ମିଡିଆକୁ ଆସିଲେ କିମ୍‌ ଜଙ୍ଗ ଉନ୍‌: କହିଲେ, ଟ୍ରମ୍ପ ହତାଶ, ‘ଭୟଙ୍କର ପରିଣତି’ ଭୋଗିବ ଆମେରିକା

ନୂଆଦିଲ୍ଲୀ: ଉତ୍ତର କୋରିଆକୁ ଧ୍ୱଂସ କରିଦେବାକୁ ଆମେରିକା ରାଷ୍ଟ୍ରପତି ଚେତାବନୀ ଦେବା ପରେ ପ୍ରଥମ ଥର ପାଇଁ ମିଡିଆକୁ ଆସିଛନ୍ତି ନିଜେ କିମ୍‌ ଜଙ୍ଗ ଉନ୍‌। ଜାତିସଂଘରେ ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ପାଇଁ ଆମେରିକାକୁ ‘ଭୟଙ୍କର ପରିଣତି’ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି। ଉତ୍ତର କୋରିଆ ଗଣମାଧ୍ୟମରେ କିମ୍‌ଙ୍କ ଫଟୋ ଜାରି କରାଯିବା ସହ ଏପରି ଲେଖାଯାଇଛି। ପ୍ରକାଶ ପାଇଥିବା ଖବରରେ କିମ୍‌, ଟ୍ରମ୍ପଙ୍କୁ ମାନସିକ ସ୍ତରରେ ହତାଶ ବ୍ୟକ୍ତି ବୋଲି କହି ଥଟା କରିଛନ୍ତି। […]

Rakesh Mallick
  • Published: Friday, 22 September 2017
  • Updated: 22 September 2017, 01:59 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର କୋରିଆକୁ ଧ୍ୱଂସ କରିଦେବାକୁ ଆମେରିକା ରାଷ୍ଟ୍ରପତି ଚେତାବନୀ ଦେବା ପରେ ପ୍ରଥମ ଥର ପାଇଁ ମିଡିଆକୁ ଆସିଛନ୍ତି ନିଜେ କିମ୍‌ ଜଙ୍ଗ ଉନ୍‌। ଜାତିସଂଘରେ ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ପାଇଁ ଆମେରିକାକୁ ‘ଭୟଙ୍କର ପରିଣତି’ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି। ଉତ୍ତର କୋରିଆ ଗଣମାଧ୍ୟମରେ କିମ୍‌ଙ୍କ ଫଟୋ ଜାରି କରାଯିବା ସହ ଏପରି ଲେଖାଯାଇଛି। ପ୍ରକାଶ ପାଇଥିବା ଖବରରେ କିମ୍‌, ଟ୍ରମ୍ପଙ୍କୁ ମାନସିକ ସ୍ତରରେ ହତାଶ ବ୍ୟକ୍ତି ବୋଲି କହି ଥଟା କରିଛନ୍ତି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଜାତିସଂଘ ମହାସଭାରେ ଟ୍ରମ୍ପ ଚେତାବନୀ ଦେଇ କହିଥିଲେ, ଯଦି ଆମେରିକା କିମ୍ବା ଏହାର ସହଯୋଗୀ ରାଷ୍ଟ୍ରଙ୍କ ଉପରେ ଉତ୍ତର କୋରିଆ କୌଣସି ପ୍ରକାର ଆକ୍ରମଣ କରେ ତେବେ ଏହାକୁ ଧ୍ୱଂସ କରିଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story