ଅଗ୍ନି ପରୀକ୍ଷା ଦେବ କୁମାରସ୍ୱାମୀ ସରକାର

ବେଙ୍ଗାଲୁରୁ: କୁମାରସ୍ୱାମୀଙ୍କ ସରକାର ପାଇଁ ଆଜି ଅଗ୍ନି ପରୀକ୍ଷାର ଦିନ। ଦୁଇଟି କ୍ଷେତ୍ରରେ ସରକାରଙ୍କୁ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ କର୍ଣ୍ଣାଟକ ବିଧାନସଭାରେ ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ କରିବେ କୁମାରସ୍ୱାମୀଙ୍କ ସରକାର। ତେବେ ତା’ ପୂର୍ବରୁ ସମ୍ମୁଖୀନ ହେବ ଆଉ ଏକ ଅଗ୍ନି ପରୀକ୍ଷାର। କାରଣ ବାଚସ୍ପତି ପଦ ପାଇଁ ବିଜେପି ପ୍ରାର୍ଥୀ ଦେବା ପରେ ଏହାକୁ ନେଇ ଆଜି ଭୋଟ୍‌ ହେବ। ବାଚସ୍ପତି ପଦ ପାଇଁ ଗତକାଲି […]

Kumarswami

Kumarswami

Rakesh Mallick
  • Published: Friday, 25 May 2018
  • Updated: 25 May 2018, 08:37 AM IST

Sports

Latest News

ବେଙ୍ଗାଲୁରୁ: କୁମାରସ୍ୱାମୀଙ୍କ ସରକାର ପାଇଁ ଆଜି ଅଗ୍ନି ପରୀକ୍ଷାର ଦିନ। ଦୁଇଟି କ୍ଷେତ୍ରରେ ସରକାରଙ୍କୁ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ କର୍ଣ୍ଣାଟକ ବିଧାନସଭାରେ ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ କରିବେ କୁମାରସ୍ୱାମୀଙ୍କ ସରକାର। ତେବେ ତା’ ପୂର୍ବରୁ ସମ୍ମୁଖୀନ ହେବ ଆଉ ଏକ ଅଗ୍ନି ପରୀକ୍ଷାର। କାରଣ ବାଚସ୍ପତି ପଦ ପାଇଁ ବିଜେପି ପ୍ରାର୍ଥୀ ଦେବା ପରେ ଏହାକୁ ନେଇ ଆଜି ଭୋଟ୍‌ ହେବ।

ବାଚସ୍ପତି ପଦ ପାଇଁ ଗତକାଲି ବିଜେପି ପକ୍ଷରୁ ବରିଷ୍ଠ ବିଧାୟକ ଏସ. ସୁରେଶ କୁମାର ନାମାଙ୍କନ ଦାଖଲ କରିଛନ୍ତି। ୫ ଥରର ବିଧାୟକ ସୁରେଶ କୁମାର ବିଧାନସଭା ସଚିବ ଏସ.ମୂର୍ତ୍ତିଙ୍କ ନିକଟରେ ତାଙ୍କ ନାମାଙ୍କନପତ୍ର ଭରିଛନ୍ତି। ସେପଟେ ୧୧୭ ସଂଖ୍ୟା ଥିବା ଦାବି କରୁଥିବା କଂଗ୍ରେସ-ଜ଼େଡିଏସ୍ ମେଣ୍ଟ ପକ୍ଷରୁ କଂଗ୍ରେସ ବିଧାୟକ ରମେଶ କୁମାରଙ୍କୁ ଏହି ପଦ ପାଇଁ ମନୋନୀତ କରାଯାଇଛି। ତେଣୁ ଆସ୍ଥା ଭୋଟ୍ ପୂର୍ବରୁ ଆଜି ମଧ୍ୟାହ୍ନ ୧୨ଟା ୧୫ରେ ହେବ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ପାଇଁ ନିର୍ବାଚନ। ଉଭୟ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ବିଜୟ ନେଇ ଆଶାବାଦୀ ରହିଛନ୍ତି। ବାଚସ୍ପତି ନିର୍ବାଚନରେ ମେଣ୍ଟ ସରକାରକୁ ଚକମା ଦେବାକୁ ବିଜେପି ଜୋରଦାର ରଣକୌଶଳ ଚଳାଇଛି। ସେପଟେ ଜେଡିଏସ ଓ କଂଗ୍ରେସ ବିଧାୟକଙ୍କୁ ଲାଞ୍ଚ ଯାଚୁଥିବା ନେଇ ପୁଣି ବିଜେପି ନେତା ବିଏସ ୟେଦ୍ୟୁରପ୍ପାଙ୍କ ବିରୋଧରେ ଅଭିଯୋଗ ଆଣିଛି ଜେଡିଏସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story