ଅଧିକ କର୍ମଚାରୀ ନିଯୁକ୍ତି ନେଇ ଉପାଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀ ମହିଳା ଆୟୋଗରେ ଆବଶ୍ୟକ ଠାରୁ ଅଧିକ କର୍ମଚାରୀଙ୍କ ନିଯୁକ୍ତି ମାମଲାରେ ଉପାଧ୍ୟକ୍ଷା ସ୍ୱାତୀ ମଣିବାଲଙ୍କ ବିରୋଧରେ ଆୟୋଗର ପୂର୍ବ ଉପାଧ୍ୟକ୍ଷା ବର୍ଖା ସୁକ୍ଲା ସିଂଙ୍କ ଅଭିଯୋଗ ଆଣିଥିଲେ। ଅଗିଯୋଗର ସତ୍ୟତା ଜାଣିବା ପାଇଁ ଆଣ୍ଟି କରପସନ୍ ବ୍ୟୁରୋ ଡିସିଡବ୍ଲ୍ୟୁ ଯାଇ ନଥିପତ୍ର ଛାନଭିନ କରିବା ସହ ଆୟୋଗର ଉପାଧ୍ୟକ୍ଷାଙ୍କୁ ପଚରାଉଚୁରା କରିବା ପରେ ସୋମବାର ବିଳମ୍ବିତ ରାତିରେ ସ୍ୱାତୀ ମଣିବାଲ ଓ ଅନ୍ୟମାନଙ୍କ ବିରୋଧରେ ଏହି ମାମଲାକୁ ନେଇ ମୋକଦ୍ଦମା ଜାରି କରିଛନ୍ତି। ଏସିବି ମୁଖ୍ୟ  ମୁକେଶ କୁମାର ମାଣିଙ୍କ କହିବାନୁଯାୟୀ, ଅଭିଯୋଗ ଏବଂ କାଗଜପତ୍ରର ତଥ୍ୟ ଅନୁଯାୟୀ ସତ୍ୟତାର ଛାନଭିନ କରାଯିବ। ସେପଟେ ସ୍ୱାତୀ ମାଲିବାଲ ନିଯୁକ୍ତି କାର୍ଯ୍ୟକ୍ରମ ନିୟମ ମୁତାବକ କରାଯାଇଥିବା ବେଳେ ଏହି ଅଭିଯୋଗ ମାମଲା ଏକ ସଡଯନ୍ତ୍ର ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ

କେନ୍ଦ୍ରର କୃଷି ଆଇନକୁ କାଉଣ୍ଟର ପାଇଁ ବିଲ୍‌ ପାସ, ଏମଏସପି ନିୟମ ଭାଙ୍ଗିଲେ ଜେଲ

ବିହାର ନିର୍ବାଚନ ପୂର୍ବରୁ ଜନମତ ସର୍ଭେ: ନୀତୀଶ କୁମାରଙ୍କ ତୁଳନାରେ ମୋଦି ଅଧିକ ଲୋକ ପ୍ରିୟ

ଓପିନିଅନ ପୋଲ: ବିହାରରେ ପୁଣି ବାଜିମାତ କରିବ ଏନଡିଏ, କିନ୍ତୁ…

ଟିଆରପି ସ୍କାମ: ୟୁପିର ଏଫଆଇଆର ଆଧାରରେ ସିବିଆଇ ରୁଜୁ କଲା ମାମଲା

ପୁଲୱାମାରେ ଗଡ଼ିଲା ୨ ଆତଙ୍କୀଙ୍କ ମୁଣ୍ଡ

ଭାରତୀୟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ଲକଡାଉନ ଯାଇଛି, ହେଲେ କରୋନାର ବିପଦ ଟଳିନି କହିଲେ ମୋଦି

ରାହୁଲ ଗାନ୍ଧିଙ୍କ ଅସନ୍ତୋଷ ସତ୍ତ୍ୱେ ‘ଆଇଟମ୍‌’ ବୟାନ ପାଇଁ କ୍ଷମା ମାଗିବାକୁ ମନାକଲେ କମଲନାଥ

ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ

ଚୀନକୁ ରପ୍ତାନୀ ଯୋଗୁଁ ଦେଶରେ ଲୁହା ପଥରର ଅଭାବ, ଷ୍ଟିଲ ଶିଳ୍ପ ପ୍ରଭାବିତ

ଚାଇନା ସହ ତିକ୍ତତା: ତାଇୱାନ ସହ ବ୍ୟବସାୟିକ ସମ୍ପର୍କ ଆରମ୍ଭ କରିବ ଭାରତ

ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ କ’ଣ କହିବେ ପ୍ରଧାନମନ୍ତ୍ରୀ ମୋଦି