ଶପିଂ ମଲରେ ବୋମା ଥିବା 'ଖବର' ପରେ ଆତଙ୍କ

ଚଣ୍ଡିଗଡ଼: ଏଠାରେ ଥିବା ସବୁଠାରୁ ବଡ଼ ଶପିଂ ମଲ ଇଲାଣ୍ଟେରେ ବୋମା ଥିବା ଖବର ମିଳିବା ପରେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି। ପୁଲିସ୍‌ ପକ୍ଷରୁ ମଲ୍‌କୁ ଖାଲି କରାଯିବା ସହ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ମଲ ମଧ୍ୟରେ ବୋମା ନିଷ୍କ୍ରିୟ ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। କିନ୍ତୁ ଏଯାଏ ମଲ ମଧ୍ୟରୁ କୌଣସି ବୋମା ଠାବ କରାଯାଇ ପାରିନାହିଁ। ଇଲାଣ୍ଟେ ଶପିଂ ମଲରେ ବୋମା ଖଞ୍ଜା […]

br

br

Hemant Lenka
  • Published: Monday, 12 August 2019
  • Updated: 12 August 2019, 07:43 PM IST

ଚଣ୍ଡିଗଡ଼: ଏଠାରେ ଥିବା ସବୁଠାରୁ ବଡ଼ ଶପିଂ ମଲ ଇଲାଣ୍ଟେରେ ବୋମା ଥିବା ଖବର ମିଳିବା ପରେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି। ପୁଲିସ୍‌ ପକ୍ଷରୁ ମଲ୍‌କୁ ଖାଲି କରାଯିବା ସହ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

ମଲ ମଧ୍ୟରେ ବୋମା ନିଷ୍କ୍ରିୟ ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। କିନ୍ତୁ ଏଯାଏ ମଲ ମଧ୍ୟରୁ କୌଣସି ବୋମା ଠାବ କରାଯାଇ ପାରିନାହିଁ। ଇଲାଣ୍ଟେ ଶପିଂ ମଲରେ ବୋମା ଖଞ୍ଜା ଯାଇଥିବା ନେଇ ପ୍ରଥମେ ଚଣ୍ଡିଗଡ଼ ପୁଲିସ୍‌ କଣ୍ଟ୍ରୋଲ ରୁମକୁ ଫୋନ ଆସିଥିଲା। କାଳ ବିଳମ୍ବ ନ କରି ପୁଲିସ୍‌ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଥିଲା।

ବୋମା ନିଷ୍କ୍ରିୟ ଟିମ, ଆଣ୍ଟି ସାବୋଟେଜ୍‌ ଟିମ, ଅପରେସନ ସେଲ ଟିମ୍‌, କ୍ରାଇମବ୍ରାଞ୍ଚ ଟିମ ଓ ସ୍ଥାନୀୟ ପୁଲିସ୍‌ ମିଳିତ ଭାବେ ସମଗ୍ର ଅଞ୍ଚଳ ଓ ମଲ ମଧ୍ୟରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ମଲରେ ଥିବା ସିକ୍ୟୁରିଟି ଗାର୍ଡ ମଧ୍ୟ ଏହି ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧିଗ୍ଧ ବସ୍ତୁ ମଲ ମଧ୍ୟରୁ ଠାବ ହୋଇ ନାହିଁ। ତେଣୁ ଲୋକମାନେ ଭୟ କରିବାର କାରଣ ନାହିଁ ବୋଲି ଚଣ୍ଡିଗଡ଼ ପୁଲିସ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story