କାଶ୍ମୀର ସୁରକ୍ଷା ପାଇଁ ମୋଦିଙ୍କ ପ୍ରୟାସକୁ କରଣ ସିଂହଙ୍କ ପ୍ରଶଂସା

ନୂଆଦିଲ୍ଳୀ: ଉରୀ ଆକ୍ରମଣରେ ଜନସାଧାରଣଙ୍କ ଭିତରେ ଆକ୍ରୋସ ଦେଖାଯିବା ସହ ସବୁ ରାଜନୈତିକ ଦଳ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଏହାର ଗୁରୁତ୍ୱକୁ ଉପଲବ୍ଧ କରି ଭାରତ ସରକାର ପାକିସ୍ତାନକୁ ସବୁ ଦିଗରୁ ଘେରିବାକୁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଘଟଣା ପାଇଁ ପାକିସ୍ତାନ ଓ ମୋଦି ସରକାରଙ୍କୁ ଦୋଷୀ ଦର୍ଶାଇଛନ୍ତି। ତେବେ କଂଗ୍ରେସର ବରିଷ୍ଠ ନେତା ତଥା ୧୮ ବର୍ଷ ଧରି ଜମ୍ମୁ-କାଶ୍ମୀରରେ ରାଜ୍ୟପାଳ ରହିଥିବା ଡାକ୍ତର କରଣ ସିଂହ […]

karan-singh

karan-singh

Rakesh Mallick
  • Published: Thursday, 22 September 2016
  • Updated: 22 September 2016, 05:42 PM IST

Sports

Latest News

ନୂଆଦିଲ୍ଳୀ: ଉରୀ ଆକ୍ରମଣରେ ଜନସାଧାରଣଙ୍କ ଭିତରେ ଆକ୍ରୋସ ଦେଖାଯିବା ସହ ସବୁ ରାଜନୈତିକ ଦଳ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଏହାର ଗୁରୁତ୍ୱକୁ ଉପଲବ୍ଧ କରି ଭାରତ ସରକାର ପାକିସ୍ତାନକୁ ସବୁ ଦିଗରୁ ଘେରିବାକୁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଘଟଣା ପାଇଁ ପାକିସ୍ତାନ ଓ ମୋଦି ସରକାରଙ୍କୁ ଦୋଷୀ ଦର୍ଶାଇଛନ୍ତି। ତେବେ କଂଗ୍ରେସର ବରିଷ୍ଠ ନେତା ତଥା ୧୮ ବର୍ଷ ଧରି ଜମ୍ମୁ-କାଶ୍ମୀରରେ ରାଜ୍ୟପାଳ ରହିଥିବା ଡାକ୍ତର କରଣ ସିଂହ ରାହୁଲଙ୍କ ସହ ଏକମତ ହୋଇନାହାନ୍ତି।

‘ଆଜ ତକ’କୁ ଏକ ସାକ୍ଷାତକାର ଦେଇ କରଣ କହିଛନ୍ତି,“ଉରୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story