ମହିଳା ଅଧିକାରୀଙ୍କୁ ଗୁଳି ମାରିଲେ ଗେଷ୍ଟ ହାଉସ ମାଲିକ

ଶିମଲା:  ବେଆଇନ ନିର୍ମାଣକୁ ଉଚ୍ଛେଦ ଚାଲିଥିବା ବେଳେ ମହିଳା ଅଧିକାରୀଙ୍କୁ ଗୁଳି କରି ହତ୍ୟା। ଏଭଳି ଘଟଣା ଘଟିଛି ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ କସୌଲିରେ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୋଲନ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ବେଆଇନ  ନିର୍ମାଣକୁ ଉଚ୍ଛେଦ କାର୍ଯ୍ୟ ଚାଲିଛି। ଗତକାଲି ଏହାର ତଦାରଖ କରିବାକୁ ନିଜ ଟିମ୍ ସହ ଯାଇଥିଲେ ସୋଲନ ଜିଲ୍ଲାର ସହକାରୀ ଟାଉନ୍ ପ୍ଲାନର ଶୈଳବାଲା ଶର୍ମା। ସେମାନେ କସୌଲିର ନାରାୟଣ ଗେଷ୍ଟ ହାଉସକୁ ଉଚ୍ଛେଦ କରିବା ସମୟରେ […]

Kasauli_Firing_1525241329

Kasauli_Firing_1525241329

Rakesh Mallick
  • Published: Wednesday, 02 May 2018
  • Updated: 02 May 2018, 01:59 PM IST

Sports

Latest News

ଶିମଲା:  ବେଆଇନ ନିର୍ମାଣକୁ ଉଚ୍ଛେଦ ଚାଲିଥିବା ବେଳେ ମହିଳା ଅଧିକାରୀଙ୍କୁ ଗୁଳି କରି ହତ୍ୟା। ଏଭଳି ଘଟଣା ଘଟିଛି ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ କସୌଲିରେ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୋଲନ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ବେଆଇନ  ନିର୍ମାଣକୁ ଉଚ୍ଛେଦ କାର୍ଯ୍ୟ ଚାଲିଛି। ଗତକାଲି ଏହାର ତଦାରଖ କରିବାକୁ ନିଜ ଟିମ୍ ସହ ଯାଇଥିଲେ ସୋଲନ ଜିଲ୍ଲାର ସହକାରୀ ଟାଉନ୍ ପ୍ଲାନର ଶୈଳବାଲା ଶର୍ମା। ସେମାନେ କସୌଲିର ନାରାୟଣ ଗେଷ୍ଟ ହାଉସକୁ ଉଚ୍ଛେଦ କରିବା ସମୟରେ ଏହାର ମାଲିକ ବିଜୟ ସିଂ ଏହାକୁ ବିରୋଧ କରିଥିଲେ।  ତେବେ ଉଚ୍ଛେଦ ଜାରି ରହିବାରୁ ବିଜୟ ରାଗି ଯାଇ ଗୁଳି ଚଳାଇଥିଲେ ଫଳରେ ଘଟଣାସ୍ଥଳରେ ଗୁଳି ବାଜି ଶୈଳବାଲା ଶର୍ମାଙ୍କ ମୃତ୍ୟୁ ହୋଇଥିଲା। ଗୁଳିମାଡରେ ସେଠାରେ ଥିବା ଜଣେ ଅଧିକାରୀ ଆହତ ହୋଇଛନ୍ତି।

ପୋଲିସର ଉପସ୍ଥିତି ସତ୍ତ୍ୱେ ଗୁଳିମାଡ଼ କରିଥିବା ହୋଟେଲ ମାଲିକ ବିଜୟ ସିଂ ଫେରାର୍ ହେବାରେ ସଫଳ ହୋଇଥିଲେ। ତାକୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି।  ଗତ ୧୭ ତାରିଖରେ ସୁପ୍ରିମକୋର୍ଟ ସୋଲାନ୍ ଜିଲ୍ଲାର ବେଆଇନ ନିର୍ମାଣକୁ  ଉଚ୍ଛେଦ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ସେପଟେ ହିମାଚଳ ପ୍ରଦେଶରେ ଉଚ୍ଛେଦ ଅଭିଯାନ ବେଳେ ମହିଳା ଅଫିସରଙ୍କୁ ହତ୍ୟା ଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ।  ଏ ସମ୍ପର୍କିତ ମାମଲାର ଆସନ୍ତାକାଲି  ଶୁଣାଣି ହେବ। ଦିନ ଦ୍ୱିପ୍ରହରରେ ଗୁଳିମାଡ ହୋଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳହୋଇଛି।  ଏଥିସହ ଉଚ୍ଛେଦ ଅଭିଯାନ ବେଳେ ଅଫିସର ମାନଙ୍କୁ ସୁରକ୍ଷା ଦେବାରେ ପୋଲିସ ପଦକ୍ଷେପ ନେଇ ନଥିବାରୁ ସୁପ୍ରିମକୋର୍ଟ ଭତ୍ସନା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story