ପ୍ରଧାନ ବିଚାରପତିଙ୍କ ବିରୋଧରେ 'ଷଡ଼ଯନ୍ତ୍ର': ଦିଲ୍ଲୀ ପୁଲିସ କମିଶନର, ସିବିଆଇ ଏବଂ ଗୁଇନ୍ଦା ଅଧିକାରୀଙ୍କୁ ସମନ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନ ମାମଲାକୁ ‘ଷଡ଼ଯନ୍ତ୍ର’ କହି ଅଡୁଆରେ ପଡ଼ିଥିବା ଆଇନଜୀବୀ ଉତ୍ସବ ବେନସ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସେ ଏହି ଅଭିଯୋଗକୁ ‘ଷଡ଼ଯନ୍ତ୍ର’ ବୋଲି କହିବା ପରେ ସୁପ୍ରିମକୋର୍ଟର ତିନି ଜଣ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମନ୍‌ ଓ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଆଇନଜୀବୀ ଉତ୍ସବଙ୍କୁ ନୋଟିସ କରିଥିଲେ। ‘Can you call to our […]

gogoi

gogoi

Subhransu Sekhar
  • Published: Wednesday, 24 April 2019
  • Updated: 24 April 2019, 01:58 PM IST
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନ ମାମଲାକୁ 'ଷଡ଼ଯନ୍ତ୍ର' କହି ଅଡୁଆରେ ପଡ଼ିଥିବା ଆଇନଜୀବୀ ଉତ୍ସବ ବେନସ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସେ ଏହି ଅଭିଯୋଗକୁ 'ଷଡ଼ଯନ୍ତ୍ର' ବୋଲି କହିବା ପରେ ସୁପ୍ରିମକୋର୍ଟର ତିନି ଜଣ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମନ୍‌ ଓ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଆଇନଜୀବୀ ଉତ୍ସବଙ୍କୁ ନୋଟିସ କରିଥିଲେ।

ଆଜି କୋର୍ଟରେ ସିସିଟିଭି ଫୁଟେଜ ଦାଖଲ କରିଛନ୍ତି ଆଇନଜୀବୀ ଉତ୍ସବ ବେନସ। ଅଭିଯୋଗ ଆଣିଥିବା ମହିଳାଙ୍କ ପୂର୍ବରୁ ଉତ୍ସବଙ୍କୁ ଜଣେ ଅଜଣା ବ୍ୟକ୍ତି ୧.୫ କୋଟି ଟଙ୍କାର ଅଫର ଦେଇଥିଲେ ଏପରି ଅଭିଯୋଗ ଆଣିବାକୁ। ଏଥିପାଇଁ ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆରେ ସାମ୍ୱାଦିକ ସମ୍ମିଳନୀ କରିବାକୁ ହେବ ବୋଲି ଅଜଣା ବ୍ୟକ୍ତି ଜଣଙ୍କ ସର୍ତ୍ତ ରଖିଥିଲେ। କିନ୍ତୁ ସେ ଏହି ଅଫରକୁ ଗ୍ରହଣ କରିନଥିଲେ ବୋଲି ଉତ୍ସବ କହିଥିଲେ।
ସତ୍ୟପାଠ ଦାଖଲ କରିବା ପରେ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳଙ୍କୁ ସିବିଆଇ ନିର୍ଦ୍ଦେଶକ, ଗୁଇନ୍ଦା ମୁଖ୍ୟ ଏବଂ ଦିଲ୍ଲୀ ପୁଲିସ କମିଶନରଙ୍କୁ ତାଙ୍କ ପ୍ରକୋଷ୍ଠକୁ ଆସିବା ପାଇଁ  କହିଛନ୍ତି। ଏହି ମାମଲାରେ ଅପରାହ୍ନ ୩ଟାରେ ସ୍ୱତନ୍ତ୍ର କମିଟି ଗଠନ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story