ରଜନୀକାନ୍ତଙ୍କ ନାଁରେ ଥିବା ମାମଲା କୋର୍ଟରେ ଖାରଜ

ଚେନ୍ନାଇ: ପେରିୟାରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିନେତା ରଜନୀକାନ୍ତଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ନାଁରେ ରୁଜୁ ହୋଇଥିବା ମନ୍ତବ୍ୟକୁ ଆଜି ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟ ମାମଲାକୁ ଖାରଜ କରି ଆବେଦନକାରୀ ମାଜିଷ୍ଟ୍ରେଟ କୋର୍ଟରେ ପ୍ରଥମେ କାହିଁକି ଆବେଦନ କଲେନାହିଁ ବୋଲି ପ୍ରଶ୍ନ କରିଛନ୍ତି। ହାଇକୋର୍ଟରେ ଏଭଳି ଆବେଦନ କରିବା ଅପେକ୍ଷା ଆବେଦନକାରୀ ପ୍ରଥମେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବା ଦରକାର। ସମାଜ ସଂସ୍କାରକ ଇଭି ରାମାସାମୀ ‘ପେରିୟାର’ ବହୁ ବର୍ଷ ତଳେ କରିଥିବା […]

o

o

Hemant Lenka
  • Published: Friday, 24 January 2020
  • Updated: 24 January 2020, 04:46 PM IST

Sports

Latest News

ଚେନ୍ନାଇ: ପେରିୟାରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିନେତା ରଜନୀକାନ୍ତଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ନାଁରେ ରୁଜୁ ହୋଇଥିବା ମନ୍ତବ୍ୟକୁ ଆଜି ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ହାଇକୋର୍ଟ ମାମଲାକୁ ଖାରଜ କରି ଆବେଦନକାରୀ ମାଜିଷ୍ଟ୍ରେଟ କୋର୍ଟରେ ପ୍ରଥମେ କାହିଁକି ଆବେଦନ କଲେନାହିଁ ବୋଲି ପ୍ରଶ୍ନ କରିଛନ୍ତି। ହାଇକୋର୍ଟରେ ଏଭଳି ଆବେଦନ କରିବା ଅପେକ୍ଷା ଆବେଦନକାରୀ ପ୍ରଥମେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବା ଦରକାର।

ସମାଜ ସଂସ୍କାରକ ଇଭି ରାମାସାମୀ ‘ପେରିୟାର’ ବହୁ ବର୍ଷ ତଳେ କରିଥିବା ଏକ ରାଲିକୁ ନେଇ ରାଜନୀକାନ୍ତ ବିବାଦୀୟ ବୟାନ ଦେଇଥିଲେ। ରଜନୀକାନ୍ତ ଜାନୁଆରୀ ୧୪ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ୧୯୭୧ ମସିହାରେ ସାଲେମ ଠାରେ ପେରିୟାର ଏକ ରାଲି କରିଥିଲେ।

ଏଥିରେ ସେ ଭଗବାନ ଶ୍ରୀରାମଚନ୍ଦ୍ରମୂର୍ତ୍ତି ଓ ସୀତାଙ୍କ ପୋଷାକ ବିହୀନ ଫଟୋ ବ୍ୟବହାର କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story