୨୬ ବର୍ଷ ପରେ ଗିରଫ ହେଲା ଫେରାର୍‌ ଆତଙ୍କବାଦୀ

ଚଣ୍ଡିଗଡ଼: ଦୀର୍ଘ ୨୬ ବର୍ଷ ପରେ ଗିରଫ ହେଲା ଫେରାର୍‌ ଆତଙ୍କବାଦୀ। ପଞ୍ଚାବର ହୋଶିୟାପୁର ଜିଲ୍ଲାରୁ ଖାଲିସ୍ତାନୀ ଆତଙ୍କବାଦୀ ରଣଜିତ୍‌ ସିଂହ ଓରଫ ରାଣାକୁ ପୋଲିସ ଗିରଫ କରିଛି। କୋର୍ଟ ତାଙ୍କୁ ପଳାତକ ଭାବେ ଘୋଷଣା କରିଥିଲା। ଏବେ ସେ ଜଳନ୍ଧର ସ୍ଥିତ ଏକ ଗୁରୁଦ୍ୱାରରେ କାମ କରୁଥିଲା। ଏକ ବାହାଘରରେ ଯୋଗ ଦେବା ପାଇଁ ଗତକାଲି ନିଜ ଗାଁ ନୁରପୁର ଜଟ୍‌ଟାକୁ ଆସିଥିଲା ବେଳେ ତାକୁ ଗିରଫ କରାଯାଇଛି। ସୂଚନାଅନୁସାରେ, ପଞ୍ଚାବ ପୋଲିସ ବିଶେଷ ସୂତ୍ରରୁ […]

jail

jail

Rakesh Mallick
  • Published: Tuesday, 20 March 2018
  • Updated: 20 March 2018, 11:29 AM IST

Sports

Latest News

ଚଣ୍ଡିଗଡ଼: ଦୀର୍ଘ ୨୬ ବର୍ଷ ପରେ ଗିରଫ ହେଲା ଫେରାର୍‌ ଆତଙ୍କବାଦୀ। ପଞ୍ଚାବର ହୋଶିୟାପୁର ଜିଲ୍ଲାରୁ ଖାଲିସ୍ତାନୀ ଆତଙ୍କବାଦୀ ରଣଜିତ୍‌ ସିଂହ ଓରଫ ରାଣାକୁ ପୋଲିସ ଗିରଫ କରିଛି। କୋର୍ଟ ତାଙ୍କୁ ପଳାତକ ଭାବେ ଘୋଷଣା କରିଥିଲା। ଏବେ ସେ ଜଳନ୍ଧର ସ୍ଥିତ ଏକ ଗୁରୁଦ୍ୱାରରେ କାମ କରୁଥିଲା। ଏକ ବାହାଘରରେ ଯୋଗ ଦେବା ପାଇଁ ଗତକାଲି ନିଜ ଗାଁ ନୁରପୁର ଜଟ୍‌ଟାକୁ ଆସିଥିଲା ବେଳେ ତାକୁ ଗିରଫ କରାଯାଇଛି।

ସୂଚନାଅନୁସାରେ, ପଞ୍ଚାବ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ରାଣା ତାଙ୍କ ଗାଁ  ନୁରପୁର ଜଟ୍ଟାକୁ ଆସିଛି। ଏହାପରେ ପୋଲିସ ଗାଁର ଚାରିପାଖରେ ଘେରାବନ୍ଦୀ କରିଥିଲା। ତେବେ ରାଣା ଗାଁକୁ ଆସିବା କ୍ଷଣି ପୋଲିସ କାବୁ କରି ନେଇଥିଲା। ରାଣାଙ୍କ ମୃତ୍ୟୁ ହୋଇଥିବା ପୋଲିସ ଓ ଗାଁ ଲୋକେ ଭାବିଥିଲେ। ଆତଙ୍କବାଦୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ  ଗାଁ ଲୋକେ ତାଙ୍କର ଅନ୍ତିମ ସଂସ୍କାର କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story