ସେଣ୍ଟ୍ରାଲ ମାଡ୍ରିଡରେ ବଡ଼ଧରଣର ବିସ୍ଫୋରଣ, ଏଯାଏ ୨ ମୃତ

ମାଡ୍ରିଡ: ସ୍ପେନର କେନ୍ଦ୍ରୀୟ ମାଡ୍ରିଡ ଆଜି ବଡ଼ ଧରଣର ବିସ୍ଫୋରଣରେ ଥରି ଉଠିଛି। ସ୍ପେନର ରାଜଧାନୀରେ ଏଭଳି ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ କାମରେ ଲାଗି ପଡ଼ିଛନ୍ତି। ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ସହ ଅଗ୍ନିଶମ ବାହିନୀ ଓ ସୁରକ୍ଷାକର୍ମୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଏଠାରେ ଥିବା ବିଲ୍ଡିଂରେ ବିସ୍ଫୋରଣ ହୋଇଥିଲେ ହେଁ ଏଯାଏ ଏହାର କାରଣ ଜଣାପଡ଼ିନାହିଁ। ସେହିପରି ଉଦ୍ଧାରକାରୀ ଦଳ ମଧ୍ୟ ଏଯାବତ ବିସ୍ଫୋରଣ ସ୍ଥାନରୁ ୨ ଜଣଙ୍କ ମୃତଦେହ ଜବତ କରିଛନ୍ତି। […]

cf

cf

Hemant Lenka
  • Published: Wednesday, 20 January 2021
  • Updated: 20 January 2021, 09:31 PM IST

Sports

Latest News

ମାଡ୍ରିଡ: ସ୍ପେନର କେନ୍ଦ୍ରୀୟ ମାଡ୍ରିଡ ଆଜି ବଡ଼ ଧରଣର ବିସ୍ଫୋରଣରେ ଥରି ଉଠିଛି। ସ୍ପେନର ରାଜଧାନୀରେ ଏଭଳି ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ କାମରେ ଲାଗି ପଡ଼ିଛନ୍ତି। ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ସହ ଅଗ୍ନିଶମ ବାହିନୀ ଓ ସୁରକ୍ଷାକର୍ମୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ଏଠାରେ ଥିବା ବିଲ୍ଡିଂରେ ବିସ୍ଫୋରଣ ହୋଇଥିଲେ ହେଁ ଏଯାଏ ଏହାର କାରଣ ଜଣାପଡ଼ିନାହିଁ। ସେହିପରି ଉଦ୍ଧାରକାରୀ ଦଳ ମଧ୍ୟ ଏଯାବତ ବିସ୍ଫୋରଣ ସ୍ଥାନରୁ ୨ ଜଣଙ୍କ ମୃତଦେହ ଜବତ କରିଛନ୍ତି। ତେବେ ବଡ଼ ଧରଣର ବିସ୍ଫୋରଣ ହୋଇଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଏବଂ ଫଟୋ ଅନୁଯାୟୀ, ସେଣ୍ଟ୍ରାଲ ମାଡ୍ରିଡରେ ଥିବା ଗୋଟିଏ ବଡ଼ ବିଲଡିଂ ବିସ୍ଫୋରରେ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହା ମଧ୍ୟରୁ ପ୍ରବଳ ଧୂଆଁ ବାହାରୁଥିବା ବେଳେ ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି।
https://twitter.com/i/status/1351901317934034944
ଗ୍ୟାସ ଲିକ୍‌ରୁ ଏତେ ବଡ଼ ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଆକଳନ କରାଯାଇଥିଲେ ହେଁ ପ୍ରକୃତ କାରଣ ସମ୍ପର୍କରେ ସରକାର କିଛି ବି କହିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story