କର୍ଣ୍ଣାଟକ ନିର୍ବାଚନ: ଶେଷ ଦିନରେ ମାହୋଲ ସରଗରମ୍‌

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଶେଷ ଦିନରେ ବି ଭୋଟରଙ୍କୁ ନିଜ ଦଳକୁ ଆକୃଷ୍ଟ କରିବାକୁ ଜୋରଦାର ପ୍ରଚାର କରିବେ ତିନି ପ୍ରମୁଖ ଦଳ, ବିଜେପି, କଂଗ୍ରେସ ଓ ଜେଡିଏସ୍। ଗତକାଲି ବିଜେପି ପାଇଁ ୭ଟି ସ୍ଥାନରେ ମାରାଥନ୍ ପ୍ରଚାର କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 3P ପରେ ପୁଣି ଥରେ ସେହିଭଳି ଢଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଉତ୍ତର […]

st

st

Rakesh Mallick
  • Published: Thursday, 10 May 2018
  • Updated: 10 May 2018, 09:07 AM IST

Sports

Latest News

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଶେଷ ଦିନରେ ବି ଭୋଟରଙ୍କୁ ନିଜ ଦଳକୁ ଆକୃଷ୍ଟ କରିବାକୁ ଜୋରଦାର ପ୍ରଚାର କରିବେ ତିନି ପ୍ରମୁଖ ଦଳ, ବିଜେପି, କଂଗ୍ରେସ ଓ ଜେଡିଏସ୍।

ଗତକାଲି ବିଜେପି ପାଇଁ ୭ଟି ସ୍ଥାନରେ ମାରାଥନ୍ ପ୍ରଚାର କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 3P ପରେ ପୁଣି ଥରେ ସେହିଭଳି ଢଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଚାର କରିଛନ୍ତି। କଂଗ୍ରେସର ମଙ୍ଗ ଧରିଥିବା ରାହୁଲ-ସିଦ୍ଧରମୈୟାଙ୍କ ଯୋଡ଼ି ମଧ୍ୟ ଶେଷ ପର୍ଯ୍ୟାୟ ପ୍ରଚାର ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି। ବାସଭନାଗୁଡିରେ ରାହୁଲ ଗାନ୍ଧୀ ଏବଂ ଚାମୁଶ୍ୱେରୀରେ ସିଦ୍ଧରମୈୟା ରୋଡ୍ ଶୋ’ କରିଥିଲେ।

ନିର୍ବାଚନ ପୂର୍ବରୁ ପଶ୍ଚିମ ବେଙ୍ଗାଲୁରୁର ଜଲାହାଲ୍ଲିସ୍ଥିତ ଏକ ଫ୍ଲାଟରୁ ୯ ହଜାରରୁ ଅଧିକ ଭୋଟର କାର୍ଡ ଜବତକୁ ନେଇ ରାଜନୀତି ସରଗରମ ହୋଇଛି। ରାଜାରାଜେଶ୍ୱରୀ ନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରୁ ଏସବୁ ଭୋଟର କାର୍ଡ ଜବତ କରିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗଠିତ ଫ୍ଲାଇଂ ସ୍କ୍ୱାଡ। ଯାହାକୁ ନେଇ ‌ଆପତ୍ତି ଉଠାଇଛି ବିଜେପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story