ଅଭିନବ ଷ୍ଟାର୍ଟଅପ୍‌: ମାସିକିଆ ଦରମାଦେଇ ଡକାୟତି ଗ୍ୟାଙ୍ଗ

ଜୟପୁର (ଓଡ଼ିଶା ରିପୋର୍ଟର): ରାଜସ୍ଥାନର ଜଣେ ୨୧ ବର୍ଷର ଯୁବକ ଏପରି ନିଯୁକ୍ତି ଦେଉଛନ୍ତି ଯାହା ବିଷୟରେ ଶୁଣିଲେ ଯେକେହି ମୁଣ୍ଡରେ ହାତ ଦେବ। ଆଜ୍ଞା ହଁ, ବେକାର ଯୁବକଙ୍କୁ ଟାର୍ଗେଟ୍ କରି ସେ ନିଯୁକ୍ତି ଦେଉଥିଲେ ଏବଂ କାମ ଥିଲା ମୋଟରସାଇକେଲ୍‌ ଚୋରି, ସୁନା ଚେନ୍‌ ଚୋରି, ମୋବାଇଲ୍‌ ଫୋନ୍‌ ଚୋରି। ମାସିକିଆ ଦରମା ୧୫ ହଜାର ଟଙ୍କା ଏବଂ ଟାର୍ଗେଟ୍ ଦିନକୁ ଗୋଟିଏ ଅପରାଧ। ଆଉ ହଁ ଯେଉଁ ଦିନ ଅପରାଧ ବନ୍ଦ, ସେଦିନ […]

robbery

robbery

Hemant Lenka
  • Published: Thursday, 11 October 2018
  • Updated: 11 October 2018, 07:49 PM IST

Sports

Latest News

ଜୟପୁର (ଓଡ଼ିଶା ରିପୋର୍ଟର): ରାଜସ୍ଥାନର ଜଣେ ୨୧ ବର୍ଷର ଯୁବକ ଏପରି ନିଯୁକ୍ତି ଦେଉଛନ୍ତି ଯାହା ବିଷୟରେ ଶୁଣିଲେ ଯେକେହି ମୁଣ୍ଡରେ ହାତ ଦେବ।

ଆଜ୍ଞା ହଁ, ବେକାର ଯୁବକଙ୍କୁ ଟାର୍ଗେଟ୍ କରି ସେ ନିଯୁକ୍ତି ଦେଉଥିଲେ ଏବଂ କାମ ଥିଲା ମୋଟରସାଇକେଲ୍‌ ଚୋରି, ସୁନା ଚେନ୍‌ ଚୋରି, ମୋବାଇଲ୍‌ ଫୋନ୍‌ ଚୋରି। ମାସିକିଆ ଦରମା ୧୫ ହଜାର ଟଙ୍କା ଏବଂ ଟାର୍ଗେଟ୍ ଦିନକୁ ଗୋଟିଏ ଅପରାଧ। ଆଉ ହଁ ଯେଉଁ ଦିନ ଅପରାଧ ବନ୍ଦ, ସେଦିନ ଦରମା ବି ବନ୍ଦ।

ଏମିତି ଏକ ଗ୍ୟାଙ୍ଗର ମୁଖିଆ ଆଶିଷ ମୀନା ସମେତ ୭ ଜଣଙ୍କୁ ଗିରଫ କରିଛି ପୁଲିସ୍‌। ଲଗାତାର ସୁନା ଚେନ୍‌ ଏବଂ ମୋବାଇଲ୍ ଛିନ୍‌ତାଇ ଘଟଣା ସାମ୍ନାକୁ ଆସିବା ପରେ ସିସି ଟିଭି ଫୁଟେଜ୍‌ ଦେଖିଥିଲା ପୁଲିସ୍‌। ଆଉ ତା’ପରେ ଏହି ଗ୍ୟାଙ୍ଗ୍‌କୁ ଏକାଥରେ ଗୋଟିଏ ଭଡ଼ା ଘରୁ ଗିରଫ କରାଯାଇଥିଲା।

ସେମାନଙ୍କ ନିକଟରୁ ୫୩ଟି ମୋବାଇଲ୍‌ ଫୋନ୍, ଲ୍ୟାପ୍‌ଟପ୍‌, ୨ଟି ଚେନ୍‌ ଏବଂ ୪ଟି ମୋଟରସାଇକେଲ୍‌ ଜବତ କରାଯାଇଛି। ସମୁଦାୟ ୬ ଜଣ ବେକାର ଯୁବକଙ୍କୁ ଟଙ୍କା ଲୋଭ ଦେଖାଇ ଗତ ଜୁଲାଇରେ ମୁଖିଆ ଆଶିଷ ସେମାନଙ୍କୁ ନିଯୁକ୍ତି ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story