ଖାପ ପଂଚାୟତ ଉପରେ ସୁପ୍ରିମକୋର୍ଟ ଖପ୍ପା: ପଢନ୍ତୁ କ’ଣ କହିଲେ କୋର୍ଟ

ନୂଆଦିଲ୍ଲୀ: ଖାପ ପଂଚାୟତ ପକ୍ଷରୁ ବିବାହକୁ ଅସିଦ୍ଧ ଘୋଷଣା କରାଯାଇପାରିବ ନାହିଁ ।  ସହମତି ଭିତ୍ତିରେ ହୋଇଥିବା ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ବିବାହକୁ ଅସିଦ୍ଧ ଘୋଷଣା କରିବା ବେଆଇନ୍ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏ.ଏମ. ଖାନୱଲିକର ଓ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।   ଖାପ ପଂଚାୟତ ପକ୍ଷରୁ ବିଭିନ୍ନ ସମୟରେ ସମ୍ମାନ ରକ୍ଷା ନାଁରେ ହେଉଥିବା […]

j-999

j-999

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 09:04 PM IST

ନୂଆଦିଲ୍ଲୀ: ଖାପ ପଂଚାୟତ ପକ୍ଷରୁ ବିବାହକୁ ଅସିଦ୍ଧ ଘୋଷଣା କରାଯାଇପାରିବ ନାହିଁ ।  ସହମତି ଭିତ୍ତିରେ ହୋଇଥିବା ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ବିବାହକୁ ଅସିଦ୍ଧ ଘୋଷଣା କରିବା ବେଆଇନ୍ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏ.ଏମ. ଖାନୱଲିକର ଓ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।   ଖାପ ପଂଚାୟତ ପକ୍ଷରୁ ବିଭିନ୍ନ ସମୟରେ ସମ୍ମାନ ରକ୍ଷା ନାଁରେ ହେଉଥିବା ହିଂସାତ୍ମକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ଶକ୍ତି ବାହିନୀ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।  ଗତ ମାସରେ ଖାପ ପଂଚାୟତ ଆଇନକୁ ହାତକୁ ନେଉଥିବାରୁ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ଦମ୍ପତିମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ  କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।   ଏଥିସହ ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ବିବାହ ସମ୍ବନ୍ଧରେ ନିଷ୍ପତ୍ତି ନେବା ପାଇଁ ଆଇନ ରହିଛି।   ତେଣୁ ଖାପ ପଂଚାୟତ ସମ୍ମାନ ରକ୍ଷା ନାଁରେ ଆଇନକୁ ହାତକୁ ନେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story