନରେ ମତଦାନ  ହୋଇଛି। ଦିନ ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ତେବେ ଭୋଟଗଣତି ପୂର୍ବରୁ ଏହାକୁ ନେଇ ଆଗୁଆ  ଭବିଷ୍ୟବାଣୀ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ହେଲେ ଏସବୁ […]

Karnataka

Karnataka

Rakesh Mallick
  • Published: Saturday, 12 May 2018
  • Updated: 12 May 2018, 07:29 PM IST

Sports

Latest News

ବେଙ୍ଗାଲୋର: ହାଇପ୍ରୋଫାଇଲ କର୍ଣ୍ଣାଟକ ବିଧାନସଭା ନିର୍ବାଚନ  ପାଇଁ ଆଜି ସରିଛି ମତଦାନ। ଆଜି ରାଜ୍ୟରେ କଡ଼ା ଟକ୍କର ମଧ୍ୟରେ ଶେଷ ହୋଇଛି ଭୋଟିଂ। ଇଭିଏମ୍‌ରେ ସିଲ୍ ହୋଇଛି ୨ ହଜାର ୬୫୪ ପ୍ରାର୍ଥୀଙ୍କ ଭାଗ୍ୟ।  ରାଜ୍ୟରେ ମୋଟ ୨୨୪ ଆସନରୁ ୨୨୨ ଆସନରେ ମତଦାନ  ହୋଇଛି। ଦିନ ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ତେବେ ଭୋଟଗଣତି ପୂର୍ବରୁ ଏହାକୁ ନେଇ ଆଗୁଆ  ଭବିଷ୍ୟବାଣୀ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ହେଲେ ଏସବୁ ଭିତରେ ରାଜ୍ୟବାସୀ କାହାକୁ ଶାସନ ଭାର ଦେବେ ତାହା ଆସନ୍ତା ମଙ୍ଗଳବାର ହିଁ ସ୍ପଷ୍ଟ ହେବ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ମତଦାନ ପୂର୍ବରୁ ଗୋମାତାଙ୍କ ପୂଜା କରିଥିଲେ। ଆଜି ଭୋଟିଂ ବେଳେ କଂଗ୍ରେସ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ୍ ୟେଦୁରପ୍ପା ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବେ ବୋଲି ଏବେଠୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ନିଜ ମତଦାନ ସାବ୍ୟସ୍ତ ବେଳେ ଏପରି କିଛି କହିଛନ୍ତି ୟେଦୁରପ୍ପା।  ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଏପରିକି ଆସନ୍ତା ୧୭ ତାରିଖରେ ସମ୍ଭବତଃ ଶପଥ ଗ୍ରହଣ ସମାରୋହ ହେବ ଏବଂ ଏଥିରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ  ସେ ୧୫ରେ ଦିଲ୍ଲୀ ଯିବେ ବୋଲି କହିଛନ୍ତି। ତେବେ ଏହାକୁ ତାତ୍ସଲ୍ୟ କରିବା ସହ ୟେଦୁରପ୍ପା ମାନସିକ ଭାବେ ବିଚଳିତ ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ।  ଆଜି ସକାଳୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କର୍ଣ୍ଣାଟକର ୨୨୨ଟି ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ତେବେ ଭୋଟ ଗ୍ରହଣ ପରେ ଏକ୍‌ଜିଟ ପୋଲ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ ପୋଲରେ ଭିନ୍ନ ଭିନ୍ନ ଆକଳନ କରାଯାଇଛି।  ମୁଖ୍ୟତଃ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଛି।

ସୁବର୍ଣ୍ଣା ନ୍ୟୁଜ୍‌ ସର୍ଭେ ଅନୁସାରେ କଂଗ୍ରେସ ଆଗୁ‌ଆ ଓ  ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି। ସର୍ଭେରେ କଂଗ୍ରେସ ୧୦୬-୧୧୬, ବିଜେପି ୭୯-୯୨, ଜେଡିଏସ୍ ୨୨-୩୦ ସିଟ୍ ପାଇବା ନେଇ ଆକଳନ କରାଯାଇଛି। ଦିଗବିଜୟ ନ୍ୟୁଜ୍‌  ଅନୁସାରେ ବିଜେପି ଆଗୁଆଅ ଏବଂ  କଂଗ୍ରେସ ଦ୍ୱିତୀୟ ରହିଛି। ବିଜେପି ୧୦୩-୧୦୭, କଂଗ୍ରେସ ୭୬-୮୦, ଜେଡିଏସ୍ ୩୧-୩୫ ସିଟ୍ ପାଇବା ନେଇ ଆକଳନ ହୋଇଛି। ନ୍ୟୁଜ୍‌ ଏକ୍ସ ସର୍ଭେରେ ବିଜେପି ଆଗରେ, କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି। ବିଜେପି: ୧୦୨-୧୧୦, କଂଗ୍ରେସ ୭୨-୭୮, ଜେଡିଏସ୍ ୩୫-୩୯ ସିଟ୍ ପାଇବା ନେଇ ଆକଳନ ହୋଇଛି। ରିପବ୍ଲିକ ଟିଭି ସର୍ଭେରେ ବିଜେପିକୁ ବହୁମତ, କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି।  ବିଜେପି ୯୫-୧୧୪, କଂଗ୍ରେସ ୭୩-୮୨, ଜେଡିଏସ୍ ୩୨-୪୩ ସିଟ୍ ପାଇବା ନେଇ ସର୍ଭେ କରାଯାଇଛି।

ଟାଇମ୍‌ସ ନାଓ ଭିଏମଆର ସର୍ଭେ: ବିଜେପି: 80-94, କଂଗ୍ରେସ: 90-101 ଆସନ, ଜେଡି(ଏସ୍)+: 31-39 ଆସନ, ଅନ୍ୟାନ୍ୟ: 2-9 ଆସନ

ଜାନକୀ ବାତ ଏକ୍ସିଟ୍‌ ପୋଲ: ବିଜେପି: 95-114 , କଂଗ୍ରେସ: 73-82, ଜେଡି(ଏସ୍)+: 32-43 ଆସନ, ଅନ୍ୟାନ୍ୟ: 2-3 ଆସନ

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଏକ୍ଜିଟ୍ ପୁଲ: କଂଗ୍ରେସ: 106-118 ଆସନ, ବିଜେପି: 79-92 ଆସନ, ଜେଡି(ଏସ୍)+: 22-30 ଆସନ, ଅନ୍ୟାନ୍ୟ: 1-4 ଆସନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story