ଭିନ୍ନ ଅବତାରରେ କେଜ୍ରିୱାଲ, ମୋଦିଙ୍କୁ ଭେଟି ନିମନ୍ତ୍ରଣ କଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବଦା କଟୁ କଥା କହି ବ୍ୟକ୍ତିଗତ ଆକ୍ଷେପ କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ଭିନ୍ନ ଅବତାରରେ ସାମ୍ନାକୁ ଆସିଛନ୍ତି। ସେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ସହ ଦିଲ୍ଲୀରେ ଥିବା ମୋହଲା କ୍ଲିନିକ ଓ ସ୍କୁଲ ଗୁଡ଼ିକ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଛନ୍ତି। ଏଥିସହ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନା ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଠାରୁ ଭଲ କି ନାହିଁ, ତା’ର ତର୍ଜମା […]

w

w

Hemant Lenka
  • Published: Friday, 21 June 2019
  • Updated: 21 June 2019, 03:59 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବଦା କଟୁ କଥା କହି ବ୍ୟକ୍ତିଗତ ଆକ୍ଷେପ କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ଭିନ୍ନ ଅବତାରରେ ସାମ୍ନାକୁ ଆସିଛନ୍ତି। ସେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ସହ ଦିଲ୍ଲୀରେ ଥିବା ମୋହଲା କ୍ଲିନିକ ଓ ସ୍କୁଲ ଗୁଡ଼ିକ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଛନ୍ତି। ଏଥିସହ କେନ୍ଦ୍ର ସରକାରଙ୍କ 'ଆୟୁଷ୍ମାନ ଭାରତ' ଯୋଜନା ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଠାରୁ ଭଲ କି ନାହିଁ, ତା’ର ତର୍ଜମା ରାଜ୍ୟ ସରକାର କରିବେ ବୋଲି ମଧ୍ୟ କେଜ୍ରିୱାଲ ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଦୁଇ ଦିନ ତଳେ ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ଏଥିରେ କେଜ୍ରିୱାଲ ଯୋଗ ଦେଇ ନଥିଲେ। କିନ୍ତୁ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କେଜ୍ରିୱାଲ ସାକ୍ଷାତ ସମୟରେ ମୋଦିଙ୍କୁ କଥା ଦେଇଛନ୍ତି।

ମୋଦି-୨ ସରକାର ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିବା ପରେ ମୋଦି ଓ କେଜ୍ରିୱାଲଙ୍କ ମଧ୍ୟରେ ଏହା ପ୍ରଥମ ଭେଟଘାଟ।

ସାକ୍ଷାତକାର ପରେ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି ଯେ “ ଆମ ଭିତରେ ଆଜି 'ଆୟୁଷ୍ମାନ ଭାରତ' ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି। ମୁଁ ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀ ସରକାର ସ୍ୱାସ୍ଥ୍ୟ ଯୋଜନା 'ଆୟୁଷ୍ମାନ ଭାରତ' ଠାରୁ ବଡ଼ ବୋଲି କହିଥିଲି। ତଥାପି ଆମ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ତର୍ଜମା କରି, ଏହାକୁ କାର୍ଯ୍ୟକାରୀ କରାଯିବାକୁ ପ୍ରତିଶ୍ରୁତି ଦେଇଛି। ଏଥିସହ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ମଧ୍ୟ କଥା ଦେଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story