ନାଗେଶ୍ୱର ରାଓଙ୍କ ଦୁଇଟି ଠିକଣାରେ କୋଲକାତା ପୁଲିସ୍‌ର ଚଢ଼ଉ

କୋଲକାତା: ସିବିଆଇ ଟିମ୍‌ ଚିଟ୍‌ଫଣ୍ଡ ଘଟଣାରେ ଗତ ରବିବାର କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ଘରେ ଚଢ଼ଉ କରିବାକୁ ଉଦ୍ୟମ କରିବା ପରଠାରୁ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ଓ ସିବିଆଇ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ଏହିକ୍ରମରେ ଆଜି କୋଲକାତା ପୁଲିସ୍‌ର ଏକ ଟିମ୍‌ ପୂର୍ବତନ ସିବିଆଇର ଅନ୍ତରୀଣ ମୁଖ୍ୟ ଏମ୍‌ ନାଗେଶ୍ୱର ରାଓଙ୍କ ଦୁଇଟି ଠିକଣାରେ ଚଢ଼ଉ କରିଛି। କୋଲକାତାର ଗୋଟିଏ ସ୍ଥାନରେ ଓ ଏମ୍‌ ନାଗେଶ୍ୱର ରାଓଙ୍କ ପତ୍ନୀଙ୍କ ସହ ସମ୍ପର୍କ ରଖିଥିବା […]

swq

swq

Hemant Lenka
  • Published: Friday, 08 February 2019
  • Updated: 08 February 2019, 09:29 PM IST

Sports

Latest News

କୋଲକାତା: ସିବିଆଇ ଟିମ୍‌ ଚିଟ୍‌ଫଣ୍ଡ ଘଟଣାରେ ଗତ ରବିବାର କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ଘରେ ଚଢ଼ଉ କରିବାକୁ ଉଦ୍ୟମ କରିବା ପରଠାରୁ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ଓ ସିବିଆଇ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ଏହିକ୍ରମରେ ଆଜି କୋଲକାତା ପୁଲିସ୍‌ର ଏକ ଟିମ୍‌ ପୂର୍ବତନ ସିବିଆଇର ଅନ୍ତରୀଣ ମୁଖ୍ୟ ଏମ୍‌ ନାଗେଶ୍ୱର ରାଓଙ୍କ ଦୁଇଟି ଠିକଣାରେ ଚଢ଼ଉ କରିଛି। କୋଲକାତାର ଗୋଟିଏ ସ୍ଥାନରେ ଓ ଏମ୍‌ ନାଗେଶ୍ୱର ରାଓଙ୍କ ପତ୍ନୀଙ୍କ ସହ ସମ୍ପର୍କ ରଖିଥିବା ସଲଟ୍‌ ଲେକ୍ ସ୍ଥିତ ଏଞ୍ଜେଲିନା ମର୍କଣ୍ଟାଇଲସ୍‌ ପ୍ରାଇଭେଟ୍‌ ଲିଃରେ ଏଭଳି ଚଢ଼ଉ କରାଯାଇଛି।

ତେବେ ଏମ୍‌ ନାଗେଶ୍ୱର ରାଓ ଏକ ବିବୃତି ଜାରି କରି ପୁଲିସ୍‌ ରେଡ୍‌ କରିଥିବା ଏଞ୍ଜେଲିନା ମର୍କଣ୍ଟାଇଲସ୍‌ ପ୍ରାଇଭେଟ୍‌ ଲିଃ ସହ ତାଙ୍କର କିମ୍ବା ତାଙ୍କ ପତ୍ନୀ ଏମ ସନ୍ଧ୍ୟାଙ୍କ କୌଣସି ସମ୍ପର୍କ ନଥିବା କହିଛନ୍ତି। ଏଥିସହ ଶ୍ରୀ ରାଓ ୨୦୧୦ରୁ ଗତବର୍ଷ ମଧ୍ୟରେ ଏଞ୍ଜେଲିନା ମର୍କଣ୍ଟାଇଲସ୍‌ କମ୍ପାନୀ ସହ ଥିବା ତାଙ୍କ ସମ୍ପର୍କ ବାବଦରେ ସମସ୍ତ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, “ ମୋ ପତ୍ନୀ ଏମ ସନ୍ଧ୍ୟା ୨୦୧୦ରେ ଆମ ପାରିବାରିକ ବନ୍ଧୁ ପରଵୀନ୍‌ ଅଗ୍ରୱାଲଙ୍କ ମାଲିକାନାରେ ଥିବା ଏଞ୍ଜେଲିନା ମର୍କଣ୍ଟାଇଲସ୍‌ ପ୍ରାଇଭେଟ୍‌ ଲିଃଠାରୁ ୨୫ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରଠାରେ ଏକ ଜମି କିଣିବା ବାବଦରେ ଏହି ଅର୍ଥ ଖର୍ଚ୍ଚ ହୋଇଥିଲା। ୨୦୧୧ରେ ସନ୍ଧ୍ୟାଙ୍କ ପାଖରେ ଥିବା ୧୧-୧୭ ଏକର ପୈତୃକ ଚାଷ ଜମି ୫୮.୬୨ ଲକ୍ଷରେ ବିକ୍ରି କରି ଏହି ଟଙ୍କାକୁ ଏଞ୍ଜେଲିନା ମର୍କଣ୍ଟାଇଲସ୍‌କୁ ପଠାଇଥିଲା। ଏଞ୍ଜେଲିନା ମର୍କଣ୍ଟାଇଲସ୍‌ ଏଥିରୁ ୨୫ ଲକ୍ଷ ଟଙ୍କାର ଋଣ ଏବଂ ଏହାର ସୁଧ ବାବଦରେ ଟଙ୍କା କାଟି ଦେଇଥିଲା। ଏହାପରେ କମ୍ପାନୀ ୪୧,୩୩,୧୬୫ ଟଙ୍କା ଏମ ସନ୍ଧ୍ୟାଙ୍କୁ ୨୦୧୪ ଜୁଲାଇ ମାସରେ ଫେରସ୍ତ କରିଥିଲା। ତେଣୁ ଏହାକୁ ନେଇ ବିବାଦ ସୃଷ୍ଟି କରାଯିବା ଅନୁଚିତ।”

ସୂଚନାଯୋଗ୍ୟ, ଗତ ଗୋଟିଏ ସପ୍ତାହ ହେଲାଣି ମମତା ବାନାର୍ଜୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସିବିଆଇ ଜେରା ପାଇଁ ଆଜି କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାର ଶିଲଂରେ ପହଞ୍ଚି ଯାଇଛନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story