ଗୁରୁ ନାନକଙ୍କ ସ୍ମୃତିପୀଠକୁ ଭାଙ୍ଗିଦେଲେ ପାକିସ୍ତାନୀ

ଇସ୍‌ଲାମାବାଦ୍‌: ପାକିସ୍ତାନ ସରକାର ଗୁରୁ ନାନକଙ୍କ ସ୍ମୃତିପୀଠକୁ କେମିତି ସମ୍ମାନ ଦିଅନ୍ତି, ତାହା ସାମ୍ନାକୁ ଆସିଛି। ଗୁରୁ ନାନକଙ୍କ ସ୍ମୃତି ପୀଠ ଭାବେ ୪ ଶହ ବର୍ଷ ତଳେ ନିର୍ମାଣ ହୋଇଥିବା ଏକ ୪ ମହଲା ପୀଠକୁ କିଛି ଯୁବକ ଭାଙ୍ଗି ଦେଇଛନ୍ତି। ଏହା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିଲା। କିନ୍ତୁ ୱାକଫ ବିଭାଗର ଅନୁମତି ନେଇ କିଛି ସ୍ଥାନୀୟ ଲୋକ ଏହାକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ସେହିପରି ଏହି ଐତିହାସିକ ପୀଠରେ ଥିବା ମୂଲ୍ୟବାନ କବାଟ, […]

uy

uy

Hemant Lenka
  • Published: Monday, 27 May 2019
  • Updated: 27 May 2019, 05:35 PM IST

Sports

Latest News

ଇସ୍‌ଲାମାବାଦ୍‌: ପାକିସ୍ତାନ ସରକାର ଗୁରୁ ନାନକଙ୍କ ସ୍ମୃତିପୀଠକୁ କେମିତି ସମ୍ମାନ ଦିଅନ୍ତି, ତାହା ସାମ୍ନାକୁ ଆସିଛି। ଗୁରୁ ନାନକଙ୍କ ସ୍ମୃତି ପୀଠ ଭାବେ ୪ ଶହ ବର୍ଷ ତଳେ ନିର୍ମାଣ ହୋଇଥିବା ଏକ
୪ ମହଲା ପୀଠକୁ କିଛି ଯୁବକ ଭାଙ୍ଗି ଦେଇଛନ୍ତି। ଏହା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିଲା। କିନ୍ତୁ ୱାକଫ ବିଭାଗର ଅନୁମତି ନେଇ କିଛି ସ୍ଥାନୀୟ ଲୋକ ଏହାକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ସେହିପରି ଏହି ଐତିହାସିକ ପୀଠରେ ଥିବା ମୂଲ୍ୟବାନ କବାଟ, ଝରକା ଓ ଭେଣ୍ଟିଲେଟରସ୍‌କୁ ମଧ୍ୟ ବିକ୍ରି କରିଦିଆଯାଇଛି।

ଗୁରୁ ନାନକ ପୀଠ ନାମରେ ନ୍ୟୁ' ଲାହୋର ରୋଡ୍‌ ଠାରୁ ୨୦ କିମି ଦୂର ବାଥନୱାଲା ଗାଁରେ ୪ଶହ ବର୍ଷ ପୂର୍ବେ ଏହାକୁ ନିର୍ମାଣ କରାଯାଇଥିଲା। ପୁରୁଣା ଇଟା, ବାଲି ଓ ଅଷ୍ଟଧାତୁର ମିଶ୍ରଣରେ ଏହାକୁ ତିଆରି କରାଯାଇଥିଲା।

୪ ମହଲା ବିଶିଷ୍ଟ ଏହି ପୀଠରେ ୧୬ଟି ବଡ଼ବଡ଼ ପ୍ରକୋଷ୍ଠ ରହିଥିଲା। ପ୍ରତି ପ୍ରକୋଷ୍ଠରେ ଅତି କମ୍‌ରେ ୩ଟି କବାଟ ଓ ୪ଟି ଭେଣ୍ଟିଲେଟର ସିଷ୍ଟମ ରହିଥିଲା। ଅତି ସୁନ୍ଦର ଭାବେ କାଠର ଛାଉଣି ଦେଇ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଥିଲା।

ସ୍ଥାନୀୟ ଅଞ୍ଚଳର ମହମ୍ମଦ ଅସଲାମ କହିଛନ୍ତି, “ଏହି ପୂରାତନ ବିଲ୍ଡିଂର ନାଁ ବାବା ଗୁରୁ ନାନକ ରଖାଯାଇଥିଲା। କିନ୍ତୁ ଆମେ ଏହାକୁ ମହାଲାନା ବୋଲି କହୁଥିଲୁ। ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ଭାରତରେ ରହୁଥିବା ଶିଖ୍‌ ସଂପ୍ରଦାୟର ଲୋକମାନେ ଏଠାକୁ ବୁଲିବା ପାଇଁ ଆସନ୍ତି।

କିନ୍ତୁ ଏବେ ସ୍ଥାନୀୟ ଅଞ୍ଚଳର ମୁଷ୍ଟିମେୟ ଲୋକ ଏହାକୁ ଭାଙ୍ଗି ଦେଇଛନ୍ତି।” ଅନ୍ୟପକ୍ଷରେ ଏହି ବିଲ୍ଡିଂକୁ ନିଜର ବୋଲି ଦାବି କରୁଥିବା ମହମ୍ମଦ ଅନୱର କହିଛନ୍ତି, କୋଠାଟି ଦୁର୍ବଳ ଅବସ୍ଥାରେ ଥିବାରୁ ଆମେ ଏହାକୁ ଭାଙ୍ଗି ଦେଇଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story