ସରପଞ୍ଚ ନିର୍ବାଚନରେ ହାରିଗଲେ, କିନ୍ତୁ ଗାଁ ଲୋକ ଦେଲେ ୨୧ ଲକ୍ଷ

ଜୟପୁର: ରାଜସ୍ଥାନର ଯୋଧପୁର ଜିଲ୍ଲାର ଗୋଟିଏ ଗାଁରୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି। ଗାଁର ଜଣେ ବ୍ୟକ୍ତି ସରପଞ୍ଚ ନିର୍ବାଚନ ଲଢ଼ିଥିଲେ ହେଁ ବହୁତ କମ୍‌ ବ୍ୟବଧାନରେ ହାରିଯାଇଛନ୍ତି। ହେଲେ ଗାଁ ଲୋକମାନେ ଉକ୍ତ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଗାଁ ଲୋକମାନେ ମିଳିତ ଭାବେ ୨୧ ଲକ୍ଷ ଟଙ୍କା ଆଦାୟ କରି ପରାଜିତ ପ୍ରାର୍ଥୀଙ୍କୁ ଦାନ କରିଛନ୍ତି। ନାନନ ଗାଁର ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଗାଁରେ […]

gf

gf

Hemant Lenka
  • Published: Tuesday, 13 October 2020
  • Updated: 13 October 2020, 10:11 PM IST

Sports

Latest News

ଜୟପୁର: ରାଜସ୍ଥାନର ଯୋଧପୁର ଜିଲ୍ଲାର ଗୋଟିଏ ଗାଁରୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି। ଗାଁର ଜଣେ ବ୍ୟକ୍ତି ସରପଞ୍ଚ ନିର୍ବାଚନ ଲଢ଼ିଥିଲେ ହେଁ ବହୁତ କମ୍‌ ବ୍ୟବଧାନରେ ହାରିଯାଇଛନ୍ତି। ହେଲେ ଗାଁ ଲୋକମାନେ ଉକ୍ତ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି।

ଗାଁ ଲୋକମାନେ ମିଳିତ ଭାବେ ୨୧ ଲକ୍ଷ ଟଙ୍କା ଆଦାୟ କରି ପରାଜିତ ପ୍ରାର୍ଥୀଙ୍କୁ ଦାନ କରିଛନ୍ତି। ନାନନ ଗାଁର ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଗାଁରେ ନିକଟରେ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ। ଏହି ନିର୍ବାଚନରେ ମୁକୁନ୍ଦ ଦେୱାସୀ ଓ ସୁନ୍ଦରୀ ଦେବୀ ମୁହାଁମୁହିଁ ହୋଇଥିଲେ। ତେବେ ମୁକୁନ୍ଦ ତାଙ୍କ ପ୍ରତିଦ୍ୱନ୍ଦ୍ୱି ସୁନ୍ଦରୀଙ୍କ ଠାରୁ ମାତ୍ର ୮୪ ଖଣ୍ଡ ଭୋଟରେ ହାରି ଯାଇଥିଲେ।

ନିର୍ବାଚନରେ ହାରି ଯାଇଥିଲେ ହେଁ ସେ ଗାଁ ଲୋକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିରେ ଲଞ୍ଚ ବ୍ୟବସ୍ଥା ହୋଇଥିଲା ଓ ବ୍ୟାଣ୍ଡ ମଧ୍ୟ ବାଜିଥିଲା। ମୁକୁନ୍ଦଙ୍କ ଏପରି ବ୍ୟବହାର ଦେଖି ଗାଁ ଲୋକମାନେ ତାଙ୍କ ପାଇଁ କିଛି କରିବାକୁ ଯୋଜନା କରିଥିଲେ।

ଏହାପରେ ଆରମ୍ଭ ହୋଇଥିଲା ଅର୍ଥ ସଂଗ୍ରହ କାର୍ଯ୍ୟକ୍ରମ। ଗାଁ ଲୋକମାନେ ପ୍ରାୟ ୨୧ ଲକ୍ଷ ଟଙ୍କା ଆଦାୟ କରି ମୁକୁନ୍ଦଙ୍କୁ ଦେଇଛନ୍ତି। ଏହି ୨୧ ଲକ୍ଷ ଟଙ୍କା ମଧ୍ୟରୁ ମୁକୁନ୍ଦଙ୍କ ଘନିଷ୍ଠ ବନ୍ଧୁ ଶ୍ୟାମ ଚୌଧୁରୀ ୫.୫୧ ଲକ୍ଷ ଦେଇଥିବା ବେଳେ ପୂର୍ବତନ ସରପଞ୍ଚ ବନରାମ ୧.୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି।

ମୁକୁନ୍ଦଙ୍କୁ ଗାଁ ଲୋକେ ଏହି ଟଙ୍କା ଦେବା ପରେ ସେ ବେଶ ଖୁସି ବ୍ୟକ୍ତି କରିଛନ୍ତି। ଏଥିସହ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story