କୁମ୍ଭୀର ମୁହଁରୁ ଖାଦ୍ୟ ନେଇଗଲା ବାଘ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କୁହାଯାଏ କୁମ୍ଭୀର ମୁହଁରେ ଥରେ ଯିଏ ପଡ଼ିଛି ସେଠାରୁ ଖସିଯିବା ଏତେ ସହଜ ନୁହେଁ। କୁମ୍ଭୀର ପାଟିକୁ ଯାହା ବି ଗଲା, ସେଠାରୁ ସେଗୁଡ଼ିକ କେବେ ହେଲେ ବାହାରି ପାରିବ ନାହିଁ। କିନ୍ତୁ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ଭିଡିଓ କିଛି ଭିନ୍ନ କଥା କହୁଛି। କୁମ୍ଭୀର ପାଟି ଭିତରେ ଥିବା ଖାଦ୍ୟକୁ ଗୋଟିଏ ବାଘ ଛଡ଼ାଇ ଆଣିବାରେ ସକ୍ଷମ ହୋଇଛି।

ଭିଡିଓଟିରେ ଦେଖାଯାଉଛି ଯେ ବାଘଟି ଡରି ଡରି କୁମ୍ଭୀର ପାଖକୁ ଯାଉଛି। ପ୍ରଥମେ ତାକୁ ଗୋଡ଼ରେ ହଲାଉଛି। ତା’ ପରେ ତା ପାଟିରୁ ଶିକାରକୁ ଛଡ଼ାଇ ଆଣୁଛି। କୁମ୍ଭୀର ମଧ୍ୟ ଏହାର ପ୍ରତିବାଦ କରିବା ଭଳି ମୁଡ଼ରେ ନଥିବା ଭିଡିଓରୁ ଜଣାପଡ଼ୁଛି। ସେହିଭଳି ବାଘଟି ମଧ୍ୟ କୁମ୍ଭୀର ପାଖକୁ ଯିବା ବେଳେ ଅତ୍ୟଧିକ ଭୟଭୀତ ଥିବା ଭଳି ମଧ୍ୟ ମନେ ହେଉଛି।  ଏହି ଭିଡିଓଟି ଇଣ୍ଟରନେଟରେ ଛଡ଼ାଯିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାରତୀୟ ରେଭେନ୍ୟୁ ଅଧିକାରୀ (ଆଇଆରଏସ) ନାଭେଦ ଟ୍ରୁମ୍ୱୋ ଏହି ଭିଡିଓଟିକୁ ଟ୍ୱିଟରରେ ଶେୟାର କରିଛନ୍ତି। ସେ ଏହାର କ୍ୟାପସନରେ ଲେଖିଛନ୍ତି,ମୌକା ଥରେ ହିଁ ଆସେ ଆଉ ଆପଣ ଯଦି ଏଥିପାଇଁ ପ୍ରସ୍ତୁତ ନଥାନ୍ତି ତେବେ ଏହାର ଫାଇଦା ଅନ୍ୟ କେହି ଉଠେଇନେବ। ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏଠି ଏକ ବାଘ କୁମ୍ଭୀରର ମୁହଁରୁ ସିଧା ଖାଦ୍ୟ ଚୋରି କରୁଛି।

ଆହୁରି ପଢ଼ନ୍ତୁ

ଗଣଦୁଷ୍କର୍ମ ପରେ ୨୦ ବର୍ଷୀୟ ଯୁବତୀଙ୍କ ଜିଭ କାଟିଦେଲେ ୪ ଯୁବକ

କରୋନା ଟିକା ସମ୍ପର୍କରେ ଭଲ ଖବର ଦେଲା ଜନସନ ଆଣ୍ଡ ଜନସନ

ଅମ୍ଳଜାନ ସିଲିଣ୍ଡରର ଦର ହ୍ରାସ କଲେ ସରକାର

ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଓକିଲଙ୍କ ବଡ଼ ଅଭିଯୋଗ

୫ ଘଣ୍ଟାର ଜେରା ପରେ ଏନସିବି ଅଫିସରୁ ବାହାରିଲେ ଶ୍ରଦ୍ଧା ଓ ସାରା

କରୋନା ଟିକା ପାଇଁ ଭାରତ ସରକାରଙ୍କ ପାଖରେ ୮୦ ହଜାର କୋଟି ଅଛି ତ?

ଗିରଫ ହେଲେ ଧର୍ମା ପ୍ରଡକ୍ସନର କ୍ଷୀତିଜ, କରଣ କହିଲେ ଏମିତି…

ଚାଷୀଙ୍କୁ ଅପମାନ କରିଥିବା କଙ୍ଗନାଙ୍କ ନାଁରେ ଅପରାଧିକ ମାମଲା ରୁଜୁ

ଚାଇନା ସାମ୍ବାଦିକଙ୍କ ରହଣି ଉପରେ କଟକଣା ଲଗାଇବ ଆମେରିକା

କ’ଣ ଖାଇବେ, କ’ଣ ନ ଖାଇବେ, ଆଉ କିପରି ଖାଇବେ ଜାଣନ୍ତୁ…

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ ବାଲସୁବ୍ରମଣ୍ୟମ

‍‍୫୦ ଲକ୍ଷ ପାଖରେ ଦେଶରେ କରୋନା ସୁସ୍ଥଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୯୩,୪୨୦