ଉଦ୍ଧାର କାର୍ଯ୍ୟରେ ସାମିଲ ୨୨ ଅଧିକାରୀଙ୍କୁ କରୋନା, କ୍ୱାରେଣ୍ଟାଇନରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ

ଥିରୁଭନନ୍ତପୁରମ: କେରଳର କୋଝିକୋଡ଼ ବିମାନ ଦୁର୍ଘଟଣା ପରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ୨୨ ଜଣ ସରକାରୀ ଅଧିକାରୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ ବିମାନ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରିଥିଲେ। ଏବେ ୨୨ ଜଣ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବାରୁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଲାଜାଙ୍କ ପ୍ରତି ସଂକ୍ରମଣର ଭୟ ଘାରିଛି। […]

ya

ya

Hemant Lenka
  • Published: Friday, 14 August 2020
  • Updated: 14 August 2020, 06:17 PM IST

Sports

Latest News

ଥିରୁଭନନ୍ତପୁରମ: କେରଳର କୋଝିକୋଡ଼ ବିମାନ ଦୁର୍ଘଟଣା ପରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ୨୨ ଜଣ ସରକାରୀ ଅଧିକାରୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ ବିମାନ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରିଥିଲେ।

ଏବେ ୨୨ ଜଣ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବାରୁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଲାଜାଙ୍କ ପ୍ରତି ସଂକ୍ରମଣର ଭୟ ଘାରିଛି। କାରଣ ବିମାନ ଦୁର୍ଘଟଣା ପରେ ଏମାନେ ଘଟାସ୍ଥଳକୁ ଯିବା ସହ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ।

ଆଜି ଆକ୍ରାନ୍ତ ହୋଇଥିବା ୨୨ ଅଧିକାରୀଙ୍କ ମଧ୍ୟରୁ ଅନେକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଦେଉଥିଲେ। ଗତ ଶୁକ୍ରବାର ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆର ବିମାନ କୋଝିକୋଡ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୮ ଜଣ ଲୋକଙ୍କ ଜୀବନ ହରାଇଥିଲେ।

ଦୀର୍ଘ ୩ ଘଣ୍ଟା ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟରେ ପ୍ରାୟ ୬୦୦ ଜଣ ସାମିଲ ହୋଇଥିଲେ। ଏମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏବେ ପର୍ଯ୍ୟାୟକ୍ରମେ ସମସ୍ତଙ୍କର କରୋନା ଟେଷ୍ଟ କରାଯାଉଛି। ପ୍ରଥମ ପର୍ଯ୍ୟାୟ ଟେଷ୍ଟରେ ୨୨ ଅଧିକାରୀଙ୍କ ରିପୋର୍ଟ ପଜିଟିଭ ଆସିଛି।

ଏହି କାରଣରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ୮ ଜଣ ସଦସ୍ୟ କ୍ୱାରେଣ୍ଟାଇନକୁ ଚାଲି ଯାଇଛନ୍ତି। ସେହିପରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ବି କୋଝିକୋଡ ବିମାନ ବନ୍ଦର ଯାଇଥିଲେ। ତେଣୁ ତାଙ୍କୁ ମଧ୍ୟ ସଂକ୍ରମଣର ଭୟ ଘାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story