‘ମୁଁ ତ ଗାଉଁଲି କାମୁକ ମଣିଷ... ତାଙ୍କୁ ସିଧା ବେଡ୍‌ ରୁମ୍‌କୁ ବୋହି ନେଲି’

ନୂଆଦିଲ୍ଲୀ: ବଲିଉଡ୍‌ର ଷ୍ଟାରମାନେ ନିଜ ଜୀବନୀରେ ଅନେକ ସତ କଥା ଲେଖି ଦିଅନ୍ତି ଯାହାକୁ ନେଇ ଜୋରସୋର ଚର୍ଚ୍ଚା ହୁଏ। ଏମିତି କିଛି ଘଟିଛି ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହିତ। ସେ ତାଙ୍କ ବାୟୋଗ୍ରାଫି ‘ଆନ୍ ଅଡିନାରୀ ଲାଇଫ୍‌’ରେ ତାଙ୍କର ପ୍ରେମ ସଂପର୍କ ବିଷୟରେ ଖୋଲାଖୋଲି କହିଛନ୍ତି। ଏମିତିକି ସେ କେବଳ ପ୍ରେମିକାଙ୍କ ଶରୀରକୁ ଭଲ ପାଉଥିଲେ ବୋଲି ଏଥିରେ ସ୍ୱୀକାର କରିଛନ୍ତି। ତାଙ୍କ ଜୀବନୀର କିଛି ଅଂଶ ଏକ ୱେବ୍‌ସାଇଟ୍‌ ପ୍ରକାଶ କରିଛି। ଏହି ୱେବ୍‌ସାଇଟ୍‌ରେ ଲେଖାଯାଇଛି […]

Rakesh Mallick
  • Published: Tuesday, 24 October 2017
  • Updated: 25 October 2017, 11:20 AM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ୍‌ର ଷ୍ଟାରମାନେ ନିଜ ଜୀବନୀରେ ଅନେକ ସତ କଥା ଲେଖି ଦିଅନ୍ତି ଯାହାକୁ ନେଇ ଜୋରସୋର ଚର୍ଚ୍ଚା ହୁଏ। ଏମିତି କିଛି ଘଟିଛି ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହିତ। ସେ ତାଙ୍କ ବାୟୋଗ୍ରାଫି ‘ଆନ୍ ଅଡିନାରୀ ଲାଇଫ୍‌’ରେ ତାଙ୍କର ପ୍ରେମ ସଂପର୍କ ବିଷୟରେ ଖୋଲାଖୋଲି କହିଛନ୍ତି। ଏମିତିକି ସେ କେବଳ ପ୍ରେମିକାଙ୍କ ଶରୀରକୁ ଭଲ ପାଉଥିଲେ ବୋଲି ଏଥିରେ ସ୍ୱୀକାର କରିଛନ୍ତି। ତାଙ୍କ ଜୀବନୀର କିଛି ଅଂଶ ଏକ ୱେବ୍‌ସାଇଟ୍‌ ପ୍ରକାଶ କରିଛି।

