“ପଛକୁ ଚାହଁନି, ଏମିତି କାମ ପାଇଁ ସାହସ ଦରକାର“: କାହିଁକି ଏମିତି ମେସେଜ ରିୟାଙ୍କୁ କରିଥିଲେ ମହେଶ ଭଟ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଡ଼ ଟ୍ୱିଷ୍ଟ ଆସିଛି। ଗୋଟିଏ ପଟେ ସିବିଆଇ ଘଟଣାର ଖୋଳତାଡ଼ କରୁଥିବା ବେଳେ ଆଜି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଓ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ମଧ୍ୟରେ ହୋଇଥିବା ହ୍ୱାଟସଆପ ଚ୍ୟାଟ ସାମ୍ନାକୁ ଆସିଛି। ପୂର୍ବରୁ କିଛି ଚ୍ୟାଟ ସାମ୍ମାନକୁ ଆସିଥିବା ବେଳେ ଆଜି ଆଉ କିଛି ଚମକାଇ ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏବେ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ସୁଶାନ୍ତଙ୍କୁ […]

9

9

Hemant Lenka
  • Published: Friday, 21 August 2020
  • Updated: 21 August 2020, 07:31 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଡ଼ ଟ୍ୱିଷ୍ଟ ଆସିଛି। ଗୋଟିଏ ପଟେ ସିବିଆଇ ଘଟଣାର ଖୋଳତାଡ଼ କରୁଥିବା ବେଳେ ଆଜି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଓ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ମଧ୍ୟରେ ହୋଇଥିବା ହ୍ୱାଟସଆପ ଚ୍ୟାଟ ସାମ୍ନାକୁ ଆସିଛି।

ପୂର୍ବରୁ କିଛି ଚ୍ୟାଟ ସାମ୍ମାନକୁ ଆସିଥିବା ବେଳେ ଆଜି ଆଉ କିଛି ଚମକାଇ ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏବେ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ସୁଶାନ୍ତଙ୍କୁ ରିୟା ଛାଡ଼ିବା ପଛରେ ମହେଶ ଭଟ୍ଟ ହିଁ ଦାୟୀ ବୋଲି ଅନୁମାନ କରାଯାଇଛି।
ଏପରି କି ସୁଶାନ୍ତ ଆତ୍ମହତ୍ୟା କରିଥିବା ଦିନ ଅର୍ଥାତ ଜୁନ୍‌ ୧୪ରେ ମହେଶ ଭଟ୍ଟ ହ୍ୱାଟସଆପରେ ରିୟାଙ୍କୁ ଦୁଇ ଥର ଫୋନ ମଧ୍ୟ କରିଥିଲେ। ହେଲେ ଏହାକୁ ରିୟା ରିସିଭ କରି ନଥିଲେ। ଦୁହିଁଙ୍କ ମଧ୍ୟରେ ଜୁନ୍‌ ୮ରୁ ଜୁନ୍‌ ୧୫ ମଧ୍ୟରେ ହୋଇଥିବା ଚ୍ୟାଟ ଉପରେ ଥରେ ନଜର ପକାନ୍ତୁ।

ରିୟା ଗୋଟିଏ ମେସେଜରେ ମହେଶ ଭଟ୍ଟଙ୍କୁ ଲେଖିଛନ୍ତି ଯେ “ମୋ ଆଞ୍ଜେଲଙ୍କ ବିନା ମୁଁ କ’ଣ କରିବି? ମୁଁ ତୁମକୁ ବହୁତ ଭଲ ପାଏ ସାର। ଆପଣ ମୋତେ ପୁଣିଥରେ ବଞ୍ଚାଇ ଦେଲେ।” ଏହାର ଜବାବରେ ମହେଶ ଭଟ୍ଟ କିଛି ଇମୋଜି ପଠାଇଥିଲେ। ଏହାକୁ ରିୟା ହାର୍ଟ ଓ ହାତ ଯୋଡ଼ି ମଧ୍ୟ ଗ୍ରହଣ କରିଥିଲେ।

ଜୁନ୍‌ ୧୦ରେ ମହେଶ ଭଟ୍ଟ କିଛି ଫରୱାର୍ଡ ମେସେଜ ପଠାଇଥିଲେ। ଜୁନ୍‌ ୧୧ରେ ମହେଶ ଲେଖିଥିଲେ ଯେ ବେଳେବେଳେ ଯେଉଁ ଜିନିଷ ଯେମିତି ତା’କୁ ସେଭଳି ଦେଖିବା ଦରକାର। ତୁମେ ପ୍ରଥମେ ଗୋଟିଏ ପାଦ ପଛକୁ ପକାଇବ, ତା’ପରେ ଆଉ ଗୋଟିଏ ପାଦ ପକାଇବ। ଏହାପରେ ଆଉ କିଛି ପାଦ ପକାଇବେ।

ଏହାର ଜବାବରେ ରିୟା ଲେଖିଥିଲେ ଏହା ସତ୍ୟ। ମୁଁ ପୁଣିଥରେ ଦେଖିବା ଆରମ୍ଭ କରିଛି। ଶୁଭ ସକାଳ। ଏହି ସମୟରେ ସେ ହାର୍ଟ ଇମୋଜି ଦେଇଥିଲେ।

