ଦୀପ ସିଦ୍ଧୁଙ୍କ ସପକ୍ଷରେ ବାହାରିଲେ ଖଲିସ୍ତାନ ସମର୍ଥକ, ଚାଷୀନେତାଙ୍କୁ ଦେଲେ ଦୋଷ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ଚାଷୀଙ୍କୁ ଉସକାଇ ଲାଲକିଲ୍ଲାରେ ଶିଖ ପତାକା ଉଡ଼ାଇବା ସହ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ଫସିଥିବା ଅଭିନେତା ଦୀପ ସିଦ୍ଧୁଙ୍କ ସପକ୍ଷରେ ଓକିଲାତି କରିଛନ୍ତି ଖଲିସ୍ତାନ ସମର୍ଥକ। ଏଥିସହ ଖଲିସ୍ତାନ ସମର୍ଥକ ଦିଲ୍ଲୀ ହିଂସାକାଣ୍ଡ ଘଟଣା ପାଇଁ ଦୀର୍ଘଦିନ ହେଲା ରାଜରାସ୍ତାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ନେତାମାନଙ୍କୁ ଦାୟୀ କରିଛନ୍ତି। ଖଲିସ୍ତାନର ଜଣେ ସମର୍ଥକ ବାଗୀଚା ସିଂହ କହିଛି, ଚାଷୀନେତାମାନେ ନିଜ ମୁଣ୍ଡରୁ ଦୋଷ ଖସାଇ ଦୀପ ସିଦ୍ଧୁଙ୍କୁ ଫସାଇବାକୁ ଚେଷ୍ଟା […]

n

n

Hemant Lenka
  • Published: Friday, 29 January 2021
  • Updated: 29 January 2021, 05:07 PM IST

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ଚାଷୀଙ୍କୁ ଉସକାଇ ଲାଲକିଲ୍ଲାରେ ଶିଖ ପତାକା ଉଡ଼ାଇବା ସହ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ଫସିଥିବା ଅଭିନେତା ଦୀପ ସିଦ୍ଧୁଙ୍କ ସପକ୍ଷରେ ଓକିଲାତି କରିଛନ୍ତି ଖଲିସ୍ତାନ ସମର୍ଥକ। ଏଥିସହ ଖଲିସ୍ତାନ ସମର୍ଥକ ଦିଲ୍ଲୀ ହିଂସାକାଣ୍ଡ ଘଟଣା ପାଇଁ ଦୀର୍ଘଦିନ ହେଲା ରାଜରାସ୍ତାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ନେତାମାନଙ୍କୁ ଦାୟୀ କରିଛନ୍ତି।

ଖଲିସ୍ତାନର ଜଣେ ସମର୍ଥକ ବାଗୀଚା ସିଂହ କହିଛି, ଚାଷୀନେତାମାନେ ନିଜ ମୁଣ୍ଡରୁ ଦୋଷ ଖସାଇ ଦୀପ ସିଦ୍ଧୁଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି। ପୁଲିସ୍‌ କାର୍ଯ୍ୟାନୁଷ୍ଠାନରୁ ଚାଷୀ ନେତାମାନେ ବଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଚାଷୀନେତାମାନେ ହିଁ କୃଷକମାନଙ୍କୁ ଲାଲକିଲ୍ଲାକୁ ଯିବା ପାଇଁ କହିଥିଲେ। ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ଯେମିତି ହେଲେ ଶୋଭାଯାତ୍ରା ପହଞ୍ଚିବ ବୋଲି ସେମାନେ ସମସ୍ତଙ୍କୁ ଜଣାଇଥିଲେ। ଏହାକୁ ନେଇ ବିବାଦ ହେବାରୁ ସେମାନେ ସବୁ ଦୋଷ ଦୀପ ସିଦ୍ଧୁଙ୍କ ମୁଣ୍ଡରେ ଲଦି ଦେଉଛନ୍ତି। ସେ ଯାହା ବି ହେଉ ଲାଲକିଲ୍ଲାରେ ନିଶାନ ସାହିବ ପତାକା ଉଡ଼ିଥିବାରୁ ଆମେ ଖୁସି। ହିଂସାକାଣ୍ଡ ପଛରେ ଦୀପ ସିଦ୍ଧୁଙ୍କର କୌଣସି ଭୂମିକା ନାହିଁ ବୋଲି ସେ କହିଛି।

ଗଣତନ୍ତ୍ର ଦିବସରେ ଅନୁଷ୍ଠିତ ଟ୍ରାକ୍ଟର ରାଲି ବେଳେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଟ୍ରାକ୍ଟର ରାଲି ଆଳରେ କିଛି ଉପଦ୍ରବକାରୀ ଲାଲକିଲ୍ଲାରେ ପ୍ରବେଶ କରି ପତାକା ଉଡ଼ାଇଥିଲେ। ଲାଲକିଲ୍ଲା ଭିତରେ ତ୍ରିରଙ୍ଗା ବଦଳରେ ଦୀପ ସିଦ୍ଧୁ ଶିଖ ଧର୍ମର ପତାକା ଉଡ଼ାଉଥିବାର ଭିଡିଓ ସାମ୍ନାକୁ ଆସିଥିଲା।

ଚାଷୀନେତାମାନେ କହିଥିଲେ ଯେ ଦୀପ ସିଦ୍ଧୁ ହିଁ କିଛି ଚାଷୀଙ୍କୁ ଉସକାଇ ଲାଲକିଲ୍ଲାରେ ପତାକା ଉଡ଼ାଇଛନ୍ତି। ସେହିପରି ଦୀପ ସିଦ୍ଧୁ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଫଟୋ ଉଠାଇଥିବାରୁ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଜେପିର ଏହା ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି। ପୁଲିସ୍‌ ଦୀପ ସିଦ୍ଧୁଙ୍କ ନାଁ ଏଫଆଇଆର୍‌ରେ ଉଲ୍ଲେଖ କରିଛି। ଏସବୁ ଭିତିରେ ଖଲିସ୍ତାନ ସମର୍ଥକ ଅଭିନେତା ଦୀପ ସିଦ୍ଧୁଙ୍କୁ ସମର୍ଥନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story