ପ୍ରାର୍ଥିପତ୍ର ଦାଖଲ କଲେ କୋବିନ୍ଦ; କହିଲେ, ଦେଶ ଆଗ, ରାଜନୀତି ନୁହେଁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ଆଜି ନାମାଙ୍କନ ଦାଖଲ କରିଛନ୍ତି। ସଂସଦ ଭବନରେ ସେ ନାମାଙ୍କନ ପତ୍ର ଦାଖଲ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ମୂରଲୀ ମନୋହର ଯୋଶୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଓ ଏନଡିଏ ସହଯୋଗୀ ଦଳର ନେତା ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। କୋବିନ୍ଦଙ୍କ […]

nomination

nomination

Rakesh Mallick
  • Published: Friday, 23 June 2017
  • Updated: 23 June 2017, 02:02 PM IST

Sports

Latest News

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ଆଜି ନାମାଙ୍କନ ଦାଖଲ କରିଛନ୍ତି। ସଂସଦ ଭବନରେ ସେ ନାମାଙ୍କନ ପତ୍ର ଦାଖଲ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ମୂରଲୀ ମନୋହର ଯୋଶୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଓ ଏନଡିଏ ସହଯୋଗୀ ଦଳର ନେତା ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। କୋବିନ୍ଦଙ୍କ ନାମାଙ୍କନରେ ମୋଟ ୪୮୦ ପ୍ରସ୍ତାବକ ରହିଥିଲେ। ବିଜେଡି ମଧ୍ୟ ରାମନାଥଙ୍କ ପ୍ରାର୍ଥତ୍ୱକୁ ସମର୍ଥନ କରିଥିବାରୁ ଏହି ସମୟରେ ଉପସ୍ଥିତ ଥିଲେ ବିଜେଡି ପ୍ରତିନିଧି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

କୋବିନ୍ଦ ୪ ସେଟ୍ ନାମାଙ୍କନ ଦାଖଲ କରିଛନ୍ତି। ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ କୋବିନ୍ଦ ତାଙ୍କ ପ୍ରତିକ୍ରିୟାରେ କହିଥିଲେ,“ଏହି ପଦ ପାଇଁ ତାଙ୍କୁ ଯୋଗ୍ୟ ଭାବେ ମନେ କରିଥିବାରୁ ଏନଡିଏକୁ କୃତଜ୍ଞତା ଜଣାଉଛି। ଦେଶ ଆଗ, ରାଜନୀତି ନୁହେଁ।”

ଦେଶର ସର୍ବାଙ୍ଗୀନ ବିକାଶ ଓ ପଦର ଗାରିମା ବଜାୟ ରଖିବା ତାଙ୍କର ପ୍ରାଥମିକତା ହେବ ବୋଲି ସେ କହିଛନ୍ତି।

ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ କରିବା ପରେ ତାଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ବିରୋଧୀ ଦଳିତ ଚେହେରା ତଥା ପୂର୍ବତନ ବାଚସ୍ପତି ମୀରା କୁମାରଙ୍କୁ ମଇଦାନକୁ ଓହ୍ଲାଇଛନ୍ତି। ମୀରାଙ୍କୁ କଂଗ୍ରେସ, ବାମମେଣ୍ଟ, ଏନସିପି, ଆରଜେଡି ସମେତ ୧୭ଟି ଦଳର ସମର୍ଥନ ମିଳିଛି। ସେପଟେ ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାର କହିଛନ୍ତି,“ ଏହି ନିର୍ବାଚନ ଆଦର୍ଶର ଲଢ଼େଇ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story