୩ କେଜି ସୁନାରେ ତିଆରି ହେଲା ଲେହଙ୍ଗା

ଅହମ୍ମଦାବାଦ: ୩ କେଜି ସୁନାରେ ତିଆରି ହୋଇଛି ଏକ ଲେହଙ୍ଗା। ଗୁଜରାଟର ସୁରତ ସହରରେ ଏକ ପ୍ରଦର୍ଶନୀରେ ଦେଖିବାକୁ ମିଳିଛି ଏହି ଲେହଙ୍ଗାକୁ। ଏହି ଲେହଙ୍ଗାଟି ଶୁଦ୍ଧ ସୁନା ଜରିରେ ନିର୍ମିତ ହୋଇଛି। ଏହା ଖୁବ୍ ଆକର୍ଷଣୀୟ ହୋଇଛି। ଗୁଜରାଟ ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର କନଭେନସନ୍ ହଲରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି। ତିନି ଦିନିଆ ପ୍ରଦର୍ଶନୀରେ ସୁନାରେ ତିଆରି ଲେହଙ୍ଗା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସୁରତର ଜଣାଶୁଣା ବ୍ୟବସାୟୀ ୟସ୍ ବାଣୀ ଏହି […]

lehenga0

lehenga0

Tapaswini Nayak
  • Published: Monday, 13 September 2021
  • Updated: 13 September 2021, 09:50 AM IST

ଅହମ୍ମଦାବାଦ: ୩ କେଜି ସୁନାରେ ତିଆରି ହୋଇଛି ଏକ ଲେହଙ୍ଗା। ଗୁଜରାଟର ସୁରତ ସହରରେ ଏକ ପ୍ରଦର୍ଶନୀରେ ଦେଖିବାକୁ ମିଳିଛି ଏହି ଲେହଙ୍ଗାକୁ। ଏହି ଲେହଙ୍ଗାଟି ଶୁଦ୍ଧ ସୁନା ଜରିରେ ନିର୍ମିତ ହୋଇଛି। ଏହା ଖୁବ୍ ଆକର୍ଷଣୀୟ ହୋଇଛି।

ଗୁଜରାଟ ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର କନଭେନସନ୍ ହଲରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି। ତିନି ଦିନିଆ ପ୍ରଦର୍ଶନୀରେ ସୁନାରେ ତିଆରି ଲେହଙ୍ଗା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସୁରତର ଜଣାଶୁଣା ବ୍ୟବସାୟୀ ୟସ୍ ବାଣୀ ଏହି ଲେହଙ୍ଗା ତିଆରି କରାଇଛନ୍ତି।

୨୪ ବର୍ଷୀୟା ଫ୍ୟାସନ ଡିଜାଇନର ଭାବ୍‌ନା ଏହାର ଡିଜାଇନ୍ କରିଛନ୍ତି। ସୁରତରେ ବିବାହ ବେଳେ ଅନେକ ପିତାମାତା ନିଜର ଝିଅମାନଙ୍କୁ ଏପରି ଲେହଙ୍ଗା ଦେବାକୁ ପସନ୍ଦ କରିଥା’ନ୍ତି। ଏହାକୁ ଦୃଷ୍ଟିରେ ରଖି ସେ ଶୁଦ୍ଧ ସୁନାର ଜରିରେ ଲେହଙ୍ଗା କରିଥିବା କହିଛନ୍ତି। ଏହି ଲେହଙ୍ଗାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story