ଏହି ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ଆଜି ଠାରୁ ଡିସେମ୍ବର ୧୬ ଯାଏ ଆରବିଆଇ ଦି ଲକ୍ଷ୍ମୀ ବିଲାସ ବ୍ୟାଙ୍କ ଉପରେ କଟକଣା ଲଗାଇଛି। କ୍ରମାଗତ ୩ ବର୍ଷ ଧରି ଲକ୍ଷ୍ମୀ ବିଲାସ ବ୍ୟାଙ୍କର ଆର୍ଥିକ କାରବାର ହ୍ରାସ ପାଉଥିବାରୁ ଆରବିଆଇ ଆଜି ଏହାର ଟଙ୍କା ଉଠାଣ ସୀମା ଉପରେ କଟକଣା ଲଗାଇ ଦେଇଛି। ଆରବିଆଇ ମୋରାଟରିୟମ ଲଗାଇବାରୁ ଏହି ଘରୋଇ ବ୍ୟାଙ୍କର ଗ୍ରାହକମାନେ ଏଣିକି ୨୫ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ। ବ୍ୟାଙ୍କର ଏନପିଏ ବୃଦ୍ଧି ପାଇବାରେ ଲାଗିଛି। […]

dfad

dfad

Hemant Lenka
  • Published: Tuesday, 17 November 2020
  • Updated: 17 November 2020, 08:46 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଠାରୁ ଡିସେମ୍ବର ୧୬ ଯାଏ ଆରବିଆଇ ଦି ଲକ୍ଷ୍ମୀ ବିଲାସ ବ୍ୟାଙ୍କ ଉପରେ କଟକଣା ଲଗାଇଛି। କ୍ରମାଗତ ୩ ବର୍ଷ ଧରି ଲକ୍ଷ୍ମୀ ବିଲାସ ବ୍ୟାଙ୍କର ଆର୍ଥିକ କାରବାର ହ୍ରାସ ପାଉଥିବାରୁ ଆରବିଆଇ ଆଜି ଏହାର ଟଙ୍କା ଉଠାଣ ସୀମା ଉପରେ କଟକଣା ଲଗାଇ ଦେଇଛି।

ଆରବିଆଇ ମୋରାଟରିୟମ ଲଗାଇବାରୁ ଏହି ଘରୋଇ ବ୍ୟାଙ୍କର ଗ୍ରାହକମାନେ ଏଣିକି ୨୫ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ। ବ୍ୟାଙ୍କର ଏନପିଏ ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ମୁକୁଳିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ପ୍ରକାରର ଯୋଜନା କରୁନାହାନ୍ତି। ତେଣୁ ଆରବିଆଇ ଏଭଳି କଟକଣା ଲାଗୁ କରିଛି।

ବ୍ୟାଙ୍କର ନେଗେଟିଭ ନେଟ୍‌ ଗ୍ରୋଥ ବୃଦ୍ଧି ପାଉଛି। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ପୁଞ୍ଜି ବୃଦ୍ଧି ପାଇଁ କୌଣସି ବ୍ୟବସ୍ଥା ହାତକୁ ନେଉ ନାହାନ୍ତି। ବ୍ୟାଙ୍କରୁ ନିୟମିତ ଟଙ୍କା ଉଠାଣ ହେଉଥିବା ବେଳେ ଲିକ୍ୟୁଡିଟି ହ୍ରାସ ପାଉଛି ବୋଲି ଆରବିଆଇ କହିଛି।

୧୯୨୬ ମସିହାରେ ତାମିଲନାଡୁର କରୁର ଅଞ୍ଚଳରେ ଲକ୍ଷ୍ମୀ ବିଲାସ ବ୍ୟାଙ୍କ ଖୋଲିଥିଲା। ୧୯୫୮ ଜୁନ୍‌ ୧୯ରେ ଆରବିଆଇ ପକ୍ଷରୁ ଏହାକୁ ଲାଇସେନ୍ସ ଦିଆଯାଇଥିଲା। ୧୯୫୮ ଅଗଷ୍ଟ ୧୧ରେ ବ୍ୟାଙ୍କକୁ ବିଧିବଦ୍ଧ ଭାବେ କର୍ମସିଆଲ ବ୍ୟାଙ୍କ ତାଲିକାରେ ସ୍ଥାନ ଦିଆଯାଇଥିଲା।

ଏହି ବ୍ୟାଙ୍କର ୫୬୩ଟି ବ୍ରାଞ୍ଚ ରହିଛି। ଏହା ମଧ୍ୟରୁ ୭ଟି କର୍ମସିଆଲ ବ୍ରାଞ୍ଚ ଓ ଗୋଟିଏ ସ୍ୟାଟେଲାଇଟ୍‌ ବ୍ରାଞ୍ଚ। ଏହାର ୫ଟି ଏକ୍ସଟେନସନ କାଉଣ୍ଟର ଓ ୯୭୪ଟି ଏଟିଏମ ମଧ୍ୟ କାର୍ଯ୍ୟକ୍ଷମ ରହିଛି। ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ବ୍ୟାଙ୍କ ସେବା ଯୋଗାଇ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story