କମଲହାସନଙ୍କ ଘରକୁ ଆସିଲେ କେଜରିଓ୍ୱାଲ: ଭେଟଘାଟକୁ ନେଇ ଚର୍ଚ୍ଚା  

ନୂଆଦିଲ୍ଲୀ: ଦିନିକିଆ ଚେନ୍ନାଇ ଗସ୍ତରେ ଆସି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲ ସାଉଥ ସୁପରଷ୍ଟାର କମଲ ହାସନଙ୍କୁ ଭେଟିଛନ୍ତି।  କମଲ ହାସନଙ୍କ ଚେନ୍ନାଇର ପୈତୃକ ବାସଭବନରେ ଉଭୟଙ୍କ ମଧ୍ୟରେ ବେଶ୍ କିଛି ସମୟ ଆଲୋଚନା ଅହୋଇଥିଲା । ମଧ୍ୟାହ୍ନ ଭୋଜନ ମଧ୍ୟ ଉଭୟ ଏକାଠି କରିଥିଲେ।  ଚେନ୍ନାଇ ବିମାନ ବନ୍ଦରରେ କେଜରିଓ୍ୱାଲଙ୍କୁ  ସ୍ୱାଗତ କରିବା ପାଇଁ ଉପସ୍ଥିତ ଥିଲେ କମଲ ହାସନଙ୍କ ସାନ ଝିଅ ତଥା ଅଭିନେତ୍ରୀ ଅକ୍ଷରା ହସନ।  କମଲ ହାସନ […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 10:20 PM IST

Sports

Latest News

ନୂଆଦିଲ୍ଲୀ: ଦିନିକିଆ ଚେନ୍ନାଇ ଗସ୍ତରେ ଆସି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲ ସାଉଥ ସୁପରଷ୍ଟାର କମଲ ହାସନଙ୍କୁ ଭେଟିଛନ୍ତି।  କମଲ ହାସନଙ୍କ ଚେନ୍ନାଇର ପୈତୃକ ବାସଭବନରେ ଉଭୟଙ୍କ ମଧ୍ୟରେ ବେଶ୍ କିଛି ସମୟ ଆଲୋଚନା ଅହୋଇଥିଲା । ମଧ୍ୟାହ୍ନ ଭୋଜନ ମଧ୍ୟ ଉଭୟ ଏକାଠି କରିଥିଲେ।  ଚେନ୍ନାଇ ବିମାନ ବନ୍ଦରରେ କେଜରିଓ୍ୱାଲଙ୍କୁ  ସ୍ୱାଗତ କରିବା ପାଇଁ ଉପସ୍ଥିତ ଥିଲେ କମଲ ହାସନଙ୍କ ସାନ ଝିଅ ତଥା ଅଭିନେତ୍ରୀ ଅକ୍ଷରା ହସନ।  କମଲ ହାସନ ରାଜନୀତିରେ ଯୋଗ ଦେବା ଉଚିତ୍ ବୋଲି କେଜରିଓ୍ୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେପଟେ କମଲ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ତାଙ୍କ ପାଇଁ ଗର୍ବର ବିଷୟ।  ଉଭୟଙ୍କ ଲକ୍ଷ୍ୟ ସମାନ ଦୁର୍ନୀତି ଓ ସାଂପ୍ରଦାୟିକତା ବିରୋଧରେ ଲଢ଼େଇ ଜାରି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story