‘ସେନା ବାହିନୀରେ ପରକୀୟାପ୍ରୀତି ଅପରାଧ’: କେନ୍ଦ୍ର ଆବେଦନର ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ପରକୀୟପ୍ରୀତି ଅପରାଧ ନୁହେଁ। ହେଲେ ସେନା ବାହିନୀରେ ପରକୀୟାପ୍ରୀତିକୁ ଅପରାଧ ଭାବେ ବିବେଚନା କରିବାକୁ କେନ୍ଦ୍ର ସରକାର କରିଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରି ନେଇଛନ୍ତି। ଏଥିସହ ସୁପ୍ରିମକୋର୍ଟର ଗୋଟିଏ ବେଞ୍ଚ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କୁ ଏହି ଆବେଦନର ଶୁଣାଣି କରିବାକୁ ୫ ଜଣିଆ ଖଣ୍ଡପୀଠ ଗଠନ କରିବାକୁ ଅନୁରୋଧ କରିଛନ୍ତି। ୨୦୧୮ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନିକ ଖଣ୍ଡପୀଠ ପରକୀୟାପ୍ରୀତିକୁ ଅପରାଧ ବିବେଚନା କରୁଥିବା ୧୫୮ […]

y

y

Hemant Lenka
  • Published: Wednesday, 13 January 2021
  • Updated: 13 January 2021, 01:29 PM IST

ନୂଆଦିଲ୍ଲୀ: ଦେଶରେ ପରକୀୟପ୍ରୀତି ଅପରାଧ ନୁହେଁ। ହେଲେ ସେନା ବାହିନୀରେ ପରକୀୟାପ୍ରୀତିକୁ ଅପରାଧ ଭାବେ ବିବେଚନା କରିବାକୁ କେନ୍ଦ୍ର ସରକାର କରିଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରି ନେଇଛନ୍ତି। ଏଥିସହ ସୁପ୍ରିମକୋର୍ଟର ଗୋଟିଏ ବେଞ୍ଚ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କୁ ଏହି ଆବେଦନର ଶୁଣାଣି କରିବାକୁ ୫ ଜଣିଆ ଖଣ୍ଡପୀଠ ଗଠନ କରିବାକୁ ଅନୁରୋଧ କରିଛନ୍ତି।

୨୦୧୮ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନିକ ଖଣ୍ଡପୀଠ ପରକୀୟାପ୍ରୀତିକୁ ଅପରାଧ ବିବେଚନା କରୁଥିବା ୧୫୮ ତଳର ଆଇନକୁ ରଦ୍ଦ କରିଥିଲେ। ଆଇପିସିର ଧାରା ୪୯୭ରେ କୁହାଯାଇଥିଲା ଯେ ଯଦି ପରକୀୟାପ୍ରୀତିରେ ଜଣେ ପୁରୁଷ ଧରା ପଡ଼ନ୍ତି, ତା’ହେଲେ ତାଙ୍କୁ ଦଣ୍ଡବିଧାନ କରାଯାଇ ପାରିବ ନାହିଁ। କିନ୍ତୁ ଏଥିପାଇଁ ମହିଳାଙ୍କୁ ଦଣ୍ଡ ଦିଆଯାଇପାରିବ। ଏଠାରେ ପତ୍ନୀଙ୍କୁ ପତିର ସମ୍ପତ୍ତି ଭାବେ ବିବେଚନା କରାଯାଉଥିଲା।

ହେଲେ ୨୦୧୮ ସେପ୍ଟେମ୍ବର ମାସରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଧାରା ୪୯୭କୁ ଅସାମ୍ବିଧାନିକ ବୋଲି କହିଥିଲେ। କାରଣ ଏହି ଧାରାରେ ମହିଳା ଓ ପୁରୁଷଙ୍କୁ ସମାନ ଅଧିକାର ମିଳୁନାହିଁ। ଏହାପରେ ସେ ପରକୀୟାପ୍ରୀତି ଆଦୌ ଅପରାଧ ନୁହେଁ ବୋଲି କହିଥିଲେ।

ତେବେ ଆଜି କେନ୍ଦ୍ର ସରକାର ଦାଖଲ କରିଥିବା ଆବେଦନରେ କହିଛନ୍ତି ଯେ ୨୦୧୮ର ବ୍ୟଭିଚାର ଆଇନକୁ ସେନା ବାହିନୀରେ ଲାଗୁ କରାଯିବା ଠିକ୍‌ ନୁହେଁ। କାରଣ ସେନା ବାହିନୀର ସ୍ୱତନ୍ତ୍ର ଆଚରଣ ସଂହିତା ଅନୁଯାୟୀ, ଯଦି ଜଣେ ସେନା କର୍ମଚାରୀ ତାଙ୍କ ସହକର୍ମୀଙ୍କ ପତ୍ନୀଙ୍କ ସହ ପରକୀୟାପ୍ରୀତି କରୁଛନ୍ତି, ତା’ହେଲେ ଏହାକୁ ଆଧାର କରି ସଂପୃକ୍ତ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଇପାରିବ।

ଯଦି ୨୦୧୮ର ରାୟ ସେନା ବାହିନୀରେ ଲାଗୁ ହେବ, ତା’ହେଲେ ପୂର୍ବରୁ ପ୍ରଚଳିତ ଆଚରଣ ସଂହିତାକୁ ଉଲ୍ଲଙ୍ଘନ କରିବ। ତେଣୁ କୋର୍ଟ ଏହାର ବିଚାର କରନ୍ତୁ ବୋଲି କେନ୍ଦ୍ର ସରକାର ଆବେଦନରେ କହିଛନ୍ତି। କେନ୍ଦ୍ରର ଆବେଦନକୁ ଗ୍ରହଣ କରି ୨୦୧୮ରେ ଯାହାଙ୍କ ଆବେଦନରେ ପରକୀୟାପ୍ରୀତିକୁ ଅପରାଧ ନୁହେଁ ବୋଲି କୁହାଯାଇଥିଲା, ତାଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story