ଜୁନ୍‌ ୧୨ରେ ପୁଣି ଗୋଟିଏ ଫରୱାର୍ଡ ମେସେଜ ପଠାଇ ମହେଶ ଲେଖିଥିଲେ ଏକାନ୍ତ ସର୍ବଦା ବ୍ୟକ୍ତିଗତ ସୃଜନଶୀଳତାକୁ ବଢ଼ାଇବାରେ ଓ ନିଜ ମଧ୍ୟରେ ଥିବା ଅର୍ନ୍ତନିହିତ କଳାକୁ ସାମ୍ନାକୁ ଆଣିବାରେ ସାହାଯ୍ୟ କରିଥାଏ।

ଜୁନ୍‌ ୧୪ ସକାଳ ୯.୩୫ରେ ରିୟା ହ୍ୱାଟସଆପରେ ମହେଶ ଭଟ୍ଟଙ୍କୁ ମେସେଜ କରିଥିଲେ। ଏଥିରେ ସେ ଲେଖିଥିଲେ, “ଶୁଭ ସକାଳ ସାର। ମୁଁ ସକାଳୁ ସକାଳୁ ଆପଣଙ୍କ ଏହି ସୁନ୍ଦର କଥାରୁ ଶକ୍ତି ପାଇଥାଏ। ସେଥିପାଇଁ ମୁଁ ଆପଣଙ୍କୁ ଭଲ ପାଏ।” ଏହାର ଜବାବରେ ମହେଶ ଭଟ୍ଟ ଲେଖିଥିଲେ “ମେଘାଚ୍ଛନ୍ନ ଆକଶରେ ଭାସୁଥିବା ବାଦଲ ଭଳି ଆମ ଜୀବନରେ ଆବେଗ ଆସେ ଓ ଚାଲିଯାଏ। ଲଭ ୟୁ ଚାଇଲ୍ଡ।” ରିୟା ଲେଖିଥିଲେ, “ଲଭ ୟୁ ସାର, ମୋ ଆଞ୍ଜେଲ।”

ଜୁନ୍‌ ୧୪ ପ୍ରାୟ ଅପରାହ୍ନ ୨.୩୫ରେ ମହେଶ ଭଟ୍ଟ ହ୍ୱାଟସଆପରେ ରିୟାଙ୍କୁ ଫୋନ କରିବାକୁ କହିଥିଲେ। ଏହାପରେ ମହେଶ ଭଟ୍ଟଙ୍କ ଫୋନରୁ ରିୟାଙ୍କୁ ଦୁଇଟି ଫୋନ ଯାଇଥିଲା। କିନ୍ତୁ ଏହାକୁ ସେ ଉଠାଇ ନଥିଲେ।

ସୁଶାନ୍ତଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଅର୍ଥାତ ଜୁନ ୧୫ରେ ମହେଶ ପୁଣିଥରେ ରିୟାଙ୍କୁ ମେସେଜ କରିଥିଲେ। ଜୁନ୍‌ ୮ରେ ରିୟା ବାନ୍ଦ୍ର ସ୍ଥିତ ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଯାଇଥିଲେ। ଏହି ସମୟରେ ବି ସେ ମହେଶ ଭଟ୍ଟଙ୍କ ସହ କଥା ହୋଇଥିଲେ। ସେ ମେସେଜ କରିଥିଲେ ଯେ ମୁଁ ଆଗକୁ ବଢ଼ିଛି ସାର୍‌। ଆବେଗ ଭରା ହୃଦୟ କିନ୍ତୁ ଆଶ୍ୱସ୍ତିର ସହ ମୁଁ ଆଗକୁ ବଢ଼ିଛି। ଆମର ଶେଷ କଲ ମୋତେ ସତର୍କ କରାଇଥିଲା ଓ ନିଦରୁ ଉଠାଇଥିଲା। ଆପଣ ମୋର ଆଞ୍ଜେଲ ଥିଲେ, ରହିଛନ୍ତି ଓ ରହିବେ। ମୋ ଶରୀରରେ ଆପଣ ପୁଣିଥରେ ଡେଣା ଲଗାଇ ଦେଇଛନ୍ତି। ଗୋଟିଏ ଜୀବନରେ ଆପଣ ଦୁଇଥର ମୋତେ ଭଗବାନଙ୍କ ଭଳି ଶିକ୍ଷା ଦେଇଛନ୍ତି।

ଏହାର ଜବାବରେ ମହେଶ ଭଟ୍ଟ ଲେଖିଛନ୍ତି, “ପଛକୁ ଚାହଁନାହିଁ। ସବୁ କିଛି ସମ୍ଭବ। ତୁମ ବାପାଙ୍କୁ ମୋର ଅନେକ ଭଲ ପାଇବା। ସେ ଏହି ନିଷ୍ପତ୍ତିରେ ଖୁସି ହେବେ। ସାହସ ଦେଖାଇଥିବାରୁ ଧନ୍ୟବାଦ। ତୁମେ ଯାହା କଲ, ସେଥିପାଇଁ ସାହସ ଦରକାର। କେବେ ହେଲେ ପଛକୁ ଚାହଁନାହିଁ।”

ଏହି ମେସେଜ ସାମ୍ନାକୁ ଆସିବା ପରେ ରିୟା ଓ ମହେଶ ଭଟ୍ଟ ହିଁ ସୁଶାନ୍ତଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଧୀରେଧୀରେ ସ୍ପଷ୍ଟ ହୋଇଥିବା ଅନେକ ଲୋକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story