ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଏମିତି କଥା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଶପଥ ନେବା କ୍ଷଣି ତାଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାଇଡେନଙ୍କ ସହ ମିଶି ଭାରତ କାମ କରିବ ବୋଲି ମୋଦି ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଜୋ ବାଇଡେନଙ୍କୁ ମୋର ଶୁଭେଚ୍ଛା। ଭାରତ ଏବେ ତାଙ୍କ ସହ ମିଶି ଆଗକୁ କାମ କରିବ। My warmest congratulations to @JoeBiden on his assumption […]

hh

hh

Hemant Lenka
  • Published: Wednesday, 20 January 2021
  • Updated: 20 January 2021, 10:44 PM IST

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଶପଥ ନେବା କ୍ଷଣି ତାଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାଇଡେନଙ୍କ ସହ ମିଶି ଭାରତ କାମ କରିବ ବୋଲି ମୋଦି ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଜୋ ବାଇଡେନଙ୍କୁ ମୋର ଶୁଭେଚ୍ଛା। ଭାରତ ଏବେ ତାଙ୍କ ସହ ମିଶି ଆଗକୁ କାମ କରିବ।

ଏଥିସହ ଭାରତ ଓ ଆମେରିକା ସମ୍ପର୍କ ବାଇଡେନଙ୍କ ଶାସନ କାଳରେ ଆହୁରି ମଜଭୂତ ହେବ। ବିଶ୍ୱରେ ଶାନ୍ତି ଓ ସୁରକ୍ଷା ଦିଗରେ ଆମେ ଏକାଠି କାମ କରିବା। ଭାରତ-ଆମେରିକା ସମ୍ପର୍କ ଗୋଟିଏ ମୂଲ୍ୟବୋଧ ଉପରେ ଆଧାରିତ। ରାଷ୍ଟ୍ରପତି ବାଇଡେନଙ୍କ ସହ କାମ କରିବାକୁ ମୁଁ ପ୍ରତିଶ୍ରୁତିବଦ୍ଧ। ବାଇଡେନଙ୍କ ଶାସନ କାଳରେ ଭାରତ-ଆମେରିକା ସମ୍ପର୍କ ଓ ସହଭାଗୀତା ଆହୁରି ଉଚ୍ଚତାକୁ ଯିବ।”

ଆଜି ବାଇଡେନ ଆମେରିକାର ୪୬ମ ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ବେଳେ ଭାରତୀୟ ବଂଶୋଦ୍ଭବ ଭାବେ କମଳା ହାରିସ ଆମେରିକାର ପ୍ରଥମ ମହିଳା ଭାବେ ଉପ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। କମଳା ଶପଥ ନେବା ପରେ ଟ୍ୱିଟ କରି ସେବା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story