ମହାରାଷ୍ଟ୍ରରେ ପ୍ରବଳ ବର୍ଷା, ୨୨ ଯାତ୍ରୀ ନିଖୋଜ

ମୁମ୍ବାଇ: ମହାରାଷ୍ଟ୍ରର ମହାଡରେ ପ୍ରବଳ ବର୍ଷା ଯୋଗୁଁ  ମୁମ୍ବାଇ-ଗୋଆ ରାଜପଥରେ ଥିବା ପୋଲ ଧୋଇ ଯିବା ଯୋଗୁଁ ୨ଟି ବସ୍‌ ଓ ଅନ୍ୟ ୪ ଚକିଆ ଗାଡ଼ି ଭାସିଯାଇଛି।  ବସ୍‌ରେ ଥିବା ୨୨ ଜଣ  ଯାତ୍ରୀ ନିଖୋଜ ଥିବା ଜଣାପଡ଼ିଛି। ପୋଲଟିର ୮୦ ପ୍ରତିଶତ ଅଂଶ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ ଅଞ୍ଚଳରେ ଟ୍ରାଫିକ ଜାମ୍ ଯୋଗୁ ସମସ୍ୟା ଦେଖାଦେଇଛି। ପୋଲିସ୍ କର୍ମଚାରୀ […]

flood

flood

Rakesh Mallick
  • Published: Wednesday, 03 August 2016
  • Updated: 03 August 2016, 03:30 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ମହାଡରେ ପ୍ରବଳ ବର୍ଷା ଯୋଗୁଁ  ମୁମ୍ବାଇ-ଗୋଆ ରାଜପଥରେ ଥିବା ପୋଲ ଧୋଇ ଯିବା ଯୋଗୁଁ ୨ଟି ବସ୍‌ ଓ ଅନ୍ୟ ୪ ଚକିଆ ଗାଡ଼ି ଭାସିଯାଇଛି।  ବସ୍‌ରେ ଥିବା ୨୨ ଜଣ  ଯାତ୍ରୀ ନିଖୋଜ ଥିବା ଜଣାପଡ଼ିଛି। ପୋଲଟିର ୮୦ ପ୍ରତିଶତ ଅଂଶ ଭାଙ୍ଗି ଯାଇଥିବା ଜଣାପଡ଼ିଛି।

ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ ଅଞ୍ଚଳରେ ଟ୍ରାଫିକ ଜାମ୍ ଯୋଗୁ ସମସ୍ୟା ଦେଖାଦେଇଛି। ପୋଲିସ୍ କର୍ମଚାରୀ ଓ ଉଦ୍ଧାରକାରୀ ଦଳ  ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟ  ଜାରି ରଖିଛନ୍ତି।  ଉଦ୍ଧାର କାର୍ଯ୍ୟ ପାଇଁ ୫୦ ଜଣିଆ ଏନ୍‌ଡିଆରଏଫ୍‌ ଟିମ୍ ଘଟଣାସ୍ଥଳକୁ ପଠାଯାଇଛି।

ସାବିତ୍ରୀ ନଦୀରେ ପାଣି  ଅଧିକ ହେବାରୁ ପୋଲ ଧୋଇଯାଇଥିବା ଜଣାପଡ଼ିଛି। ଭାରତୀୟ ତଟ ରକ୍ଷୀବାହିନୀ ପକ୍ଷରୁ  ନିଖୋଜ ଥିବା  ଲୋକମାନଙ୍କୁ  ଖୋଜିବା ପାଇଁ ହେଲିକପ୍ଟର ପଠାଯାଇଛି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ  ଟ୍ୱିଟ୍ କରି କହିଛନ୍ତି,  “ମହାବଲେଶ୍ୱର ଅଞ୍ଚଳରେ  ପ୍ରବଳ ବର୍ଷା ଯୋଗୁ ନଈ ଗୁଡ଼ିକର ଜଳସ୍ତର ‍ବଢିଯାଇଛି। ଯାହା ଫଳରେ ମୁମ୍ବାଇ- ଗୋଆ ହାଇୱେରେ ଥିବା ପୋଲ ଧୋଇଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story