ବିଜେପି ବିଧାୟକଙ୍କୁ କିଣିବା ପାଇଁ ପ୍ରୟାସ କରୁଛନ୍ତି ଲାଲୁ! ଅଡିଓ ଟେପ ଜାରି କଲେ ମୋଦି

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଜେଲ୍‌ରେ ବନ୍ଦୀ ଥିବା ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଜେଲ୍‌ରେ ରହି ଲାଲୁ ବିଜେପିର ଜଣେ ବିଧାୟକଙ୍କୁ ଫୋନ କରିଥିଲେ। ଏହି ସମୟରେ ସେ ଜଣେ ବିଧାୟକଙ୍କୁ ଆରଜେଡିକୁ ସମର୍ଥନ କରିବାକୁ ପ୍ରଲୋଭନ ଦେଖାଇଥିଲେ। ଆଗକୁ ବିହାର ବିଧାନସଭା ପାଇଁ ବାଚସ୍ପତି ନିର୍ବାଚନ ହେବ, ଏହି ସମୟରେ ଲାଲୁ ଉକ୍ତ ବିଜେପି ବିଧାୟକଙ୍କୁ ଅନୁପସ୍ଥିତ ରହିବାକୁ ପରାମର୍ଶ ଦେଉଥିବା ସୁଶୀଲ […]

ds

ds

Hemant Lenka
  • Published: Wednesday, 25 November 2020
  • Updated: 25 November 2020, 12:33 PM IST

Sports

Latest News

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଜେଲ୍‌ରେ ବନ୍ଦୀ ଥିବା ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଜେଲ୍‌ରେ ରହି ଲାଲୁ ବିଜେପିର ଜଣେ ବିଧାୟକଙ୍କୁ ଫୋନ କରିଥିଲେ। ଏହି ସମୟରେ ସେ ଜଣେ ବିଧାୟକଙ୍କୁ ଆରଜେଡିକୁ ସମର୍ଥନ କରିବାକୁ ପ୍ରଲୋଭନ ଦେଖାଇଥିଲେ।

ଆଗକୁ ବିହାର ବିଧାନସଭା ପାଇଁ ବାଚସ୍ପତି ନିର୍ବାଚନ ହେବ, ଏହି ସମୟରେ ଲାଲୁ ଉକ୍ତ ବିଜେପି ବିଧାୟକଙ୍କୁ ଅନୁପସ୍ଥିତ ରହିବାକୁ ପରାମର୍ଶ ଦେଉଥିବା ସୁଶୀଲ ମୋଦି ଅଭିଯୋଗ କରିଛନ୍ତି। ଏପରି କି ସେ ଗୋଟିଏ ଅଡିଓ ଟେପ୍‌ ମଧ୍ୟ ଜାରି କରିଛନ୍ତି।

ଅଡିଓ ଟେପ ଆଧାରରେ ସୁଶୀଲ ମୋଦି କହିଛନ୍ତି, ଲାଲୁ ପ୍ରସାଦ ଯାଦବ ଏବେ ଏନଡିଏ ବିଧାୟକଙ୍କୁ କିଣିବା ପାଇଁ ପ୍ରୟାସ କରୁଛନ୍ତି। ଏଥିପାଇଁ ସେ ଜେଲ୍‌ରୁ ବିଜେପି ବିଧାୟକ ଲଲନ ପାଶ୍ୱାନଙ୍କୁ ଫୋନ କରିଥିଲେ। ଏହି ସମୟରେ ସେ ଲଲନଙ୍କୁ ପ୍ରଲୋଭିତ କରି ନିଜ ଆଡ଼ୁ ଆଣିବାକୁ ଚେଷ୍ଟା କରିଥିଲେ। ଅଡିଓ ଟେପ୍‌ଟିରେ ଲାଲୁ ଯାଦବ ଓ ବିଧାୟକ ଲଲନ ପାଶ୍ୱାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ରେକର୍ଡ କରାଯାଇଥିବା ଦାବି କରାଯାଇଛି।
https://twitter.com/i/status/1331467971877691394
ଲାଲୁ ଏଥିରେ ଆଗକୁ ହେବାକୁ ଥିବା ବାଚସ୍ପତି ନିର୍ବାଚନ ବେଳେ ଅନୁପସ୍ଥିତ ରହିବାକୁ ବିଧାୟକଙ୍କୁ କହୁଛନ୍ତି। ଏଥିସହ ଯଦି କେହି ପଚାରେ, ତା’ହେଲେ କରୋନା ହୋଇଯାଇଛି ବୋଲି କହିଦେବାକୁ ଲାଲୁ ବିଧାୟକଙ୍କୁ କହୁଥିବା ଶୁଣିବାକୁ ମିଳୁଛି।

ଏହାର ଜବାବରେ ବିଜେପି ବିଧାୟକ ଜଣଙ୍କ କହିଥିଲେ ଯେ, ସାର୍‌ ମୁଁ ପାର୍ଟିରେ ଅଛି। ତେଣୁ ସମସ୍ୟା ହୋଇପାରେ। ଏହା ଶୁଣିବା ପରେ ଲାଲୁ ତାଙ୍କୁ ଆଗକୁ ମନ୍ତ୍ରୀ କରାଯିବ ବୋଲି ମଧ୍ୟ ଅଫର ଦେଇଥିଲେ।

ଏଥିସହ ସୁଶୀଲ ମୋଦି ଟ୍ୱିଟ କରି କହିଛନ୍ତି, ଲାଲୁ ଯାଦବ ରାଞ୍ଚି ଜେଲ୍‌ରେ ରହିଥିଲେ ହେଁ 8051216302 ନମ୍ବରରୁ ଏନଡିଏ ବିଧାୟକଙ୍କୁ କଲ କରିଥିଲେ। ଏଥିସହ ତାଙ୍କୁ ନିଜ ଆଡ଼କୁ ପ୍ରଲୋଭିତ କରି ମନ୍ତ୍ରୀ ପଦ ମିଳିବ ବୋଲି କହିଥିଲେ। ମୁଁ ଯେତେବେଳେ ଏହି ନମ୍ବରକୁ ଫୋନ କଲି, ଲାଲୁ ଏହାକୁ ଉଠାଇଥିଲେ। ମୁଁ ତାଙ୍କୁ କହିଥିଲି ଯେ ଜେଲ୍‌ରେ ରହି ଏଭଳି ଖରାପ ପ୍ରୟାସ କରନ୍ତୁ ନାହିଁ। ଆପଣ କେବେ ହେଲେ ଆପଣଙ୍କ ଯୋଜନାରେ ସଫଳ ହୋଇପାରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story