୪୦ ଜଣ ସାମ୍ବାଦିକ ଓ ସରକାରୀ ଅଧିକାରୀଙ୍କୁ ନେଇ ଯାଉଥିବା ବୋଟ୍‌ ବୁଡ଼ିଗଲା

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବଙ୍କ ସମେତ ୪୦ ଜଣ ସାମ୍ବାଦିକ, ଟିଭି କ୍ରୁ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କୁ ନେଇ ଯାଉଥିବା ଏକ ଦ୍ରୁତଗାମୀ ବୋଟ୍‌ ମୁମ୍ବାଇର ଆରବୀୟ ସମୁଦ୍ରରେ ବୁଡ଼ି ଯାଇଛି। ଏହି ୪୦ ଜଣ ବ୍ୟକ୍ତି ସମୁଦ୍ର ମଧ୍ୟରେ ପ୍ରସ୍ତାବିତ ଛତ୍ରପତି ଶିବାଜୀ ମହାରାଜ ସ୍ମାରକୀ ସ୍ଥଳଠାରେ ଆୟୋଜିତ ପୂଜାରେ ଯୋଗ ଦେବାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା। ତେବେ ଅଘଟଣ ଘଟିବା ପୂର୍ବରୁ ତଟରକ୍ଷୀ ବାହିନୀ, ମେରାଇନ୍‌ ପୁଲିସ୍‌ ଓ […]

g

g

Hemant Lenka
  • Published: Wednesday, 24 October 2018
  • Updated: 24 October 2018, 07:10 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବଙ୍କ ସମେତ ୪୦ ଜଣ ସାମ୍ବାଦିକ, ଟିଭି କ୍ରୁ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କୁ ନେଇ ଯାଉଥିବା ଏକ ଦ୍ରୁତଗାମୀ ବୋଟ୍‌ ମୁମ୍ବାଇର ଆରବୀୟ ସମୁଦ୍ରରେ ବୁଡ଼ି ଯାଇଛି। ଏହି ୪୦ ଜଣ ବ୍ୟକ୍ତି ସମୁଦ୍ର ମଧ୍ୟରେ ପ୍ରସ୍ତାବିତ ଛତ୍ରପତି ଶିବାଜୀ ମହାରାଜ ସ୍ମାରକୀ ସ୍ଥଳଠାରେ ଆୟୋଜିତ ପୂଜାରେ ଯୋଗ ଦେବାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା।

ତେବେ ଅଘଟଣ ଘଟିବା ପୂର୍ବରୁ ତଟରକ୍ଷୀ ବାହିନୀ, ମେରାଇନ୍‌ ପୁଲିସ୍‌ ଓ ଅନ୍ୟ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ହେଲିକପ୍ଟର ଯୋଗେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ଜଣାପଡ଼ିଛି।

ଘଟଣାଟି ଆଜି ଅପରାହ୍ଣ ୪.୧୫ରେ ଘଟିଥିଲା। ବର୍ତ୍ତମାନ ପୂଜା କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story