ଏହି ୱେବ୍‌ସାଇଟ୍‌ରେ ଲେଖାଯାଇଛି ଯେ ନୱାଜୁଦ୍ଦିନ ଏହି ବହିରେ ତାଙ୍କର ପ୍ରଥମ ପ୍ରେମଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ସବୁ କଥା ସେୟାର କରିଛନ୍ତି। ସେ ତାଙ୍କ ଜୀବନୀରେ ଗୋଟିଏ ସ୍ଥାନରେ ଲେଖିଛନ୍ତି,“ ମିସ୍‌ ଲଭଲୀର ସୁଟିଂ ଚାଲିଥିଲା। ଆମେ ଡ୍ୟାନ୍ସ ସିନ୍‌ର ସୁଟିଂ କରୁଥିଲୁ। ଏହା ପରେ ମୋ କୋ-ଷ୍ଟାର ନିହାରିକାଙ୍କ ସହିତ କିଛି ଗୋଟାଏ ଘଟିଲା। ସେ ମୋଠାରୁ ଦୂରେଇ ଦୂରେଇ ରହିଲେ। ମୁଁ ବ୍ୟସ୍ତ ହୋଇପଡ଼ିଲି। ତାଙ୍କ ସହିତ ମୋର ଦୋସ୍ତି ହୋଇଯାଇଥିଲା ଓ ଆମେ ବହୁ ସମୟ କଥାବାର୍ତ୍ତା ହେଉଥିଲୁ। ମୁଁ ବିଚାର କଲି ଏ ବିଷୟରେ ତାଙ୍କୁ ପଚାରିବି। ମୁଁ ତାଙ୍କୁ ଅନେକ ସମୟରେ ପଚାରିଲି। ଦିନେ ମୁଁ ତାଙ୍କୁ ମୋ ଘରକୁ ମଟନ୍ ଖାଇବାକୁ ନିମନ୍ତ୍ରଣ କଲି। ଏହା ମୋର ସ୍ପେଶିଆଲିଟି ଥିଲା। ସେ ରାଜି ହୋଇଗଲେ। ସେ କେବଳ ପ୍ଲେଟ୍‌ରେ ଦିଆଯାଇଥିବା ସବୁ ଖାଦ୍ୟ ଖାଇନଥିଲେ, ପ୍ରଶଂସା ମଧ୍ୟ କରିଥିଲେ। ସେ ମୋତେ ତାଙ୍କ ଘରକୁ ମଟନ୍ ଖାଇବାକୁ ନିମନ୍ତ୍ରଣ କରିଥିଲେ।”

ସେ ଆହୁରି ଲେଖିଛନ୍ତି,“ମୁଁ ପ୍ରଥମ ଥର ପାଇଁ ନିହାରିକାଙ୍କ ଘରକୁ ଯାଇଥିଲି। କବାଟ ଖୋଲିବା ମାତ୍ରେ ଘର ଭିତରର ଦୃଶ୍ୟ ମୁଁ ଦେଖିପାରିଲି। ମୁଁ ଦେଖିଲି ହଜାରେ ମହମବତି ଜଳୁଛି। ମୁଁ ତ ଗାଉଁଲି କାମୁକ ମଣିଷ। ମୁଁ ତାଙ୍କୁ ବୋହି ନେଇ ସିଧା ବେଡ୍‌ରୁମ୍‌କୁ ଚାଲିଗଲି। ଆମେ ଖୁବ୍ ପ୍ରେମ କଲୁ। ଏମିତି ଭାବେ ନିହାରିକାଙ୍କ ସହ ମୋର ରିଲେସନ୍‌ସିପ୍ ଆରମ୍ଭ ହୋଇଥିଲା। ଏହା ଦେଢ଼ ବର୍ଷ ପର୍ଯ୍ୟନ୍ତ ଚାଲିଲା ଯାହାକି ମୋ କଳ୍ପନା ବାହାରେ ଥିଲା।”

ମୁମ୍ବାଇ ଆସିବା ପରେ ସୁନୀତା ନାମ୍ନୀ ଜଣେ ଅଭିନେତ୍ରୀଙ୍କ ସହ ନୱାଜୁଦ୍ଦିନଙ୍କର ପ୍ରେମ ହୋଇଥିଲା। ତା’ପରେ ନ୍ୟୁଜର୍ସିର ସୁଜୈନ ନାମକ ଯୁବତୀଙ୍କ ପ୍ରେମରେ ସେ ପଡ଼ିଯାଇଥିଲେ। ସୁଜୈନଙ୍କ ସହ ରିଲେସନ୍‌ସିପ୍‌ରେ ଥିବା ବେଳେ ସେ ନିହାରିକାଙ୍କ ପ୍ରେମରେ ପଡ଼ିଥିଲେ। ନିହାରିକାଙ୍କ ପାଇଁ ସେ ସୁଜୈନଙ୍କ ସହ ସମସ୍ତ ସଂପର୍କ ଶେଷ କରିଥିଲେ। ନିହାରିକାଙ୍କୁ ଛାଡ଼ିବାର ଦୁଇ ମାସ ପରେ ତାଙ୍କ ଜୀବନକୁ ଆଉ ଜଣେ ଯୁବତୀ ଆସିଥିଲେ। ଆଉ କିଛି ବର୍ଷ ପରେ ସେହି ଝିଅ ସହିତ ତାଙ୍କର ବିବାହ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story