ପ୍ରେମିକାର ଘରୁ ଦୌଡ଼ି ଦୌଡ଼ି ଭାରତରୁ ପାକିସ୍ତାନ ଚାଲିଗଲେ ଯୁବକ

ଜୟପୁର: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଜଣେ ୧୯ ବର୍ଷୀୟ ଯୁବକ ଭାରତରେ ଥିବା ତାଙ୍କ ପ୍ରେମିକାଙ୍କ ଘରୁ ଲୁଚି ଦୌଡ଼ୁ ଥିବା ବେଳେ କେମିତି ପାକିସ୍ତାନରେ ପହଞ୍ଚିଗଲେ? କିନ୍ତୁ ବାସ୍ତବରେ ରାଜସ୍ଥାନରେ ଏମିତି ଏକ ଘଟଣା ଘଟିଛି। ଏଠାରେ ରହୁଥିବା ୧୯ ବର୍ଷୀୟ ଗେମରା ରାମ ମେଘୱାଲ ବର୍ତ୍ତମାନ ପାକିସ୍ତାନ ପୁଲିସ୍‌ ହେପାଜତରେ ରହିଛନ୍ତି। ସେଠାରେ ତାଙ୍କୁ ନିର୍ଯାତନା ମିଳୁଥିବା ଆଶଙ୍କା କରି ପରିବାର ଲୋକ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଭାରତ-ପାକିସ୍ତାନର ସୀମାରେ […]

fs

fs

Hemant Lenka
  • Published: Thursday, 28 January 2021
  • Updated: 28 January 2021, 06:32 PM IST

Sports

Latest News

ଜୟପୁର: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଜଣେ ୧୯ ବର୍ଷୀୟ ଯୁବକ ଭାରତରେ ଥିବା ତାଙ୍କ ପ୍ରେମିକାଙ୍କ ଘରୁ ଲୁଚି ଦୌଡ଼ୁ ଥିବା ବେଳେ କେମିତି ପାକିସ୍ତାନରେ ପହଞ୍ଚିଗଲେ? କିନ୍ତୁ ବାସ୍ତବରେ ରାଜସ୍ଥାନରେ ଏମିତି ଏକ ଘଟଣା ଘଟିଛି। ଏଠାରେ ରହୁଥିବା ୧୯ ବର୍ଷୀୟ ଗେମରା ରାମ ମେଘୱାଲ ବର୍ତ୍ତମାନ ପାକିସ୍ତାନ ପୁଲିସ୍‌ ହେପାଜତରେ ରହିଛନ୍ତି। ସେଠାରେ ତାଙ୍କୁ ନିର୍ଯାତନା ମିଳୁଥିବା ଆଶଙ୍କା କରି ପରିବାର ଲୋକ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।

ଭାରତ-ପାକିସ୍ତାନର ସୀମାରେ ଥିବା କୁମହାରୋ କା ଟିବାରେ ଗେମରା ରାମ ମେଘୱାଲ ରହୁଥିଲେ। ଘର ପାଖରେ ରହୁଥିବା ଜଣେ ଝିଅଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗୋଟିଏ ଦିନ ସେ ତାଙ୍କ ପ୍ରେମିକାଙ୍କ ଘରକୁ ଯାଇଥିଲେ। ହେଲେ ସେଠାରେ ପ୍ରେମିକାଙ୍କ ବାପା ମା’ଙ୍କୁ ଦେଖି ସେ ଭୟଭୀତ ହୋଇ ଯାଇଥିଲେ। ସେ ସେଠାରୁ ବର୍ତ୍ତିବା ପାଇଁ ପ୍ରାଣ ବିକଳରେ ମେଘୱାଲ ଦୌଡ଼ିବା ଆରମ୍ଭ କରିଥିଲେ।

ନିକଟରେ ଅନ୍ତର୍ଜାତୀୟ ସୀମା ଥିଲେ ହେଁ ସେ ଏକଥା ନ ଜାଣି ପାରି ଦୌଡ଼ିଦୌଡ଼ି ପାକିସ୍ତାନରେ ପ୍ରବେଶ କରି ଯାଇଥିଲେ। ସେ ପାକିସ୍ତାନ ସୀମାରେ ପ୍ରବେଶ କରିବା କ୍ଷଣି ତାଙ୍କୁ ରେଞ୍ଜର୍ସମାନେ ଗିରଫ କରି ଜେଲରେ ଭର୍ତ୍ତି କରିଦେଇଛନ୍ତି।

ନଭେମ୍ବର ମାସରେ ମେଘୱାଲଙ୍କ ପରିବାର ଲୋକ ପୁଲିସ୍‌ରେ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ନଭେମ୍ବର ୧୬ରୁ ଅଭିଯୋଗ ମିଳିଥିଲେ ହେଁ ପୁଲିସ୍‌ ମେଘୱାଲଙ୍କ କୌଣସି ପତ୍ତା ପାଇ ନଥିଲା। ତେବେ ଗତ ସପ୍ତାହରେ ସେ ପାକିସ୍ତାନରେ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ। ଏବେ ସେଠାରେ ତାଙ୍କ ପ୍ରତି ଅମାନବୀୟ ଆଚରଣ ପ୍ରଦର୍ଶନ କରାଯାଉଥିବା ପରିବାର ଲୋକ ଆଶଙ୍କା କରିଛନ୍ତି।

ଅନ୍ୟପକ୍ଷରେ ବିଏସଏଫର ଜଣେ ଅଧିକାରୀ କହିଛନ୍ତି, ଆମେ ନିଖୋଜ ଯୁବକର ପତ୍ତା ଲଗାଇବାକୁ ପାକିସ୍ତାନୀ ରେଞ୍ଜର୍ସଙ୍କ ସହ ଏକାଧିକ ଥର ଫ୍ଲାଗ ବୈଠକ କରିଥିଲୁ। ଶେଷରେ ପାକିସ୍ତାନର ସିନ୍ଧ ପୁଲିସ୍‌ ହେପାଜତରେ ମେଘୱାଲ ରହିଥିବା ଜାଣିବାକୁ ପାଇଛୁ। ସମସ୍ତ ଆଇନଗତ ବ୍ୟବସ୍ଥା ପରେ ପାକ୍‌ ରେଞ୍ଜର୍ସ ଯୁବକଙ୍କୁ ଭାରତକୁ ହସ୍ତାନ୍ତର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ଆଜି ମେଘୱାଲଙ୍କ ପରିବାର ଲୋକ ସ୍ଥାନୀୟ ବିଜେପି ନେତାଙ୍କୁ ସାଙ୍ଗରେ ଧରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଏଥିସହ ସୁରକ୍ଷିତ ଭାବେ ମେଘୱାଲଙ୍କୁ ଭାରତ ଫେରାଇ ଆଣିବାକୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story