କୁମ୍ଭୀର ମୁହଁରୁ ଖାଦ୍ୟ ନେଇଗଲା ବାଘ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କୁହାଯାଏ କୁମ୍ଭୀର ମୁହଁରେ ଥରେ ଯିଏ ପଡ଼ିଛି ସେଠାରୁ ଖସିଯିବା ଏତେ ସହଜ ନୁହେଁ। କୁମ୍ଭୀର ପାଟିକୁ ଯାହା ବି ଗଲା, ସେଠାରୁ ସେଗୁଡ଼ିକ କେବେ ହେଲେ ବାହାରି ପାରିବ ନାହିଁ। କିନ୍ତୁ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ଭିଡିଓ କିଛି ଭିନ୍ନ କଥା କହୁଛି। କୁମ୍ଭୀର ପାଟି ଭିତରେ ଥିବା ଖାଦ୍ୟକୁ ଗୋଟିଏ ବାଘ ଛଡ଼ାଇ ଆଣିବାରେ ସକ୍ଷମ ହୋଇଛି। ଭିଡିଓଟିରେ ଦେଖାଯାଉଛି ଯେ ବାଘଟି ଡରି ଡରି କୁମ୍ଭୀର ପାଖକୁ […]

dyf

dyf

Hemant Lenka
  • Published: Thursday, 30 July 2020
  • Updated: 30 July 2020, 04:44 PM IST

Sports

Latest News

ନୂଆଦିଲ୍ଲୀ: କୁହାଯାଏ କୁମ୍ଭୀର ମୁହଁରେ ଥରେ ଯିଏ ପଡ଼ିଛି ସେଠାରୁ ଖସିଯିବା ଏତେ ସହଜ ନୁହେଁ। କୁମ୍ଭୀର ପାଟିକୁ ଯାହା ବି ଗଲା, ସେଠାରୁ ସେଗୁଡ଼ିକ କେବେ ହେଲେ ବାହାରି ପାରିବ ନାହିଁ। କିନ୍ତୁ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ଭିଡିଓ କିଛି ଭିନ୍ନ କଥା କହୁଛି। କୁମ୍ଭୀର ପାଟି ଭିତରେ ଥିବା ଖାଦ୍ୟକୁ ଗୋଟିଏ ବାଘ ଛଡ଼ାଇ ଆଣିବାରେ ସକ୍ଷମ ହୋଇଛି।

ଭିଡିଓଟିରେ ଦେଖାଯାଉଛି ଯେ ବାଘଟି ଡରି ଡରି କୁମ୍ଭୀର ପାଖକୁ ଯାଉଛି। ପ୍ରଥମେ ତାକୁ ଗୋଡ଼ରେ ହଲାଉଛି। ତା’ ପରେ ତା ପାଟିରୁ ଶିକାରକୁ ଛଡ଼ାଇ ଆଣୁଛି। କୁମ୍ଭୀର ମଧ୍ୟ ଏହାର ପ୍ରତିବାଦ କରିବା ଭଳି ମୁଡ଼ରେ ନଥିବା ଭିଡିଓରୁ ଜଣାପଡ଼ୁଛି। ସେହିଭଳି ବାଘଟି ମଧ୍ୟ କୁମ୍ଭୀର ପାଖକୁ ଯିବା ବେଳେ ଅତ୍ୟଧିକ ଭୟଭୀତ ଥିବା ଭଳି ମଧ୍ୟ ମନେ ହେଉଛି।  ଏହି ଭିଡିଓଟି ଇଣ୍ଟରନେଟରେ ଛଡ଼ାଯିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
https://twitter.com/i/status/1287580352697925638

ଭାରତୀୟ ରେଭେନ୍ୟୁ ଅଧିକାରୀ (ଆଇଆରଏସ) ନାଭେଦ ଟ୍ରୁମ୍ୱୋ ଏହି ଭିଡିଓଟିକୁ ଟ୍ୱିଟରରେ ଶେୟାର କରିଛନ୍ତି। ସେ ଏହାର କ୍ୟାପସନରେ ଲେଖିଛନ୍ତି,ମୌକା ଥରେ ହିଁ ଆସେ ଆଉ ଆପଣ ଯଦି ଏଥିପାଇଁ ପ୍ରସ୍ତୁତ ନଥାନ୍ତି ତେବେ ଏହାର ଫାଇଦା ଅନ୍ୟ କେହି ଉଠେଇନେବ। ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏଠି ଏକ ବାଘ କୁମ୍ଭୀରର ମୁହଁରୁ ସିଧା ଖାଦ୍ୟ ଚୋରି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story