୫ଦିନ ପାଇଁ ଜେଲ୍‌ରୁ ମୁକୁଳିବେ ଲାଲୁ: ଜାଣନ୍ତୁ କେଉଁ କାରଣରୁ ମିଳିଲା ପାରୋଲ

ପୁଅର ବିବାହ ଉତ୍ସବରେ ଯୋଗ ଦେବାପାଇଁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ୫ଦିନିଆ ପାରୋଲ ମିଳିଛି। ଆସନ୍ତା ୧୨ ତାରିଖରେ ଆରଜେଡି ନେତା ଚନ୍ଦ୍ରିକା ପ୍ରସାଦ ରାଏଙ୍କ ଝିଅ ଏଶ୍ୱର୍ଯ୍ୟାଙ୍କ ସହ ଲାଲୁ ପ୍ରସାଦଙ୍କ ବଡ ପୁଅ ତେଜ ପ୍ରତାପଙ୍କ ବିବାହ ଅନୁଷ୍ଠିତ ହେବ। ପୁଅ ବିବାହରେ ଯୋଗଦେବାକୁ  ମେ ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଲାଲୁ ପାରୋଲରେ ଯିବେ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲାଲୁ ପ୍ରସାଦ ଜେଲରେ ଅଛନ୍ତି। […]

680491-lalu-prasad-tej-pratap-yadav

680491-lalu-prasad-tej-pratap-yadav

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 06:19 PM IST

Sports

Latest News

ପୁଅର ବିବାହ ଉତ୍ସବରେ ଯୋଗ ଦେବାପାଇଁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ୫ଦିନିଆ ପାରୋଲ ମିଳିଛି। ଆସନ୍ତା ୧୨ ତାରିଖରେ ଆରଜେଡି ନେତା ଚନ୍ଦ୍ରିକା ପ୍ରସାଦ ରାଏଙ୍କ ଝିଅ ଏଶ୍ୱର୍ଯ୍ୟାଙ୍କ ସହ ଲାଲୁ ପ୍ରସାଦଙ୍କ ବଡ ପୁଅ ତେଜ ପ୍ରତାପଙ୍କ ବିବାହ ଅନୁଷ୍ଠିତ ହେବ। ପୁଅ ବିବାହରେ ଯୋଗଦେବାକୁ  ମେ ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଲାଲୁ ପାରୋଲରେ ଯିବେ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲାଲୁ ପ୍ରସାଦ ଜେଲରେ ଅଛନ୍ତି। ଗତ ଡିସେମ୍ବର ମାସରେ ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ଲାଲୁ ପ୍ରସାଦଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos